Tiktok ଵ୍ୟାନ୍ ପରେ ଚହଳ ପକାଇଛି ‘ Chingari ଦେଖନ୍ତୁ କେମିତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଟିକଟକ୍ ବ୍ୟୟନ୍ ପରେ ପରେ ଏବେ ଚହଳ ପକେଇଛି ଚିଙ୍ଗାରୀ ଏବଂ ଜାହାକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ପୁଅ । ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଚୀନ ର 59 ଟି ଆପ୍ଲିକେସନ କୁ ବ୍ୟନ୍ କରିଛନ୍ତି ଭାରତ ସରକାର । ଏହି ଥିରେ ସବୁ ଠାରୁ ଅଧିକ ଲୋକ ପ୍ରୟତା ହାସଲ କରି ଥିବା ଟିକଟକ୍ ମଧ୍ୟ ରହିଛି । ଭାରତ ର କୋଟି କୋଟି ଲୋକ ମାନେ ଏହି ଟିକ ଟକ୍ କୁ ବ୍ୟବହାର କକରୁ ଥିଲେ । ଏବେ ଟିକଟକ୍ ବ୍ୟନ୍ ହୋଇ ଯିବା ପରେ ଭାରତୀୟ ଏଣ୍ଟରଟେନ୍ ଦୁନିଆଁ ରେ ଚହଳ ପକେଇଛି ଟିକଟକ୍ ର ବିକଳ୍ପ ଆପ୍ ଚିଙ୍ଗାରୀ । ବର୍ତମାନ ସମୟ ରେ ଏହି ଆପ୍ କୁ ବହୁତ ଲୋକ ମାନେ ଡାଉନ ଲୋର୍ଡ କରୁଛନ୍ତି । ତେବେ ବର୍ତମାନ ସମୟ ରେ ସ୍ଥିତି ଏମିତି ରହିଛି କି କମ୍ପାନୀ ସର୍ଭିସ୍ ଯୋଗେଇବା ପାଇଁ କଷ୍ଟ କର ହୋଇ ପଡିଛି ।

କେବଳ 10 ଦିନ ମଧ୍ୟ ରେ ଏହାକୁ 25 ଲକ୍ଷ ରୁ ଅଧିକ ଲୋକ ମାନେ ଡାଉନଲୋର୍ଡ କରି ସାରିଛନ୍ତି ଏବଂ ଯେଉଁ ଠାରେ ଏହାକୁ ଦିନେ 20 ହଜାର ରେ ରହିବା ପାଇଁ ପଡି ଥିଲା । ସବୁଠୁ ଖୁସୀ ର ଖବର ହେଲା କି ଏହାକୁ ତିଆରି କରି ଥିବା ତିନୋଟି ଆଇଟି ପ୍ରଫେସର ଙ୍କ ମଧ୍ୟ ରୁ ଜଣେ ଓଡ଼ିଆ ଯୁବକ ରହିଛନ୍ତି । ଓଡ଼ିଶା ର କଟକ ଜିଲ୍ଲା ର ଅଡସର ପୁର ବାସୀ ବିଶାଳ ନାୟକ , ଏବଂ କର୍ଣ୍ଣାଟକ ର ସିନ୍ଧାନ୍ତ ଗୈତମ୍ , ଏବଂ ଛତିସ୍ ଗଡ ର ସୁମିତ୍ ଘୋଷ ଏହାକୁ ଡେଭ୍ଲୋପ୍ କରିଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଚିଙ୍ଗାରୀ ଆପ୍ ର ଲୋକ ପ୍ରିୟତା ।

ବର୍ତମାନ ସମୟ ରେ ବହୁତ ପରିମାଣ ରେ ବଢିବା ବେଳେ ବର୍ତମାନ ସମୟ ରେ ଏହାକୁ ଲକ୍ଷ ଲକ୍ଷ ଲୋକ ମାନେ ଡାଉନଲୋର୍ଡ ମଧ୍ୟ କରୁଛନ୍ତି । ତେବେ ଆପଣ ମାନଙ୍କୁ ଏହା କେମିତି ଲାଗିଛି ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *