ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବି ଜାଣି ଥିବେ ଟିକଟକ(Tiktok)ଏକ ମନରଂଞନ ର ଏପ୍ଲିକେସନ ଅଟେ ଜାହା ଆମ ଭାରତ ରୁ ଦ୍ୱତୀୟ ଥର ପାଇଁ ବ୍ୟନ୍ ହୋଇ ସାରିଛି । ତେବେ ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ଏହି ଟିକଟକ ଆମ ଭାରତ ରୁ ଗୋଟିଏ ବର୍ଷ ରେ ଏବଂ ଗୋଟିଏ ମାସ ରେ କେତେ କୋଟି ଟଙ୍କା ଚାଇନା କୁ ନେଉ ଥିଲା ଏହି ଟିକଟକ ମାଧ୍ୟମ ରେ । ଏବଂ ବର୍ତମାନ ସମୟ ରେ ଏହି ଟିକଟକ ବ୍ୟନ୍ ହେବା ପରେ ପରେ ଚାଇନା ର କେତେ କୋଟି ଟଙ୍କା ଲସ୍ ହେବ । ବନ୍ଧୁଗଣ ସାରା ପୃଥିବୀ ରେ ବର୍ତମାନ ସମୟ ରେ ଟିକଟକ 150 କୋଟି ଥର ଡାଉନଲୋର୍ଡ ହୋଇ ସାରିଛି । ଏବଂ ପ୍ରତି ଦିନ ପ୍ରାୟ 50 କୋଟି ଲୋକ ମାନେ ଟିକଟକ ଖୋଲି ଥାନ୍ତି ।
ଏବଂ ସେହି ମଧ୍ୟ ରୁ 15 କୋଟି ଲୋକ ମାନେ କେବଳ ଇଣ୍ଡିଆନ ହୋଇ ଥାନ୍ତି । ତେବେ ଆପଣ ମାନଙ୍କ ମନ ରେ ଏହି ପ୍ରଶ୍ନ ନିହାତି ଆସୁ ଥିବ କି ଏହି ଟିକଟକ ଆମ ଭାରତ ରୁ ପଇସା କେମିତି ଲାଭ କରୁ ଥିଲା । ତେବେ ଆପଣ ମାନେ ଜାଣି ଥିବେ ଟିକଟକ କୟେନ୍ ଗୁଡିକ ବିକ୍ରି କରି ଥାଏ ଏବଂ ନିଜର ଫେବରେଟ୍ ଷ୍ଟାର ମାନେ ଲାଇବ୍ ଆସିଲେ ସେମାନଙ୍କୁ ଗିଫ୍ଟ ଦେଇ ଥାନ୍ତି ସେହି ଥିରୁ ଟିକଟକ ନିଜର ପର୍ସଣ୍ଟେଜ୍ କାଟି ଥାଏ । ସେହି ପରି ଭାବେ ସେ ନିଜର ଅପ୍ଲିକେସନ୍ କୁ ସବୁ ବେଳେ ସେହି ଠାରେ ପ୍ରୋମସନ୍ କରି ଥାଏ ଯେଉଁ ଥିରେ ସେ କୋଟି କୋଟି ଟଙ୍କା ଆୟ କରି ଥାଏ ।ଏବଂ ଏହି ଟିକଟକ ଭାରତ ରୁ ପ୍ରତି ତିନି ମାସ ରେ 100 କୋଟି ରୁ ବି ଅଧିକ ଟଙ୍କା ପାଇ ଥାଏ ।
ଏବଂ ଗୋଟିଏ ବର୍ଷ ରେ ସେ 500 କକୋଟି ଟଙ୍କା ଆୟ କରି ଥାଏ ଟିକଟକ । ଏବଂ ସେ ସବୁଠୁ ବେଶୀ ଆମେରିକା ରୁ ଆୟ କରି ଥାଏ । ସେ ଆମେରିକା ରୁ ଗୋଟିଏ ବର୍ଷ ରେ ଏକ ଲକ୍ଷ 21 ହଜାର କୋଟି ଟଙ୍କା ଆୟ କରି ଥାଏ । ଏତେ ଟଙ୍କା ଆୟ କରିବାର କାରଣ ହେଲା ଭାରତ ରେ ଆଡ କ୍ଲିକ୍ ର ଟଙ୍କା ପ୍ରାୟ 1 ଟଙ୍କା ଦୁଇ ଟଙ୍କା ମିଳୁ ଥିବା ବେଳେ ଆମେରିକା ରେ ତାହା 120 ଟଙ୍କା ଉପର କୁ ମିଳି ଥାଏ । ତେବେ ଆପଣ ମାନେ ବନ୍ଧୁଗଣ ନନିଶ୍ଚିତ ଭାବେ ଜାଣି ପାରି ଥିବେ ଟିକଟକ କେମିତି କଣ ଆୟ କରି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।