ଏହି ଗଛ ଘରେ ଲଗାଇ ଦେଲେ , ମଶା ଆପଣଙ୍କ ଘର ଠାରୁ ରହିବ 100 ମିଟର ଦୁରରେ

tree4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ମାନେ ମଶା ମାରିବା ପାଇଁ ବହୁତ ସମୟ ରେ ରାସାୟନିକ , ଏବଂ କୀଟନାଶକ ର ହିଁ ବ୍ୟବହାର କରି ଥାନ୍ତି । ହେଲେ ଏହା ସ୍ୱାସ୍ଥ୍ୟ ଏବଂ ପରି ବେଶ ପାଇଁ ହାନୀ କାରକ ହୋଇ ଥାଏ । ଯଦି ଆପଣ ମାନେ ପ୍ରାକୃତିକ ଭାବେ ମଶା କୁ ଦୂରେଇ ଦେବାକୁ ଚାହାଁନ୍ତି ତେବେ ଆପଣ ମାନେ ନିଜର ବଗିଚା ରେ ମଶା ଘୋଡେଇବା ଗଛ ଲଗାନ୍ତୁ । ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗଛ ବିଷୟ ରେ କହିବା ଜାହାର ବ୍ୟବହାର କ୍ରମେ ଆପଣ ମାନେ ନିଜ ଘରୁ ମଶା କୁ ବହୁତ ସହଜ ରେ ବାହାର କରି ପାରିବେ ।

tree2

ପ୍ରଥମେ ରହିଛି ରୋଜ ମେରୀ ଗଛ ଏହା ଚାରି ରୁ ପାଞ୍ଚ ଫୁଟ ଉଚ୍ଚ ହୋଇ ଥାଏ । ଏହାର ଫୁଲ ଶୀତ ଦିନେ ଫୁଟେ ହେଲେ ଏହି ଗଛ ଗରମ ଦିନେ ହିଁ ହୋଇ ଥାଏ । ତେବେ ଆପଣ ମାନେ ଏହାକୁ ଗୋଟିଏ କୁଣ୍ଡ ରେ ରଖି କେବଳ ନିଜର ଘର ମଧ୍ୟରେ ରଖନ୍ତୁ ତେବେ ମଶା ପଳେଇ ଯିବେ । ଦୁଇ ରେ ହେଲା ସିପ୍ରୁନାଲ ଘାସ । ଏବଂ ଦୁଇ ମିଟର ହୋଇ ଥାଏ ଏବଂ ଏହା ଆପଣ ମାନଙ୍କୁ ଅତି ସାଧାରଣ ଭାବେ ନିଜର ବଗିଚା ରେ ମିଳି ଯିବ ଏହାକୁ ମହମ ଏବଂ ଇତ୍ର ପ୍ରସ୍ତୁତ ରେ ବ୍ୟବହାର ହୋଇ ଥାଏ ଏହି ଘାସ କୁ ଆପଣ ମାନେ ନିଜର ବାଡିି ଘରେ ଚିଞ୍ଚି ଦିଅନ୍ତୁ ତେବେ ଏହା ଡେଙ୍ଗୁ ଭଳି ମାରାତ୍ମକ ରୋଗ ଠାରୁ ମୁକ୍ତି ମିଳି ଥାଏ ।

ତିନି ରେ ରହିଛି ଗେଣ୍ଡ ଫୁଲ ବା ମଣ୍ଡା ଫୁଲ । ଏହି ଫୁଲ ରେ ରହି ଥିବା ଗନ୍ଧ ଏକ ପ୍ରକାରର ମଶା କୁ ପସନ୍ଦ ଆସେ ନାହିଁ । ଏହା 6 ଇଞ୍ଚ ରୁ 3 ଫୁଟ ଯାଏ ବଢି ଥାନ୍ତି । ଏହା ସାଧାରଣ ଭାବେ ମଶା ଘୋଡେଇବା ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । ଏହା ଅନ୍ୟ କୀଟ ପତଙ୍ଗ କୁ ବି ଆପଣ ଙ୍କ ପାଖକୁ ଆସିବା ପାଇଁ ଦେବ ନାହିଁ ।

tree3

ଚାରି ରେ ହେଲା କେଟ୍ ନୀଟ୍ ଏହା ଗୋଟିଏ ଏମିତି ଔଷଧୀୟ ବୃକ୍ଷ ଜାହା ପୁଦିନା ଭଳି ଦେଖିବା ପାଇଁ ହୋଇ ଥାଏ । ବହୁତ ପୁରାତନ କାଳ ରୁ ଏହାକୁ ମଶା ରିପ୍ଲେଣ୍ଟ ରେ ବ୍ୟବହାର କରା ଯାଉ ଅଛି । ଏହା ଗୋଟିଏ 12 ମାସିୟ ଉଦ୍ଭିଦ ଅଟେ ଜାହା ସୂର୍ଯ୍ୟ କିରଣ ଏବଂ ଆଁଶୀକ ଛାୟୀ ରେ ବଢି ଥାଏ । ମଶା କୁ ଦୂର କରିବା ପାଇଁ ଆପଣ ମାନେ ଏହାକୁ ଘର ର ଛାତ ଉପର ବା ପଛ ପଟେ ବଢାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଘର କୁ କୈଣସି ବି ମଶା ଆସିବେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *