ନାରୀର ଏହି ଦୁର୍ବଳତା ଯାହା ପୁରୁଷ କୁ ଜଣା ନଥାଏ ଜଲଦୀ ଦଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆଜିର ଟପିକ୍ ହେଲା ନାରୀ ଙ୍କ ଦୁର୍ବଳତା ଜାହା ପୁରୁଷ ଙ୍କୁ କେବେ ବି ଜଣା ନ ଥାଏ । ସବୁ ସମୟ ରେ ଗୋଟିଏ ନାରୀ ର ମନ ରେ କଣ ଚାଲିଛି ସେମାନଙ୍କ ମନ କୁ କେବେ ବି ବୁଝି ହୋଇ ନ ଥାଏ । ଏମାନଙ୍କୁ ଚିହ୍ନି ବହୁତ କଷ୍ଟ କର କାମ ହୋଇ ଥଆଏ । ତେଣୁ ଏମାନଙ୍କ ଦୁର୍ବଳତା ବିଷୟ ରେ କେବେ ଗୋଟିଏ ପୁରୁଷ ବୁଝି ପାରି ନ ଥାଏ । ତେବେ ଏମାନଙ୍କ ବି କିଛି ଦୁର୍ବଳତା ବି ରହି ଥାଏ ଏବଂ ଏମାନଙ୍କର ଏହି ଦୁର୍ବଳତା ର ଫାଇଦା କୁ ନେଇ ବହୁତ ଲୋକ ମାନେ ବହୁତ କିଛି ଫାଇଦା ଉଠେଇ ନେଇ ଥାନ୍ତି । ସେମିତି ରେ ଗୋଟିଏ ନାରୀ ର ପ୍ରଥମ ଦୁର୍ବଳତା ହେଲା ତାର ସ୍ୱାମୀ । ପୁରୁଷ ନାରୀ ର ଆଶା କୁ କେବେ ବି ବୁଝି ପାରି ନ ଥାଏ । ନାରୀ ସବୁ ବେଳେ ଚାହେଁ କି ତାର ସ୍ୱାମୀ ସବୁ ବେଳେ ତା ଚାରି ପାଖରେ 24 ଘଣ୍ଟା ରହି ଥାଉ । ଏମିତି ରେ ସେମାନଙ୍କର ଏମିତି ବି ଗୁଣ ରହି ଥାଏ ।

କି ଯଦି ସ୍ୱାମୀ ରାଗି ଜାଇ ଥାନ୍ତି ଏବଂ ବ୍ୟସ୍ତତା ଯୋଗୁଁ ସେମାନେ ସ୍ତ୍ରୀ କୁ ସମୟ ଦେଇ ପାରନ୍ତି ନାହିଁ ତେବେ ସେମିତି ବେଳେ ପୁରୁଷ ଉପରେ ନାରୀ ସବୂୁ ବେଳେ ସେଣ୍ଟର ପୋଜିସନ ପାଇବା ପାଇଁ ଚେଷ୍ଟା କରି ଥାଏ । ସେହି ପରି ଦୁଇ ନମ୍ବର ଦୁର୍ବଳତା ହେଲା ସନ୍ତାନ । ଏହି ସନ୍ତାନ ନିମନ୍ତେ ନାରୀ ର ମାତୃ ପ୍ରେମ ପ୍ରବଳ ହୋଇ ଉଠେ । ସ୍ୱାମୀ ଙ୍କ ଇଚ୍ଛା ବା ଅନିଚ୍ଛା ରେ ସେ ସନ୍ତାନ ପ୍ରାପ୍ତି ପାଇଁ ଆଗ୍ରହ ହୋଇ ଥାଏ । ନାରୀ ଯେତେ ବି କ୍ରୋଦ୍ଧି ହେଉ ନା କାହିଁକି ସନ୍ତାହ ପାଇବା ପରେ ସେ ଅଧିକ ଆଗ୍ରହୀ ଏବଂ ସ୍ନେହୀ ହୋଇ ଥାଏ । ତୃତୀୟ ଦୁର୍ବଳତା ହେଲା ନାରୀ ର ସ୍ୱାଧୀନତା । ନାରୀ କେବେ ବି କାହାର ଅଧିନ ରେ ରହିବା ପାଇଁ ଇଚ୍ଛା କରେ ନାହିଁ। ଏବଂ ସବୁ ସମୟରେ ସେ ଖୋଲା ଆକାଶ ରେ ଉଡିବା ପାଇଁ ଚେଷ୍ଟା କରି ଥାଏ ।

ଏବଂ ସେଷ ଦୁର୍ବଳତା ନାରୀ ମାନଙ୍କର ହେଲା ଅର୍ଥ ଏହି କଥା ସତ କି ସଂଶାର ରଚିବା ପାଇଁ ଅର୍ଥ ବଳ ର ଆବଶ୍ୟକତା ରହି ଥାଏ । ଆଜିର ସମୟ ରେ ବିନା ଅର୍ଥ ରେ କୈଣସି ବି ସ୍ୱପ୍ନ ପୂରଣଁ ହୋଇ ନ ଥାଏ । ନାରୀ ସବୁ ବେଳେ ପ୍ରତ୍ୟେକ କୋଣ ପ୍ରତି ସେଚେତନ ରହି ଥାଏ ତେଣୁ ସେମାନେ ସବୁ ସମୟ ରେ ପଇସା ପତ୍ର ଖର୍ଚ୍ଚ ଏବଂ ସଞ୍ଚୟ ଉଉପ ରେ ଧ୍ୟନ ଦେଇ ଥାନ୍ତି ଏହା ସେମାନଙ୍କ ବହୁତ ବଡ ଦୁର୍ବଳତା ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *