ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ପୁଅ ମାନେ କୈଣସି ନା କୈଣସି ଝିଅ ମାନଙ୍କୁ ପସନ୍ଦ କରି ଥାନ୍ତି । ହେଲେ ପୁଅ ମାନଙ୍କୁ ଏଠାରେ ଜଣା ନ ଥାଏ କି ସେହି ଝିଅ ତାଙ୍କୁ ପସନ୍ଦ କରୁଛି କି ନାହିଁ । କାରଣ ସବୁ ସମୟ ରେ ଝିଅ ମାନେ ନିଜର ପ୍ରେମ ର ପଦର୍ଶନ ଏତେ ଜଲ୍ଦି କରି ନ ଥାନ୍ତି । ଏହି ଅଭ୍ୟାସ ଗୋଟିଏ ପୁଅ ପାଇଁ ସମସ୍ୟା ର କାରଣ ହୋଇ ଥାଏ । ହେଲେ ଆପଣ ମାନଙ୍କୁ ଏହି କଥା ଜଣା ଥିବା ଆବଶ୍ୟକ ଅଟେ ଯଦି ଝିଅ କୈଣସି ପୁଅ କୁ ପସନ୍ଦ କରୁଛି ତେବେ ନିଶ୍ଚିତ ଭାବେ କିଛି ନା କିଛି ସଂଙ୍କେତ ଦେଇ ଥାନ୍ତି । ଜାହାକୁ ବୁଝିବା ପୁଅ ର କାମ ହୋଇ ଥାଏ ।
ତେବେ ସେହି ସବୁ ସଂଙ୍କେତ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ । ଯଦି ଆପଣ ମାନେ ଝିଅ ସହିତ କଥା ହେଉଛନ୍ତି ଏବଂ ମିଳାମିଶା କରୁଛନ୍ତି । ହେଲେ ଝିଅ ତରଫ ରୁ ଆପଣଙ୍କୁ କିଛି ବି ସଂଙ୍କେତ ମିଳୁ ନାହିଁ ଏମିତି ରେ ଆପଣ ଭାବନ୍ତି ଝିଅ ପକ୍ଷ୍ୟ ରୁ କିଥି ସଂଙ୍କେତ ମିଳୁ ବୋଲି । ତେବେ ଏଠାରେ ଯଦି ଝିଅ ଆପଣଙ୍କ ପାଖେ ବସି ବାରମ୍ବାର ସମୟ ଦେଖୁ ଥାନ୍ତି । କିନ୍ତୁ ଆପଣଙ୍କୁ ଛାଡି ଯିବାକୁ ପସନ୍ଦ କରୁ ନାହାଁନ୍ତି । ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ଯଦି ଝିଅ ଟାଇମ୍ ଦେଖି ଚାଲି ଜାଆନ୍ତି ତେବେ ସେମାନଙ୍କ ପାଇଁ କେବେ ବି ସମୟ ନଷ୍ଟ କରିବା କଥା ନୁହେଁ । କିନ୍ତୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଝିଅ ର କିଛି କାମ ଥାଇ ପାରେ ।
ଯଦି ଝିଅ ଆପଣଙ୍କୁ ଦେଖି ଲାଜ କରୁଛନ୍ତି ଏବଂ ଆପଣଙ୍କୁ ଦେଖି ନଜର ମିଶେଇ ପାରୁ ନାହାଁନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ଯଦି ଆପଣ ମାନେ ଝିଅ କୁ ପସନ୍ଦ କରନ୍ତି ଏବଂ ସବୁ ଦିନ ଆପଣ ଦୂର ରୁ ଦେଖନ୍ତି ଏମିତି ରେ ସେ ବି ଯଦି ଆପଣ ଙ୍କୁ ସବୁ ଦିନ ପଛରୁ ବୁଲି ଦେଖି ଥାନ୍ତି ତେବେ ଜାଣିବେ ତାଙ୍କ ମନ ରେ ଆପଣ ଙ୍କ ପାଇଁ କୈଣସି ନା କୈଣସି ଭାବନା ରହିଛି ।
ଯଦି ଝିଅ ଆପଣଙ୍କ ପାଖରେ ରହି କଥା ହେବାକୁ ବାହାନା କରିବା ଏବଂ ନର୍ଭସ୍ ହେଉ ଥିବା ଝିଅ ମାନେ ନିଶ୍ଚିତ ଭାବେ ଆପଣ ମାନଙ୍କ ପ୍ରେମ ରେ ପଡିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।