ନିଜାମ୍ ମିର୍ ଓସମାନ୍‌ଙ୍କ କାହାଣୀ ,ଯାହାଙ୍କୁ ପସନ୍ଦ ଥିଲା ଅଶ୍ଲିଳ ଚିତ୍ର

asl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ହେଉଛି ଗୋଟିଏ ରାଜା ବହୁଳ ଦେଶ ଆପଣ ମାନେ ଜାଣି ଥିବେ ଏଠାରେ ବହୁତ ରାଜା ମାନେ ଶାସନ କରି ଥିଲେ । ଏବଂ ସେମାନଙ୍କ ଶାସନ ମଧ୍ୟ ରେ ଅନେକ କିଛି ଗାରିମା ସେମାନେ ଦେଖେଇ ଜାଇଛନ୍ତି । ଏବଂ ଏମାନଙ୍କ ମଧ୍ୟ ରୁ ଏମିତି ବି କିଛି ରାଜା ଥିଲେ ଯେଉଁ ମାନଙ୍କର ସୈକ୍ ବହୁତ ଭିନ୍ନ ଥିଲା । କିଏ 100 ଟି ରାଣୀ ରଖିବ କିଏ ଗାଡି ର ଭଣ୍ଡାର ରଖିବ । କାହା ପାଖରେ ଅଜଶ୍ର ସୁନା ରୂପା ହୀରା ମତି ମାଣିକ ଥିବ । କେଉଁ ରାଜା ର ପୁଣି ବହୁତ ଗୁଡିଏ ଘୋଡା ଥିବ । ଠିକ୍ ସେହି ପରି ବନ୍ଧୁଗଣ ଜଣେ ରାଜା ଥିଲେ ଯେଉଁ ମାନଙ୍କର ପର୍ନ ଫୋଟ ଉପରେ ବହୁତ ସୈକ୍ ରହି ଥିଲା । ଏବଂ ସେ ଆମର ଭାରତ ର ରାଜା ଥିଲେ ।nizams

ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ଆମେ ଯେଉଁ ରାଜା ଙ୍କ ବିଷୟ ରେ କହୁଛୁ ସେ ହେଲେ ନିଜାମ୍ ମିର୍ ଓସମାନ୍ ଅଲ୍ଲି ଖାନ୍ । ଏହି ରାଜା ଙ୍କର ଗୋଟିଏ ଖାସ୍ ସୈକ୍ ଥିଲା । ଜାହା ହେଲା କି ଯେଉଁ ନେକେଟ୍ ଫୋଟ ସବୁ କୁ ତିଆରି କରି ନିଜର ରାଜ ମହଲ ରେ ଟାଙ୍ଗିବା ପାଇଁ । ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି 1947 ମସିହା ରେ ଦେଶ ସ୍ୱାଧୀନ ହେବା ପରେ ପରେ ଏହି ଦେଶ ର ସବୁଠୁ ଧନୀ ବ୍ୟକ୍ତି ଙ୍କ ବିଷୟ ରେ ଗଣନା ହୋଇ ଥିଲା ତେବେ ଏହି ରାଜା ଙ୍କ ନାମ ଦୁଇ ନମ୍ବର ରେ ଆସି ଥିଲା । ଏମିତି ହିଁ ଜଣେ ସେ ବ୍ୟକ୍ତି ବିଶିଷ୍ଟ ରାଜା ଥିଲେ ନିଜାମ୍ ମିର୍ ଓସମାନ୍ ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବା ଏହି ରାଜା ଙ୍କୁ ଭୁଲ ଭାବୁଛନ୍ତି ତେବେ ଭାରତ ଆଦାଦ୍ ହେବା ପରେ ଏହି ଭାରତ କୁ ଡେସ୍କକ୍ରାଇବ୍ କରା ଜାଇ ଥିଲା ଜାହାର ନାମ ଥିଲା ଫ୍ରିଡମ୍ ଏଟ୍ ମିଡ ନାଟଟ୍ ଆପଣ ମାନେ ଏହି ବହୀ କୁ କିଣି ପଢିଲେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।raja

ସେହି ସମୟ ରେ ଏହି ରାଜା ଙ୍କର ସାହୀ ସୈଚାଳୟରେ ଗୋଟିଏ ବଡ ମିରର୍ ରହୁ ଥିବା ବେଳେ ସେହି ଠାରେ ଗୋଟିଏ କ୍ୟମେରା ବି ଲୁଚେଇ ରଖୁ ଥିଲେ ରାଜା । ଏବଂ ସେହି କ୍ୟମେରା ସେହି ସମୟ ରେ ବଡ ବଡ ସେଲିବ୍ରେଟି ମାନଙ୍କ ନଗ୍ନ ଫୋଟ କୁ ଉଠାଉ ଥିଲା । ଏବଂ ଏହି କ୍ୟମେରା ର ଫୋଟ ଉଠେଇ ସାରିବା ପରେ ରାଜା ଗୋଟିଏ ପେଣ୍ଟିଂ ର ଆକାର ତାହାକୁ ଦେଉ ଥିଲେ । ଏବଂ ସେହି ପେଣ୍ଟିଂ କୁ ନିଜର ରାଜ ପ୍ରସାଦ ରେ ଲଗାଉ ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *