ଟିକଟକ ଭଳିଆ ଏହିଁ 5ଟି ଆପ୍ ବ୍ୟବହାର କରନ୍ତୁ ଆଉ ବହୁତ ପଇସା କମାନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଟିକଟକ୍ ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ଏବଂ ଆପଣ ମନଙ୍କ ମଧ୍ୟ ରୁ ଏହାକୁ ବହୁତ ଲୋକ ମାନେ ବ୍ୟବହାର ବି କରୁ ଥିବେ । ତେବେ ଏହି ଟିକଟକ୍ ଏବେ ବ୍ୟନ୍ ହେବା ପରେ ଆପଣ ମାନଙ୍କ ମନ ରେ ଏବେ ପ୍ରଶ୍ନ ଆସୁ ଥିବ କି ଏମିତି ବି ଟିକଟକ୍ ଭଳି ବହୁତ ସାରା ଆପ୍ଲିକେସନ ରହିଥିବ ଏବଂ ଆମେ କେଉଁ ଠାରେ ବ୍ୟବହାର କରିବା ଯେମିତି ଟିକଟକ୍ ଭଳି ବହୁତ ସାରା ଲୋକ ମାନେ ବ୍ୟବହାର କରୁ ଥିବେ । ତେଣୁ ବନ୍ଧୁଗଣ ଆମେ ସେହିଥି ପାଇଁ ନେଇ ଆସିଛୁ ପାଞ୍ଚଟି ଟପ୍ ଆପ୍ କୁ ଯେଉଁ ଥିରେ ଆପଣ ମାନେ ଏହି ପାଞ୍ଚଟି ଆପ୍ ମଧ୍ୟ ରୁ ହିଁ ଟିକଟକ୍ ପରି ହିଁ ଆକ୍ସିପିରିଏନ୍ସ ପାଇ ପାରିବେ । ଏବଂ ଟିକଟକ୍ ଭଳି ବି ମଜା ନେଇ ପାରିବେ । ତେବେ ଏଠାରେ ପ୍ରଥମ ଆପ୍ ଟି ରହିଛି BOLO India Tiktok VIDEO ଆପ୍ ରହିଛି ଜାହା ଜରିଆରେ ଆପଣ ମାନେ ପଇସା ମଧ୍ୟ ଆୟ କରି ପାରିବେ ।

ତେବେ ଆପଣ ମାନେ ଚାହିଁଲେ ଏହି ଆପ୍ କୁ ଡାଉନଲୋର୍ଡ କରି ପାରିବେ ଏହା ଭାରତୀୟ ଆପ୍ ଅଟେ ଜାହା ଆପଣ ମାନଙ୍କୁ ମଜା ଦେବ । ଏବଂ ଏହି କମ୍ପାନୀ ଜୋସ୍ ନାମକ ଆଉ ଗୋଟିଏ ଆପ୍ ମଧ୍ୟ ଲଞ୍ଚ କରିଛି ଜାହା ସଂମ୍ପର୍ଣ୍ଣ ଭାବେ ଟିକଟକ୍ ଭଳି ଫିଚର୍ ସହିତ ବହୁତ ପରିମାଣ ରେ ଏଣ୍ଟରଟେନ୍ ମ୍ୟଣ୍ଟ ଦେଉଛି ଏବଂ ନିଶ୍ଚିତ ଭାବେ ଏହା ଆପଣ ମାନଙ୍କୁ ପସନ୍ଦ ଆସିବ । ଏବଂ ଆଉ ଜାହା ଆପ୍ ରହିଛି MOJ ଜାହା ମାତ୍ରା 5 ଦିନ ହେଲା ମାର୍କେଟ୍ କୁ ଆସିଛି ଏବଂ ଲୋକ ମାନେ ଏହାକୁ ବହୁତ ଭଲ ଭାବେ ବ୍ୟବହାର କରିବା ସସହିତ ପସନ୍ଧ ବି ମଧ୍ୟ କରୁଛନ୍ତି ।

ସେହି ପରି ବର୍ତମାନ ସମୟ ରେ ଚିଙ୍ଗାରୀ ଆପ୍ ବି ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଆପଣ ମାନେ ଚାହିଁଲେ ଏହାକୁ ବି ଡାଉନଲୋର୍ଡ କରି ପାରିବେ ହେଲେ ଏହା ସେତେ ଖାସ୍ ଲାଗୁ ନାହିଁ ତେବେ ଆପଣ ମାନେ ପୂର୍ବ ଆପ୍ ବି ଚାହିଁଲେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *