ମୃତ ଲୋକଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ? ଜାଣନ୍ତୁ ନହେଲେ ପରେ ପସ୍ତେଇବେ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ସ୍ୱପ୍ନ ଏମିତି ଗୋଟିଏ ଜାହା ବାସ୍ତବ ଦୁନିଆ ଠାରୁ ଦୂର ଅଟେ । ଏହା ସହ ବହୁତ ଗୁଡାଏ ଯୋଡିତ ଅଛି । ଏକ ଏପରି ଦୁନିଆଁ ଯାହାକୁ ଚାହିବା ଅବସ୍ତା ରେ ନୁହେଁ ମଧ୍ୟ ସୁଇ ଥିବା ଅବସ୍ତା ରେ ଦେଖି ଥାଉ । ବେଳେ ବେଳେ ଏମିତି ଲାଗେ ଯେପରି ଆମେ ସତରେ ଥିଲୁ ଏବଂ ସେ ଜୀବନ ଆମେ ବଞ୍ଚି ଥାଉ । ବେଳେ ବେଳେ ଆମର ସ୍ୱପ୍ନ ମନେ ରହେ ଏବଂ ବେଳେ ବେଳେ ଉଠିଲା ପରେ ଭୁଲି ଯାଉ । କିଛି ସ୍ୱପ୍ନ ଦେଖି ଆମେ ଖୁସି ହଉତ କିଛି ସ୍ୱପ୍ନ ଦେଖି ଡରି ଯାଉ । କିନ୍ତୁ କେବେ ଆପଣ ଭାବିଛନ୍ତି କାହିକି ଆପଣ ଏ ସ୍ୱପ୍ନ ଦେଖିଲେ ଏହି ସ୍ୱପ୍ନ ପଛରେ କଣ ରହିଛି । ତେବେ ଆସନ୍ତୁ ଯାଣିବା କଣ ପାଇଁ ଆମେ ମୃତ ବ୍ୟକ୍ତିର ସ୍ୱପ୍ନ ଦେଖୁ । ଯଦି ଘର ର କୋଣସି ସଦଶ୍ୟ ଆୟୁ ସେଷ ପରେ ର୍ସଗ ବାସ ହୋଇ ଥାନ୍ତି ଏବଂ ସ୍ୱପ୍ନ ରେ ଆସି ଥାନ୍ତି ତେବେ ଏହାର ଅର୍ଥ ହେଲା ଆଗକୁ ଆସୁଥିବା ଅସୁବିଧା ଏବଂ ଭବିସ୍ୱତ ବିସୟ ରେ ସାବଧାନ ଆମକୁ କରି ଥାନ୍ତି ।

ଯଦି କୋଣସି ସୁସ୍ଥ ବ୍ୟକ୍ତିର ମୃତ ହୋଇ ଯାଇଛି ଏବଂ ସେ ଆପଣ ଙ୍କୁ ସ୍ୱପ୍ନରେ ଦେଖା ଦେଉଛି ତେବେ ଏହା ସଙ୍କେତ ଦେଇ ଥାଏ କି ଯେ ଆପଣ ଙ୍କ ପାଖରୁ କୋଣସି ଇଛା ପ୍ରକାସ କରୁଛି ଏବଂ ତାଙ୍କୁ ଆପଣ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ । ଏମିତି ଭାବରେ ର୍ସଗ ବାସ ହେବା ପୂର୍ବରୁ ତାଙ୍କର କୋଣସି ଇଛା ଥିଲା ଯାହା ତାଙ୍କର ପୁରଣ ହୋଇ ନାହିଁ । ଯଦି ଆପଣ ତାଙ୍କର ଇଛା ଜାଣନ୍ତି ତେବେ ଆପଣ ତାଙ୍କର ଇଛା ପୁରଣ କରନ୍ତୁ । ଏହା ଦ୍ୱାରା ର୍ସଗ ବାସର ଆତ୍ମା ଶାନ୍ତି ପାଇ ଥାଏ ଏବଂ ଆପଣ ଙ୍କ ପରିବାର ରେ ସୁଖ ଶାନ୍ତି ବହୁତ ବଢି ଯାଇ ଥାଏ । ସେମିତି ରେ ଯଦି କେବେ କୈଣସି ମୃତ ମଣିଷ ନିଜ ସ୍ୱସ୍ଥ ଶରୀର ର ଆପଣ ମାନଙ୍କୁ ଦେଖାନ୍ତି ତେବେ ସେ ବହୁତ ଭଲ ସ୍ଥାନ ରେ ରହିଛନ୍ତି ବୋଲି ଜାଣନ୍ତୁ ।

ଏମିତି ରେ ମୃତକ ସ୍ୱପ୍ନ ରେ ଆସ୍ୱସନା ଦେଇ ଥାନ୍ତି ତେବେ ଏହି ସ୍ୱପ୍ନ ଦେଖିବା ଦ୍ୱାରା ସବୁ ସମୟ ରେ ପ୍ରଶନ୍ନ ହେବା ଦରକାର । ଯଦି ଆପଣ ମାନେ ନିଜ ସ୍ୱପ୍ନ ରେ ଗୋଟିଏ ଜିବିତ ମଣିଷ ର ମୃତ୍ୟୁ ଦେଖିଲେ ତେବେ ଜାଣନ୍ତୁ ସେହି ବ୍ୟକ୍ତି ଦିର୍ଘ ଜିବି ହେବେ । ତେଣୁ ଏହି ଭଳି ସ୍ୱପ୍ନ କେବେ ବି ଖରାପ୍ ସ୍ୱପ୍ନ ବୋଲି ଭାବନ୍ତୁ ନାହିଁ । ଯେଉଂ ମୃତକ ମାନେ ଆମକୁ ସ୍ୱପ୍ନ ଦେଖା ଦିଅନ୍ତୁ ହେଲେ କଥା ହେଉ ନ ଥିଲେ ସେମାନେ ଆମକୁ ସତର୍କ ରହିବା ପାଇଁ କହୁଛନ୍ତି ବୋଲି ଆପଣ ମାନେ ଜାଣନ୍ତୁ । ଏହା ଆମର କିଛି ଭୁଲ ହୋଇ ପାରେ ବା କିଛି ଭୁଲ କରିବା ପାଇଁ ଯାଉଛନ୍ତି ବୋଲି ସେମାନେ ସୂଚନା ଦେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *