ଏହି ଜୁନ୍ 25 ରୁ ଶୁକ୍ର ଗ୍ରହ ନିଜ ରାଶି ବୃଷ ରାଶି ରେ ମାର୍ଗୀ ହୋଇ ସାରିଛନ୍ତି । ତେବେ ଏହି ରାଶି ଉପରେ ମାର୍ଚ୍ଚ 28 ରେ ଚନଳ କରି ଥିଲେ । ଏବଂ ଏହା କେତେ ବେଳେ ବକ୍ର ଏବଂ କେତେ ବେଳେ ସିଧା ଚାଲି ଥାନ୍ତି ତେବେ ଏବେ ଯାଏ ସେ ବକ୍ର ଚାଲି ଥିବା ବେଳେ ସେ ନିଜ ରାଶି ରେ ସବୁ ବେଳେ ସିଧା ଚାଲନ୍ତି ଏବଂ ଏହା ବହୁତ ଶୁଭ ହୋଇ ଥାଏ । ଏବଂ ଶୁକ୍ର ଙ୍କର ଏହି ପରି ସ୍ଥିତି ଅଗଷ୍ଟ 1 ତାରିଖ ଯାଏ ରହିବ ତେବେ ଆମେ ଆପଣ ମାନଙ୍କୁ କହିବୁ ଏହି ଦିନ ରେ 6 ଟି ରାଶି ମାନଙ୍କ ଉପରେ ଶ୍ରୀକୃଷ୍ଣ ଙ୍କ ଶୁଭ ଫଳ ସହିତ ତାଙ୍କର କୃପା ଏହି ରାଶି ମାନଙ୍କ ଉପରେ ପଡିବା ପାଇଁ ଯାଉଛି । ତେବେ ଆମେ ଆପଣ ମାନଙ୍କୁ ସେହି ରାଶି ମାନଙ୍କ କହିବୁ ଆସନ୍ତୁ ଜାଣିବା ପ୍ରଥମେ ରହିଛି ମିଥୁନ ରାଶିି ଏମାନଙ୍କ ଉପରେ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ କୃଷ୍ଣ ଙ୍କ ଆଶିଷ ରହିଛି ଏବଂ ଏମାନେ ଏହି ଦିନ ରେ ସାମାଜିକ ସ୍ଥର ରେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୋୟଗ କରି କାର୍ଯ୍ୟ ହାସଲ କରିବେ ।
ଦୁଇ ନମ୍ବର ରେ ହେଲା ବୃଷ ରାଶି । ଏହି ରାଶିିର ବ୍ୟକ୍ତି ଙ୍କର ଉପରେ ଭଗବାନ ଶ୍ରୀ କୃଷ୍ଣ ଙ୍କର କୃପାଦୃଷ୍ଟି ସବୁ ବେଳେ ରହିବା ପାଇଁ ଯାଉଛି । ଏମାନେ ଅଧିକାରୀ ଙ୍କ ଠାରୁ ସହଯୋଗ ପାଇଁ କାର୍ଯ୍ୟ ପୂୂରଣ କରିବେ । ଦକ୍ଷ ଏବଂ କ୍ଷେମତା ପାଇଁ ଏମାନେ ଯଥା ପ୍ରାପ୍ତି ସମ୍ଭାଦ ସୁଣିବେ । ଏମାନଙ୍କ ସବୁ ସମସ୍ୟା ଦୂର ହେବ । ଏହା ପରେ ରହିଛି ସିହଂ ରାଶି । ଏହି ଦିନ ରେ ସିହଂ ରାଶି ର ଲୋକ ମାନଙ୍କ ଉପରେ କୃଷ୍ଣ ଙ୍କର କୃପା ରହି ଥିବାରୁ ଏମାନଙ୍କର ରାଜନୀତି କ୍ଷେତ୍ର ରେ ବହୁତ ସଫଳତା ମିଳିବ । ଏବଂ ବ୍ୟବସାୟ ରେ ବକେୟା ଅର୍ଥ ଆଦାୟ ହେବ । ଜାହା ଫଳ ରେ ଆପଣ ମାନେ ବ୍ୟବସାୟ ରେ ଆଶାଧିତ ଲାଭ ବାନ ହେବେ ।
ଏବଂ ସେଷ ରେ ରହିଛି ତୁଳା ରାଶି । ଏହି ରାଶି ର ଲୋକ ମାନଙ୍କ ଉପରେ ଶ୍ରୀ କୃଷ୍ଣ ଙ୍କ କୃପା ରହି ଥିବା ବେଳେ ଏମାନଙ୍କ ପୂରା ଧ୍ୟନ ନିଜର କର୍ମ ଉପରେ ହିଁ ରହିବ । ଏମାନେ ଏହି ଦିନ ରେ ପୁରୁଣା ରୋଗ ରୁ ଉପଶୋମ ପାଇବେ । ଅନେକ ଶୁଭ କାମ ରେ ସୁଯୋଗ ପାଇବା ସହିତ ଏମାନଙ୍କର ସାମାଜିକ କ୍ଷେତ୍ର ରେ କ୍ଷ୍ୟାତି ବଢିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।