ହୃଦୟ ଚୋରି କରିବାରେ ମାହିର୍ ହୋଇଥାନ୍ତି ଏହି ମହିଳା ମାନେ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମନ ଚୋରୀ କରିବାରେ ମାହୀର ହୋଇ ଥାନ୍ତି ନାମର ଝିଅ ମାନେ ଏବଂ ସବୁ ଝିଅ ମାନଙ୍କ ଠାରୁ ଏହି ନାମର ଝିଅ ମାନେ ବହୁତ ଖାସ୍ ହୋଇ ଥାନ୍ତି । ଏମାନେ ସବୁ ସମୟ ରେ ହୃଦୟ ଚୋରୀ କରିବାରେ ସଂମ୍ପର୍ଣ୍ଣ ମାହୀର ହୋଇ ଥାନ୍ତି । ତୋବେ ବନ୍ଧୁଗଣ କଣ ସେହି ତିନୋଟି ନାମ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଭାବେ । ବନ୍ଧୁଗଣ ପ୍ରତି ଝିଅ ମାନେ ବୁଝିବା ସୁଝିବା ନ ହେଲେ ବି ସେମାନେ ପୁଅ ମାନଙ୍କ ହୃଦୟ ଚୋରୀ କରି ଥାନ୍ତି । ତେବେ ଆସନ୍ତୁ ଜାଣି ନେବା ସେହି ମାନଙ୍କ ବିଷୟ ରେ ପ୍ରଥମେ ହେଲା P ନାମର ଝିଅ । ଯେଉଁ ଝିଅ ମାନଙ୍କ ନାମ P ରୁ ଆରମ୍ଭ ହୋଇ ଥାଏ । ସେମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି । ଏମାନଙ୍କ ଆଖି ବହୁତ ସୁନ୍ଦର ହୋଇ ଥାଏ । ଏମାନଙ୍କ ଚାହାଣୀ ଏମିତି ହୋଇ ଥାଏ କି ଯେକୈଣସି ପୁରୁଷଷ କୁ ଏମାନଙ୍କ ଆଡକୁ ଟାଣି ଆଣି ପାରିବ ।girls

ଦୁଇ ରେ ହେଲା S ନାମକ ଝିଅ ଯେଉଁ ଝିଅ ମନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ।ଏମାନେ ବହୁତ ବୁଝିବା ସୁଝିବା ର ହୋଇ ଥାନ୍ତି । ଏମାନଙ୍କ ପାଖରେ ସହିବା ଶକ୍ତି ପ୍ରଚୁର ରହି ଥାଏ । ଏବଂ ଏମାନଙ୍କ କଥା ରେ ବହୁତ ମଧୁରତା ରହି ଥାଏ । ଏମାନେ କଥା କମ୍ କହି କାମ ଉପରେ ସବୁ ବେଳେ ଫୋକସ୍ କରନ୍ତି । ସେହି ପରି K ନାମର ଝିଅ ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାାନ୍ତି । ଏବଂ ଏମାନେ ବହୁତ ଚୁଲବୁଲୀ ହୋଇ ଥାନ୍ତି । ଏମାନଙ୍କ ପାଖରେ ଦୁଷ୍ଟାମୀ ବହୁତ ରହି ଥାଏ । ଏମାନଙ୍କର ସେହି ଦୁଷ୍ଟାମୀ ଦେଖି ପ୍ରତ୍ୟେକ ପୁରୁଷ ମାନେ ଏମାନଙ୍କ ପ୍ରତି ଆକର୍ଶିତ ହୋଇ ଥାନ୍ତି ।girl

ଏବଂ ଏମାନଙ୍କୁ ପାଇବା ପାଇଁ ସେମାନେ ପୂରା ପାଗଳ ପରି ହୋଇ ଥାନ୍ତି । ଏହି ନାମର ଝିଅ ମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ ବହୁତ ଭଲ ଲାଗି ଥାଏ । ସବୁ ବେଳେ ଏମାନେ ନିଜ ସ୍ୱପ୍ନ ରେ ଡୁବି ରହି ଥାନ୍ତି । ଏହା ଛଡା ଏମାନେ ପୁଅ ମାନଙ୍କ ହୃଦୟ ଜିଣିବାରେ ସଂମ୍ପର୍ଣ୍ଣ ମାହୀର ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *