ଏହି 5 ଟି ପ୍ରଶ୍ନ ଖୋଲି ଦେଲା ଅସଲ ଲୋକର ମୁଖା , ଏହି ଲୋକ ମାରିଛି ଆଦିତ୍ୟଙ୍କୁ

adit

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ କାଲି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ତାଙ୍କ ଘରେ ରେଳବାଇ ପୋଲିସ୍ 3 ଘଣ୍ଟା ଧରି ଜେରା କରିଛି । ସେମିତି ରେ ଏଠାରେ ପୋଲିସ୍ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ 50 ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ପଚାରିଛି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି 50 ଟି ପ୍ରଶ୍ନ ମଧ୍ୟରୁ ପଚରା ଜାଇ ଥିବା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ 5  ଟି ପ୍ରଶ୍ନ ବିଷୟ ରେ ଜାଣିବା ।

ତେବେ ପ୍ରଥମ ହୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ମଧ୍ୟୟ ରେ ରହିଛି ଆଦିତ୍ୟ ଦାସ୍ ଯେଉଁ ଦିନ ମୃତ୍ୟୁ ବରଣ କରି ଥିଲେ ସେହି ଦିନ ତୁମ ଦୁହିଁଙ୍କ ମଧ୍ୟ ରେ ଝଗଡା ହୋଇ ଥିଲା କି । ବିଦ୍ୟାଶ୍ରୀ ସେହି ଠାରେ କହି ଛନ୍ତି ହଁ ସେମାନଙ୍କ ମଧ୍ୟ ରେ ଝଗଡା ହୋଇ ଥିଲା । ସେହି ପରି ଦୁଇ ନମ୍ବର ପ୍ରଶ୍ନ ହେଲା ଆଦିତ୍ୟ ଏବଂ ତୁମ ମଧ୍ୟ ରେ କଣ ପାଇଁ ଝଗଡା ହୋଇ ଥିଲା । ସେମିତି ରେ ଏହି ପ୍ରଶ୍ନ ର ଉତ୍ତର ରେ ସେ କହିଛନ୍ତି କି ଆଦିତ୍ୟ ବହୁତ ଦିନ ହେବ ଡିପରେସନ ରେ ରହୁ ଥିଲେ ଏବଂ ଛୋଟ ଛୋଟ କଥା କୁ ନେଇ ରାଗି ମଧ୍ୟ ଯାଉ ଥିଲେ । ତେଣୁ ଆମ ମଧ୍ୟ ରେ ଝଗଡା ହେଉ ଥିଲା ।

ସେହି ପରି ତିନି ନମ୍ବର ପ୍ରେଶ୍ନ ହେଲା ଘରେ ଝଗଡା ହେବା ପରେ ଆଦିତ୍ୟ ପ୍ରଥମେ ଜାଇ ଥିଲେ ଘର ବାହାର କୁ ନା ତୁମେ ଆଗ ଜାଇ ଥିଲ ।ଏହାର ଉତ୍ତର ଦେଇ ବିଦ୍ୟାଶ୍ରୀ କହିଛନ୍ତି ଆଗ ଆଦିତ୍ୟ ବାହାରି ଜାଇ ଥିଲେ ଏବଂ ପରେ ମୁଁ ମଧ୍ୟ ବାହାରି ଜାଇ ଥିଲି । ସେହି ପରି ରେଳ ବାଇ ପୋଲିସ ର ଚାରି ନମ୍ବର ପ୍ରଶ୍ନ ଥିଲା ଆଦିତ୍ୟ ଙ୍କ ଫେସବୁକ ଏକାଉଣ୍ଟ ରେ ସେଷ ପୋଷ୍ଟ କିଏ କରି ଥିଲେ । ଏହା ଉତ୍ତର ରେ ସେ କହିଛନ୍ତି କି ଫେସବୁକ ର ସେଷ ପୋଷ୍ଟ କୁ ଆଦିତ୍ୟ ନିଜେ ଲେଖି ଥିଲେ ।

ସେହି ପରି ରେଳ ବାଇ ପୋଲିସ ର ଶେଷ ପ୍ରଶ୍ନ ଥିଲା କି ଆଦିତ୍ୟ ଙ୍କ ଶରୀର ଲିଙ୍ଗରାଜ ଷ୍ଟେସନ ରେ ପଡିଛି ବୋଲି ଆପଣ କେମିତି ଜାଣିଲେ ଏବଂ ସର୍ବ ପ୍ରଥମେ ସେଠାରେ କେମିତି ପହଁଚିଲେ । ସେମିତି ଏହି କ୍ଷେତ୍ର ରେ ବିଦ୍ୟାଶ୍ରୀ ଏହି ପ୍ରଶ୍ନ ପରେ ଅଟକି ଜାଇ ଥିଲେ ଏବଂ ପ୍ରଶ୍ନ ର ଉତ୍ତର କୁ ସନ୍ତୋଷ ଜନକ ଭାବେ ଦେଇ ପାରି ନ ଥିଲେ । ଏହା ପରେ ବର୍ତମାନ ସମୟ ରେ ରେଳବାଇ ପୋଲିସ୍ ସନ୍ଧେହ କରିବାରେ ଲାଗିଛି ।

ହେଲେ ଅପର ପକ୍ଷରେ ସମାଜ ସେବକ ଶୁଭାଶୀଷ ସଡଙ୍ଗୀ ସିଧା ସଳଖ ବାଦ୍ୟାଶ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି  , ଏବଂ ସେ କହିଛନ୍ତି କି ବାଦ୍ୟାଶ୍ରୀ ହିଁ ଆଦିତ୍ୟଙ୍କ ହତ୍ୟା କାଣ୍ଡରେ ସାମିଲ ଅଛନ୍ତି , ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସମାଜ ସେବକ ଶୁଭାଷିଶ ସଡଙ୍ଗୀ , ସେ ନୀର୍ଭୟ ଭାବରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି କି ଆଦିତ୍ୟଙ୍କୁ ହତ୍ୟା କରାଜାଇଛି ଏବଂ ହତ୍ୟା କରି ନେଇ ଷ୍ଟେଷନରେ ସୁଆଇ ଦିଆ ଜାଇଛି , ତେବେ ଏହା କେତେ ସତ ଓ କେତେ ମିଛ ଏବେ ଜାଇ ବି ସ୍ପଷ୍ଟ ହୋଇ ପାରି ନାହିଁ

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *