ଭାଗ୍ୟଶାଳୀ ନାରୀ ର ଶରୀରରେ ଥାଏ ଏହି ଚିହ୍ନ |

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଗ୍ୟଶାଳୀ ନାରୀ ମାନଙ୍କ ଶରୀର ରେ ରହି ଥାଏ ଏହି ସବୁ ଚିହ୍ନ ଆମ ହିନ୍ଧୁ ଧର୍ମ ରେ ମହିଳା ମାନଙ୍କୁ ଲକ୍ଷ୍ମୀ ବୋଲି ମନା ଜାଇ ଥାଏ । ଯେତେ ବେଳେ ଘରେ ଝିଅ ଜନ୍ମ ହୋଇ ଥାଏ ତେବେ କହନ୍ତି ଘରକୁ ଲକ୍ଷ୍ମୀ ଆସିଲେ ବୋଲି । ସେହି ପରି ଭାବେ ଯେତେ ବେଳେ ଝିଅ ଘର କୁ ବୋହୁ ହୋଇ ଆସି ଥାଏ ସେହି ସମୟ ରେ ବି ଘରକୁ ଲକ୍ଷ୍ମୀ ଆସିବାର କୁହା ଜାଇ ଥାଏ ।

ହେଲେ ସାମୁଦ୍ରିକ ଶାସ୍ତ୍ର ରେ ନୀରୀ ମାନଙ୍କ ବିଷୟ ରେ କିଛି ଅଲଗା ପ୍ରକାରର କୁହା ଜାଇଛି । କାରଣ ଗୋଟିଏ ନୂଆ ଜିବନ କୁ ଜନ୍ମ ଦେବାର ମୂଳ ଆଧାର ନାରୀ ହିଁ ହୋଇ ଥାଏ । ତେଣୁ ଆମେ ଆଜି ଆପଣ ମାନଙ୍କୁ ନାରୀ ମାନଙ୍କ ଶରୀର ରେ ରହି ଥିବା କିଛି ଏମିତି ଚିହ୍ନ ବିଷୟ ରେ କହିବୁ ଜାହା ଦ୍ୱରା ଆପଣ ମାନେ ଭାଗ୍ୟଶାଳୀ ନାରୀ ମାନଙ୍କୁ ଜାଣି ପାରିବେ । ପ୍ରଥମେ ରହିଛି ଚିକଣ ନଖ ଆପଣ ମାନେ ଜାଣି ଥିବେ ବହୁତ ସାରା ନାରୀ ମାନଙ୍କ ନଖ ଚିକଣ ଏବଂ ସୁନ୍ଦର ହୋଇ ଥାଏ । ଏମାନେ ସୁନ୍ଦର ସ୍ୱାସ୍ଥ ଏବଂ ଭଲ ଚରିତ୍ର ର ହୋଇ ଥାନ୍ତି । ଏହି ପରି ନାରୀ ମାନେ ନିଜର ପରିବାର ପାଇଁ ଭାଗ୍ୟଶାଳୀ ହୋଇ ଥାନ୍ତି ।

ଦୁଇ ନମ୍ବର ରେ ଯେଉଁ ନାରୀ ମାନଙ୍କ ବାମ ଗାଲ ରେ କଳାଜାଇ ରହି ଥାଏ । ଏମାନେ ଖାଦ୍ୟ ପ୍ରିୟ ହେବା ସହିତ ନିଜ ପରିବାର ବହୁତ ଧ୍ୟାନ ରଖନ୍ତି । ଏମାନେ ସବୁ ବେଳେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପାଇଁ ମାହୀର ହୋଇ ଥାନ୍ତି ଜାହା ଦ୍ୱାରା ପରିବାର ଲୋକ ମାନେ ଏମାନଙ୍କ ଉପରେ ଖୂୁସୀ ରହି ଥାନ୍ତି । ତିନି ରେ ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇ ଥାଏ ଏମାନେ ସବୁ ପରିସ୍ଥିତି ରକ ସାମ୍ନା କରି ଥାନ୍ତି । ଏମାନଙ୍କୁ ସବୁ ବେଳେ ଅଧିକ ଖର୍ଚ୍ଚ ପାଇଁ ପସନ୍ଦ ହୋଇ ଥାଏ । ହେଲେ ଏମାନେ ଖର୍ଚ୍ଚ କରି ଥିବା ପଇସା କେବେ ବି ବେକାର ଜାଇ ନ ଥାଏ । ସେହିଥି ପାଇଁ ଏମାନଙ୍କ ପାଖରେ ଲକ୍ଷ୍ମୀ ରହି ଥାନ୍ତି ।

miiiaa

ଏହା ପରେ ରହିଛି ଯେଉଁ ନାରୀ ମାନଙ୍କ ଆଙ୍ଗୁଳୀ ଲମ୍ବା ହୋଇ ଥାନ୍ତି ଏମାନେ ବହୁତ ବୁଦ୍ଧିମାନ ହୋଇ ଥାନ୍ତି । ଏମାନେ ପଢିବା ଲେଖିବାରେ ମାହୀର ଅଟନ୍ତି । ଏହି ନାରୀ ମାନେ କେବେ ବି ଫାଲ୍ତୁ ଖର୍ଚ୍ଚ କରନ୍ତି ନାହିଁ । ଏମାନେ ସବୁ ବେଳେ ନିଜର ବୁଦ୍ଧି ବଳ ରେ ନିଜର ଟଙ୍କା କୁ ଦୁଇ ଗୁଣା କରିବାରେ ଲାଗି ଥାନ୍ତି । ଏବଂ ଏମାନେ ନିଜର ପରିବାର ପାଇଁ ବହୁତତ ଭାଗ୍ୟ ଶାଳୀ ଅଟନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *