ଚୀନ ବିରୋଧରେ ପ୍ରସ୍ତାବ ଗୃହୀତ କଲା ଆମେରିକା ଦେଖନ୍ତୁ ।

united

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୂର୍ବ ଲଦାଖ୍ ର ଗୈଲୱାନ ଘାଟି ର ଚୀନ ର ଅତିକ୍ରମଣ ପ୍ରଶଂଙ୍ଗ କୁ ନେଇ ଆମେରିକା ତିବ୍ର ବିରୋଧ କରିଛି । ଏମତି କ୍ଷେତ୍ର ରେ ଆମେରିକା ର ପ୍ରତିନୀଧି ସଭା ରେ ସର୍ବ ସମ୍ମୁଖ ରେ ଏକ ପ୍ରସ୍ତାବ ଗ୍ରହଣ ହୋଇଛି । ଏହି ଥିରେ କୁହା ଜାଇଛି କି ଭାରତ ଏବଂ ଚୀନ ମଧ୍ୟ ରେ ହେଉ ଥିବା ହେଉ ଥିବା ଉତ୍ତେଜନା ହ୍ରାସ ପାଇଁ କାମ କରିବା ଉଚିତ୍ । ବର୍ତମାନ ସମୟ ରେ ଚୀନ୍ ନଜର ବେପରୁଆ ନୀତି ଦ୍ୱାରା ସବୁ ସ୍ଥାନ ରେ ସୀମା ଉଲଙ୍ଗନ ଜାରୀ ରଖିଛି । ସେହି ପରି ଏହି ସଂଶଧନ ଭବନ ରେ ଏମିତି କୁହା ଜାଇଛି କି ଚୀନ ଭାରତ ର ଗୈଲୱାନ ଘାଟି ରେ ନିଜର ବେପରୁଆ ନୀତି ଜାରୀ ରଖି ଥିବା ବେଳେ ଭାରତ ଏହାର କଡା ଜବାବ୍ ଦେଇଛି । ଏହା ସହିତ ଚୀନ ର 59 ଟି ଆପ୍ ଉପରେ ଭାରତ ସରକାର ନିଷେଧ ଜାରୀ କରିଛନ୍ତି । ଏହା ସ୍ୱତେ ବି କିଛି ଆପ୍ ଲୁଚା ଛପା ରେ ଉପଲବ୍ଧ ହେଉଛି । America

ଏହି ବିଷୟ ରେ ଏହି ଦିନ ରେ କେନ୍ଦ୍ର ସରକାର ଜାଣିବା ପରେ କମ୍ପନୀ ଗୁଡିକୁ ବର୍ତମାନ ସମୟ ରେ କଡା ଚେତା ବନି ଦେଇଛନ୍ତି । ଏବଂ ଏହି ନିୟମ କୁ କଡା କଡି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷ ରୁ କୁହା ଜାଇଛି । ଏହି ଥିରେ ଖିଲାଫ୍ କରିଲେ କୋଠର କାର୍ଯ୍ୟାଅନୁଷ୍ଟାନ ଗ୍ରହଣ କରା ଯିବ ବୋଲି କୁହା ଜାଇଛି । ଯେମିତି କି ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ଭାରତ ର ଗୈଲୱାନ୍ ଘାଟି ରେ ଚୀନ୍ ସେନା ସହିତ ଲଢେଇ ସମୟ ରେ ଭାରତ ର 21 ଜଣ ଜବାନ୍ ମୃତ୍ୟୁ ବରଣ କରିଛନ୍ତି । ଏମିତି କିଛି ହେବା ପରେ କେନ୍ଦ୍ର ସରକାର କେମସ୍କାନ୍ , ଟିକ ଟକ୍ ଏବଂ ଇୟୁସି ବ୍ରାଉଜର ପରି 59 ଟି ଆପ୍ଲି୍କେସନ ବନ୍ଦ କରି ଦେଇ ଥିବାର ଜଣା ପଡିଛି ।united

ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ଭାରତୀୟ ସେନା ଚୀନ୍ ସେନା ଉପରେ ନଜର ରଖିବା ପାଇଁ ସୈଦେଶ ଜ୍ଞ୍ୟାନ କୈସଳ ରେ ଏକ ଡ୍ରୋନ୍ କୁ ଏହି ଦିନ ରେ ପ୍ରସ୍ତୁତ କରିଛି । ଏବଂ ସୀମା ରେ ଏହି ଦିନ ରେ ଭାରତ ଏହି ଡ୍ରୋନ୍ କୁ ମୁତୟନ କରିଛି । ଏହା ଅତି ଉଚ୍ଚ ରେ ରହି ଥିବା ସ୍ଥାନ ବିଶେଷ କରି ପାହାଡିଆ ଅଂଞ୍ଚଳ ରେ ଗୁଇନ୍ଦା ତଥ୍ୟ ସଂଙ୍ଗ୍ରହ କରିବାରେ ବେସ୍ ସହାୟକ ହେବ ବୋଲି ସେମାନେ କହିଛନ୍ତି । ଏହାକୁ ଡିଆର୍ଡିଓ ର ଏକ ଟିମ୍ ପ୍ରସ୍ତୁତ କରି ଥିବା ବେଳେ ଏହା ଉନ୍ନତ ମାନ ର ଟେକ୍ନଲୋଜି ଦ୍ୱାରା ପ୍ରସ୍ତୁତ କରା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *