ବହୁତ ବଡ ଦୁଃଖର ଖବର ଆସିଲା କରୋନା ମେଡିସିନ ଏ ବର୍ଷ ବାହାରି ନ ପାରେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବୁଝ ଉପରେ ନଳିତା ବିଡା ପଡିବା ପରେ ଏବେ ଆସିଛି ଗୋଟିଏ ଦୁଖଃ ର ଖବର । ଏହି ବର୍ଷ ବାହାରି ନ ପାରେ କୋରନା ଭେକ୍ସନ୍ । ତେବେ ଏଠାରେ ଆପଣ ମାନଙ୍କୁ କହିବୁ କି କୋରନା ଭେକ୍ସିନ୍ ଏବଂ ଟିକା ମଧ୍ୟ ରେ ବହୁତ ପରିମାଣ ରେ ପାର୍ଥକ୍ୟ ରହିଛି । ଟୀକା ଜାହା ରୋଗ ଆସିବା ପୂର୍ବ ରୁ ଜାହା ରୋକି ଥାଏ । ହେଲେ ମେଡିସିନ୍ ହେଲା ରୋଗ ହୋଇ ସାରିବ ପରେ ତାହା ରୋଗ କୁ ରୋକି ଥାଏ । ସେମିତି ରେ ଆପଣ ମାନେ ଜାଣି ଥିବେ କି କୋରନା ବର୍ତମନ ସମୟ ରେ କେମିତି ବିକଟାଳ ରୂପ ନେଇ କରି ଚାଲିଛି ପୂରା ପୃଥିିବୀ ରେ ଭାରତ ରେ ଏବେ ଅବସ୍ଥା ଖରାପ ହେବାକୁ ଯାଉଛି । ଏବେ ଏହି ବିଷୟ ରେ ଆମେ ଅବଗତ ନୁହେଁ । ସେମିତି ରେ କିଛି ବୈଜ୍ଞ୍ୟନିକ ମାନଙ୍କ ମତ ରେ ଏହି ବର୍ଷ କୋରନା ଭେକ୍ସିନ ବାହାରି ନ ପାରେ ।

ଏମିତି ରେ ଏହି ମହାମାରୀ ଯେମିତି ଭାବେ ବଢି ବଢି ଚାଲିଛି ଏହି ଥିରୁ ମୁକ୍ତି ପାଇବା ପାଇଁ ଏବେ ଭେକ୍ସନ୍ ର କିଟ୍ ପସ୍ତୁତ କରି ହ୍ୟମନ୍ ଟ୍ରାୟଲ ଉପରେ ୟୋଜନା ରହିଛି । ଏହି ଭଳି ସମୟ ରେ ବହୁତ ଜଲ୍ଦି ଭେକ୍ସିନ ଆସିବା ପରି ମନେ ହେଉ ଥିଲା । ଏବଂ ଏହାକୁ ନେଇ ଅଗଷ୍ଟ 15 ରେ କିଛି ପ୍ରଚାର ହେବାକୁ ଯିବାର ରହି ଥିଲା ବୋଲି ଜଣା ପଡି ଥିଲା । କିନ୍ତୁ ସମସ୍ତ ଙ୍କ ଆଶା ଏବେ ଆଶଂକା ରେ ରହି ଜାଇଛି । ଏମିତି ରେ ଜଣା ପଡିଛି କି 2021 ପୂର୍ବ ରୁ ଏହି କୋରନା ର ଭେକ୍ସିନ୍ ବାହାରିବା ସମ୍ଭବ ନୁହେଁ । ଏହି ବିଷୟ ରେ ଏହି ଦିନ ରେ ବୈଶଇକ ଷ୍ଟାଣ୍ଡିଙ୍ଗ କମିଟି ଏବଂ ICMR ଅଗଷ୍ଟ 15 ସୁଧା ନୂଆ ଟୀକା ବାହାର କରିବା ପାଇଁ ଟାର୍ଗେଟ୍ କରି ଥିଲା ହେଲେ ଏହା ଲେଟ୍ ହେବାକୁ ନେଇ ପରେ ସୂଚନା ଦେଇ ଥିଲା କି ଭେକ୍ସିନ୍ ପ୍ରସ୍ତୁତି ରେ କୈଣସି ପ୍ରଶାଶନିକ ବାଧା ନ ରଖିବା ପାଇଁ ।

ଏହାକୁ ନେଇ ଗତ କାଲି ସଂଶଦ ଏବଂ ପାଲ୍ୟାମେଣ୍ଟ ରେ ଷ୍ଟାଣ୍ଡିଂ କମିଟି ବୈଠକ ବସି ଥିଲା । ଏହି ଥିରେ ସେମାନେ 2021 ପର୍ଯ୍ୟନ୍ତ କୋରନା ଭେକ୍ସିନ୍ ପ୍ରସ୍ତତ ହେବାର ନାହିଁ ବୋଲି ସେଠାରେ କହି ଥିଲେ । ଏହି ବିଷୟ ରେ କେନ୍ଦ୍ର ସରକାର ଙ୍କୁ ବୈଜ୍ଞ୍ୟାନିକ ମାନଙ୍କ ତରଫ ରୁ ସୂଚନା ଦିଆ ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *