ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ଡେନ୍ସିଂ ଷ୍ଟାର ଶୈାଳେନ୍ଦ୍ର ଙ୍କର ଗୋଟିଏ ଫେନ୍ ଅଟନ୍ତି ତେବେ ତେବେ ଆପଣ ମାନଙ୍କ ପାଇଁ ଖୁବ୍ ଶିଘ୍ର ଖୁସୀ ଖବର ଆସୁଛି । ଏମିତି ସୁଣା ଯାଉଛି କି ଡେନ୍ସିଂ ଷ୍ଟାର ଶୈାଳେନ୍ଦ୍ର ଖୁବ୍ ଶିଘ୍ର ଓଲିଉଡ ରେ ଡେଭ୍ୟୁ କରିବା ପାଇଁ ଯାଉଛନ୍ତି । ବର୍ତମାନ ସମୟ ରେ ଡେନ୍ସିଂ ଷ୍ଟାର ଶୈାଳେନ୍ଦ୍ର ଓଡ଼ିଶା ର ଡେନ୍ସିଂ ସେନ୍ସେସନ । ତାଙ୍କର ମ୍ୟଜିକ୍ ଭିଡ଼ିଓ ବର୍ତମାନ ସମୟ ରେ ଗୋଟିଏ ପରେ ଗୋଟିଏ ହିଟ୍ ହେବାରେ ଲାଗିଛି । ସେହି ଫଳ ରେ ଏବେ ଦର୍ଶକ ମାନେ ତାଙ୍କୁ ଫିଲ୍ମ ରେ ଦେଖିବା ପାଇଁ ପସନ୍ଦ କରିଛନ୍ତି । ସେହି ପରି କ୍ଷେତ୍ର ରେ ଡେନ୍ସିଂ ଷ୍ଟାର ଶୈାଳେନ୍ଦ୍ର ଙ୍କୁ ନେଇ ରାଜା ଡି ଏବେ ଶୈଳେନ୍ଦ୍ର ପାଇଁ କିଛି ସ୍ରିପ୍ଟ ଉପରେ କାମ କରୁଛନ୍ତି । ଏବଂ ଖୁବ୍ ଶିଘ୍ର ଏହି ଫିଲ୍ମ ର ଡିକ୍ଲାୟର ବି ହେବ ବୋଲି କୁହା ଯାଉଛି ।
ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଭାବୁ ଥିବେ ଓଲିଉଡ ର ଯେଉଁ ନୂଆ ଜେନେରେସନ ରହିଛନ୍ତି ଯେମିତି କି ସ୍ୱରାଜ ରହିଛନ୍ତି , ଏବେ ଆଗକୁ ଶୈଳେନ୍ଦ୍ର ବି ଆସିବା ପାଇଁ ଯାଉଛନ୍ତି । ପୁଣି ରୁଦ୍ର ରହିଛନ୍ତି । ଏଏହି ପ୍ରକାରର ନୂଆ ନୂଆ ଜେନେରେସନ ମଧ୍ୟ ରେ ଯେଉଁ ସବୁ ଷ୍ଟାର ମାନେ ଆଗକୁ ଆସୁ ଛନ୍ତି ଏହି ମଧ୍ୟ ରୁ ଆପଣ ମାନଙ୍କ ଫେବରେଟ୍ କିଏ ସେହି ପରି ଆପଣ ମାନେ ଯେଉଁ ଦେଖୁଛନ୍ତି ଏବେ କାର ଲଙ୍ଗ୍ ଜେନେରେସନ ଆସୁଛି ତେବେ ଏମାନଙ୍କ ମଧ୍ୟ ରୁ ଆପଣ ମାନଙ୍କ ଫେବରେଟ୍ କିଏ ନିଶ୍ଚିତ ଭାବେ ଆପଣ ମାନେ କମେଣ୍ଟ କରି କହିବେ ।
ଏହା ବ୍ୟତିତ ଆପଣ ମାନେ ଶୈଳେନ୍ଦ୍ର ଙ୍କ ସହିତ କେଉଁ ହିରୋଇନ୍ କୁ ଦେଖିବା ପାଇଁ ଚାହୁଁଛନ୍ତି ଆଗାମୀ ଯେଉଁ ଫିଲ୍ମ ତାଙ୍କର ଆସୁଛି ସେହି ସବୁ କ୍ଷେତ୍ର ରେ ଆପଣ ମାନେ ତାଙ୍କୁ କେଉଁ ହିରୋଇନ୍ ସହିତ ଦେଖିବା ପାଇଁ ଚାହାଁନ୍ତି ସେହି ବିଷୟ ରେ ବି ଆପଣ ମାନେ ନିଶ୍ଚିତ ଭାବେ କହି ଦେବେ କମେଣ୍ଟ ରେ । ସେମିତି ରେ ବର୍ତମାନ ସମୟ ରେ ଡେନ୍ସିଂ ଷ୍ଟାର ଶୈାଳେନ୍ଦ୍ର ଙ୍କର ମ୍ୟୁଜିକ୍ ଭିଡ଼ିଓ ଆପଣ ମାନଙ୍କୁ କେମିତି ଲାଗୁଛି ଆପଣ ମାନେ ସେହି ବିଷୟ ରେ ବି ନିଜର ମତ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।