ମନାବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ କଲେ ବଡ ଖୁଲାସା ଜଲଦୀ ଦାଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରି ଥିଲେ । ଏବେ ଆଦିତ୍ୟ ଦାସ୍ ଙ୍କ ମରିବା 12 ଦିନ ହୋଇ ଗଲାଣୀ । କିନ୍ତୁ ପୋଲିସ ର ତଦନ୍ତ ଯେତିକି ରେ ସେତିକି ରହିଛି । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ଶ୍ରୀ କହିଛନ୍ତି । ସେହି ସୁସାଇଟ ନୋର୍ଟ ଟି ତାଙ୍କ ସ୍ୱାମୀ ଲେଖି ନାହାଁନ୍ତି । ତେଣୁ ପୋଲିସ ର ସନ୍ଧେହ ଏବେ ବଢିବାରେ ଲାଗିଛି । ଏହି ରିପୋର୍ଟ ଆସିବା ପରେ ଜିଆର୍ପି ପୋଲିସ୍ ଆଜି ଆଦିତ୍ୟ ଙ୍କ ସୁସାଇଟ ନୋର୍ଟ କୁ ଫରେନସିକ୍ ଲେବ୍ କୁ ପଠାଇଛି । ସେଠାରେ ଆଦିତ୍ୟ ଦାସ୍ ଙ୍କ ପୂର୍ବ ହାତ ଲେଖା ଏବଂ ତାଙ୍କର ସୁସାଇଟ୍ ନୋର୍ଟ କୁ ମେଚ୍ କରା ଯିବ ।

ସେଠାରେ ଜାଞ୍ଚ ହେବା ପରେ ଏହି ବିଷୟ ରେ ଜଣା ପଡିବ କି ଆଦିତ୍ୟ ଦାସ୍ ଙ୍କ ସୁସାଇଟ ନୋର୍ଟ ସେ ନିଜେ ଲେଖିଛନ୍ତି କି ଆଉ କିଏ ଲେଖି ଦେଇଛି । ଏହି ସବୁ ରିପୋର୍ଟ ଆସିବା ପରେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଏବଂ ବିକାସ ଙ୍କୁ ପୋଲିସ୍ ଜେରା କରିବ । ଏହା ପରେ ରେଲବାୟୀ ପୋଲିସ୍ ତିନି ଜଣଙ୍କ ସାମ୍ନା ସାମ୍ନୀ ଜେରା କରିବ ବୋଲି କହି ଥିବାର ଜଣା ପଡିଛି । ସେହି ପରି ବେଳେ ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ଙ୍କ ଦୁଇ ସାଙ୍ଗ ପପୁ ଏବଂ ବିକାସ ଙ୍କର କଲ୍ ହିଷ୍ଟ୍ରୀ ବର୍ତମାନ ସମୟ ରେ ପୋଲିସ୍ ଜାଞ୍ଚ କରୁ ଥିବାର ଜଣା ପଡିଛି ।

ସେହି ପରି ଭାବେ ଏହି ଠାରେ ପୋଲିସ ର ବି ବୟାନ ଅନୁସାରେ ବର୍ତମାନ ସମୟ ରେ ଦେଶ ରେ ଲକଡାଉନ ରହି ଥିବା ବେଳେ ବହୁତ କମ୍ ଟ୍ରେନ ଚଳାଚଲ ହେଉ ଥିବା ବେଳେ ସେହି ଦିନ ରେ ଲିଙ୍ଗରାଜ ଷ୍ଟେଲନ ଦେଇ ଯେତେ ସବୁ ଚାଳକ ମାନେ ଜାଇଛନନ୍ତି ସେମାନଙ୍କୁ ବି ପଚାରି ଛନ୍ତି ଜିଆର୍ପି ପୋଲିସ୍ ।ତେବେ ସେମାନଙ୍କ ଷ୍ଟେଟମେଣ୍ଟ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ହୋଇ ନାହିଁ । ସେପଟେ ଆଦିତ୍ୟ ଙ୍କର ସ୍ତ୍ରୀ ନିଜର ବାରମ୍ବାର ବୟାନ ବଦଳାଉ ଥିବା ବେଳେ ଏହି ସମୟ ରେ ପୋଲିସ୍ ବି ତାଙ୍କର ପତ୍ନୀ ଙ୍କ ଉପରେ ନଜର ରଖିଛି । ତେବେ ଆଗାମୀ ସମୟ ରେ ଇନଭେଷ୍ଟିକେସନ ରୁ ଜାହା ବି ବାହାରିବ ଆମେ ଆପଣ ମାନଙ୍କୁ ଜଣେଇବୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *