ମାହାମାରି ଆକ୍ରାନ୍ତ ଙ୍କ ଅଭାବନୀୟ କାଣ୍ଡ ଭିଡ଼ିଓ ହେଲା ଭାଇରାଲ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ଆଚାର୍ଯ୍ୟ ହରିହର ଭିଜିନାଲ କ୍ୟନସର ସେଣ୍ଟର ରେ ୟେଉଁ ଠାରେ ଗତ ଦୁଇ ଦିନ ତଳେ 38 ଜଣ କୋରନା ପଜେଟିଭ୍ ବାହାରି ଥିଲେ । ଏବଂ ସେମାନଙ୍କୁ ଯେତେ ବେଳେ ହସ୍ପିଟାଲ କୁ ନିଆ ଯାଉଛି । ସେମାନେ ନିଜର ବାହିଆଦ୍ ର ସୀମା କୁ ପାର କରି ଦେଉଛନ୍ତି ଏବଂ ହଠାତ୍ କ୍ରମେ ସେମାନେ ସମସ୍ତ ଙ୍କୁ ଗୋଡେଇ କରି ଛୁଇଁବା ପାଇଁ ଚେଷ୍ଟା କରୁଛନ୍ତି । ଏବଂ ଧମକ୍ ଦେଉଛନ୍ତି କି ସେମାନଙ୍କୁ ଏଠାରୁୁ ନ ନିଆ ଯାଉ ବୋଲି । ତେବେ ବର୍ତମାନ ସମୟ ରେ ଏହି ଭିଡ଼ିଓ ଟି ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏଠାରେ ସେମାନେ ନ ଯିବା ଏବଂ ସମସ୍ତ ଙ୍କୁ ଗୋଡେଇ ଗୋଡେଇ ଛୁଇଁବା ପାଇଁ କହୁ ଥିଲେ ଏବଂ ସେଠା ଥିବା ପୋଲିସ କର୍ମି ତଥା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମି ମାନଙ୍କୁ ସେମାନେ ଜବର୍ଦୋସ୍ତି ଛଇଁବା ଚେଷ୍ଟା କରୁଛନ୍ତି ।

ଏବଂ ସେହି ବସ୍ ର ଯେଉଁ ଡ୍ରାଇଭର ଥିଲେ ସେମାନେ ପିପି କିଟ୍ ପିନ୍ଧି କରି ଫେରାର ହୋଇ ସାରିଛନ୍ତି । ଏବଂ ସେଠାରେ କୈଣସି ବି ବସ୍ ର କତୃପକ୍ଷ ରହି ନାହାଁନ୍ତି ସେମାନେ ସବୁ ଦୈଡା ଦୈଡି ହୋଇ ପଳେଇ ଗଲେଣୀ । ଏମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏଠାରେ କିଛି ଲୋକ ମାନଙ୍କର ମାନଶୀକ ବିକୃତି ରହି ଥିବାରୁ କିଛି ଲୋକ ମାନେ ଏଠାରେ ଯେତେ ବେଳେ ଜାଣି ପାରିଛନ୍ତି କି ସେମାନେ କୋରନା ପଜେଟିଭ୍ ରହିଛନ୍ତି ତେବେ ସେମାନେ ଏମିତି ଉନ୍ନତ କାଣ୍ଡ ଘଟାଉଛନ୍ତି ।

ଏବଂ ସେମାନେ ସେହି ଠାରେ ବସ୍ ମଧ୍ୟ ରୁ ବାହାରି ଆସି ସେମାନେ ସାଧାରଣ ଲୋକ ପୋଲିସ ଏବଂ ଡାକ୍ତର ଆଦି ସମସ୍ତ ଙ୍କୁ ଛୁଇଁବା ପାଇଁ ଚେଷ୍ଟା କରୁ ଥିବାର ଦେଖିବା ପାଇଁ ମିଳିଛି । ଏହା ବର୍ତମନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *