ଆତ୍ମହତ୍ୟା କରିବା ପୁର୍ବରୁ ଡାଏରୀରେ ଲେଖିଥିଲେ ଏମିତି ସାଙ୍ଘାତିକ କଥା

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବୁ କି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଆତ୍ମହତ୍ୟା କରିବା ପୂର୍ବ ରୁ ନିଜର ଡାୟେରୀ ରେ କଣ ଲେଖି ଥିଲେ । ସେ ଲେଖି ଥିଲେ ପ୍ରିୟ ପପୁ, ବିକାଶ ଏବଂ ପିପୁଲ ଫର ସେବା ର ଅନ୍ୟ ଶଦସ୍ୟ ମାନେ ମୃତ୍ୟୁ କେତେ ବେଳେ କାହା ପାଖରେ ଆସେ ଏବଂ କେଉଁ ବାଟ ଦେଇ କାହା ପାଖରେ ପହଁଚି ଯାଏ ଏହି କଥା କେହିବି ଜାଣି ନାହାଁନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃତ୍ୟୁ ଉପସ୍ଥିତ ।

ଏମିତି କହନ୍ତି କି ଯିଏ ଯେତେ ଦିନ ପାଇଁ ଏହି ଦୁନିଆଁ କୁ ଆସିଛି ସେ ସେତେ ଦିନ ହିଁ ଏହି ଦୁନିଆଁ ରେ ରହିବ । ମୋର ବି ବୋଧେ ଶେଷ ସମୟ ଆସି ସାରିଛି । ବହୁତ ଇଚ୍ଛା ଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟିଏ ଘର କରିବି ବୋଲି । କିନ୍ତୁ ଭଗବାନ ବୋଧେ ଚାହୁଁ ନାହାଁନ୍ତି । ଜାହାବି ହେଉ ମୁଁ ଗଲା ପରେ ତତେ ଆଉ ବିକାସ ଏବଂ ପିପୁଲ ଫର ସେବା ର ଅନ୍ୟ ସଦସ୍ୟ ମାନଙ୍କୁ ଆଶ୍ରମ ର ଦାୟୁତ୍ୱ ଲାଗିଲା । ମୁଁ ଚେକ୍ ରେ ସାଇନ୍ କରି ଦେଇଛି ଟଙ୍କା ଉଠେଇ ଆଶ୍ରମ ଚଲେଇବ ।

ତା ପରେ ଲିଗାଲି ସବୁ କାଗଜ ପତ୍ର କୁ ଠିକ୍ କରି ପପୁ ତୁମ ଚେୟାର ମ୍ୟନ୍ ଏବଂ ବିକାସ ତୁ ଟ୍ରେଜେରୀୀ ପଦ ରେ ରହି ପିପୁଲ ଫର ସେବା ଅନୁଷ୍ଠାନ କୁ ଚଳେଇବ । ମୋର ଫୋନ ରହିଲା ସେହି ଥିରେ ସବୁ କଣ୍ଟାକ୍ଟ ରହିଛି ମୁଁ ଗଲା ପରେ କିଛି ବି ଅସୁବିଧା ହେବ ନାହିଁ । ବଞ୍ଚି ଥିବା ବେଳେ ଜାହା କରି ପାଲିଲି ନାହିଁ ମରିବା ପରେ ଏହା ପୂରଣ ହେବ । ଆଶ୍ରମ ପାଇଁ ଜମି କିଣି ଘର ଗୋଟେ ବନେଇବ । ବଡ ନ ହେଲେ ବି ଛୋଟିଆ ଗୋଟିଏ ବନେଇବ । ବିକାସ ମୋ ବାପା ମାଆ ତତେ ଲାଗିଲେ । ତେତେ କିଛି ଅସୁବିଧା ହେବ ନାହିଁ । ସେହି ପରି ଚଳେଇବା ପାଇଁ ମେଲ ଆଇଡି ଏବଂ ପାସୱାର୍ଡ ବି ଲେଖି ଦେଇଛି ।

page1

ବାହାଘର ସମୟରେ ଏହି ସଂସ୍ଥା ରୁ 50 ହଜାର ଟଙ୍କା ଖର୍ଚ୍ଚ କରି ଥିଲି । ସବୁ ସୁବିଧା ଦେଖି ଡିପୋଜିତ୍ କରି ଦେବୀ ବୋଲି ଭାବି ଥିଲି ହେଲେ ମୁଁ ଏହି 50 ହଜାର ଟଙ୍କା ଭରି ପାରିଲି ନାହିଁ । ହେଲେ ତତେ ଦେଇ ଥିବା 70 ହଜାର ଟଙ୍କା ପିପୁଲ 4 ସେବା ଆକାୁଣ୍ଟ ରେ ଜମା କରି ଦେବୁ । ମୋର ସେଷ ଇଚ୍ଛା ଯେମିତି ହେଲେ ବି ପୂରଣ କରିବ । ବାପା ମାଆ ଆଜି ନାହାଁନ୍ତି ହେଲେ ତାଙ୍କ ମୁଁହ କୁ ଥରେ ଚାହିଁ ଦେଲେ ଆଉ ଭୁଲ ନିସ୍ପତି ନେବାକୁ ଇଚ୍ଛା ହେବ ନାହିଁ । କାଲି ସକାଳେ ମୁଁ ଆଉ ଏହି ଦୁନିଆଁ ରେ ନ ଥିବି ହେଲେ ମୋର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି ।

ବୋଧେ ଏତିକି ଦିନ ହିଁ ମୋର ଆୟୁସ ଥିଲା । ଶ୍ରୀ ତମେ ବହୁତ ଭଲ ମୁଁ ତୁମକୁ ବହୁତ ଭଲ ପାଇବା ଉପରେ ରହି ବହୁତ ମିସ୍ କରିବି । କିଛି ଦେଶ ପାଇଁ କରିବାର ଇଚ୍ଛା ଇଚ୍ଛା ରେ ହିଁ ରହି ଗଲା । ଏବଂ ବର୍ତମାନ ସମୟ ର ଯୁବ ପୀଢି ଙ୍କୁ ଏତିକି କହିବି କି ସରକାର ଙ୍କ ସହିତ ଲାଗିବା ପୂର୍ବ ରୁ ନିଜକୁ ଷ୍ଟ୍ରଙ୍ଗ କରି ଗଢି ତୋଳନ୍ତୁ । ଏବଂ ଓଡ଼ିଶା ରେ ମଦ ବନ୍ଦ ହୋଇ ଗେଲେ ମୋର ଆତ୍ମା କୁ ଶାନ୍ତି ମିଳନ୍ତା । ଏମିତି କହି ଲେଖି ଥିଲେ ସେ । ହେଲେ ଏବେ ଯାଏ ବି ଏ ଆତ୍ମ ହତ୍ୟା ନା ହତ୍ୟା ସସ୍ପନ୍ସ ଜାରି ରହିଛି

adityaaa

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *