କଟାଘା ଶୁଖେଇବାର ଏହି ଉପଚାର ବିଷୟରେ ବୋଧହୁଏ ଆପଣ କେବେ ଶୁଣିନଥିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚର୍ମ ପୂର୍ଷ୍ଠ ର କ୍ଷେୟ କୁ କଟକ୍ ବୋଲି କୁହା ଯାଏ । ମାନେ କଟି ଯିବା ଏବଂ ଛେଲି ଯିବା ଉଭୟ ଚର୍ମ ପୂର୍ଷ୍ଠ କୁ କ୍ଷେତି କରିବା ସହିତ ସମାନ ହୋଇ ଥାଏ । କିନ୍ତୁ ଏହି କାଟିବା ଦ୍ୱାରା ଚର୍ମ ବା ମାଂସ ପେଶୀ ର ଭିତର ଅଂଶ ନଷ୍ଟ ହୋଇ ପାରେ । କିନ୍ତୁ ଛେଲି ଗଲେ ଏହି ମାଂସ ପେଶୀ ର ଭିତର ପୂର୍ଷ୍ଠ ନଷ୍ଟ ହୋଇ ନ ଥାଏ । ସେମିତତି ରେ ଆପଣ ମାନଙ୍କୁ ଏହି ଆଘାତ ଜିବନ ଶୈଳି ରେ କୈଣସି ବି କାମ କରୁ ଥିବା ବେଳେ ଆପଣ ମାନଙ୍କୁ ଲାଗି ପାରେ । ଆମେ ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଘୋରଇ ଉପଚାର ବନେଇ ଦେଖେବୁ ଜାହା ଆପଣ ମାନଙ୍କ କଟା ଘା ବହୁତ ଜଲ୍ଦି ଭଲ ଲକରି ଦେଇ ପାରେ । ବନ୍ଧୁଗଣ କୈଣସି ଖାଦ୍ୟ ଗ୍ରହଣ ପରେ ମୂଖ ଦୁର୍ଗନ୍ଧ ପାଇଁ ବ୍ୟବହୃତ ପାନ କେବଳ ସ୍ୱାଦ ର ଭଣ୍ଡାର ନୁହେଁ ।

ବରଂ ଏହା ଆପଣ ମାନଙ୍କ ଅନେକ ସମସ୍ୟା ର ସମାଧାନ କରି ପାରେ । ପାନ ପତ୍ର ଆପଣ ମାନଙ୍କ ଏଣ୍ଟି ସେପ୍ଟିକ୍ ର କାମ କରି ଥାଏ । ତେବେ ଏହି ଉପାୟ ପାଇଁ ଗୋଟିଏ ପାନ ପତ୍ର ସହିତ ଆପଣ ମାନଙ୍କୁ ସୁଧ ଦେଶୀ ଗାଈ ଘିଅ ଗୋଟିଏ ଚାମଚ । ତେବେ ଏବେ ଆସନ୍ତୁ ଜାଣିବା ଏହାକୁ ଆମେ ପ୍ରସ୍ତୁତ କେମିତି କରିବା ବନ୍ଧୁଗଣ ପ୍ରଥମେ ଆପଣ ମାନେ ଏକ ପାନ ପତ୍ନ ରେ ଏହି ଏକ ଚାମଚ ଘିଅ କୁ ଲଗାନ୍ତୁ । ଏବଂ ଏହା ପରେ ଆପଣ ମାନେ ଲୁହା ତାୱା କୁ ଲୋ ପ୍ଲେମ୍ ରେ ରଖି ଏହି ପାନ ପତ୍ର କୁ ଆପଣ ମାନେ ଅଲ୍ପ ସେକି ନିଅନ୍ତୁ ।

ଏବଂ 1 ରୁ 2 ମନିଟ୍ ସେକିବା ପରେ ଆପଣ ମାନେ କଟି ଜାଇ ଥିବା ସ୍ଥାନ ରେ ଏହାକୁ ବାନ୍ଧି ନିଅନ୍ତୁ । ଏହାକୁ ଆପଣ ମାନେ ରାତି ରେ ଶୋଇବା ସମୟ ରେ ବାନ୍ଧି ନିଅନ୍ତୁ । ଏବଂ ସକାଳୁ ହେଲେ ଏହାକୁ ଆପଣ ମାନେ ଖୋଲି ନିଅନ୍ତୁ ଏବେ ଆପଣ ମାନେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କ କଟା ଏବଂ ଛେଲିଆ ଉପରେ ଏହା ବହୁତ ଭଲ ଭାବେ କାମ କରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *