ବଜରଙ୍ଗୀ ଭାଈଜାନ୍ ଫିଲ୍ମ ର ମୁନୀ ଏବେ ଏତେ ସୁନ୍ଦର ଦେଖା ଯାଉଛନ୍ତି ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

muni

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ 2015 ରେ ରିଲିଜ୍ ହୋଇ ଥିବା ବଜରଙ୍ଗୀ ଭାଈ ଜାନ୍ ଏତେ ପରିମାଣ ରେ ହିଟ୍ ଏବଂ ଲୋକପ୍ରିୟ ହୋଇ ଥିଲା କି ଆଜିର ଦିନ ବି ସେହି ଫିଲ୍ମ ର କେରେକ୍ଟର ଆଜି ବି ସମସ୍ତ ଙ୍କୁ ମନେ ରହିଛି । ତେବେ ଏହି ଫିଲ୍ମ ରେ ସମମାନ ଖାନ୍ ପବନ କୁମାର ଏବଂ ବଜରଙ୍ଗୀ ଭାଈ ଜାନ୍ ର ରୋଲ ନିଭେଇ ଥିଲେ । ସେହି ପରି ଭାବେ ଏହି ଫିଲ୍ମ ରେ ନବାବ୍ ଉଦ୍ଦିନ୍ ସିଦ୍ଦି ଙ୍କ ଦ୍ୱାରା ନିଭାଇ ଜାଇ ଥିବା କରେକ୍ଟର ର ବି ବହୁତ ପ୍ରଶଂଶା ହୋଇ ଥିଲା । ଏହି ସବୁ ପରେ ଏହି ଫିଲ୍ମ ରେ ମୁନି ର କେରେକ୍ଟର ଲୋକ ମାନଙ୍କୁ ବହୁତ ପସନ୍ଧ ଆସି ଥିଲା । ବନ୍ଧୁଗଣ ଏହି ବଜରଙ୍ଗୀ ଭାଇ ଜାନ୍ ରେ ଛୋଟ ମୁନୀ ର ରୋଲ ନିଭେଇ ଥିବା କଳାକାର ଙ୍କ ନାମ ହର୍ଶାଲୀ ମଲହୋତ୍ରା ଅଟେ ।muni

ତେବେ ସେହି ଛୋଟ ପିଲା ଏବଂ ତାଙ୍କର ସୁନ୍ଦର ହସ କୁ ନେଇ ସେ ଏବେ ବହୁତ ବଡ ହୋଇ ସାରିଛନ୍ତି । ପୂର୍ବ 4 ବର୍ଷ ରେ ମୁନୀ ର ଲୁକ୍ ବହୁତ ବଦଳୀ ସାରିଛି । ସେହି ପରି ଭାବେ ହର୍ଶାଲୀ ମଲହୋ ନିଜର ଇନଷ୍ଟା ଗ୍ରାମ୍ ଏକାଉଣ୍ଟ ରେ ନୂଆ ନୂଆ ଏବଂ ଆକର୍ଶିତ ଫୋଟ କୁ ସେୟାର କରୁଛନ୍ତି । ତେବେ ଆପଣ ମାନଙ୍କୁ ଏଠାରେ କହିବୁ କି ହର୍ଶାଲୀ ମଲହୋତ୍ରା ଙ୍କ ଜନ୍ମ 2008 କୁ ମୁମ୍ବାଇ ମହାରାଷ୍ଟ୍ରା ରେ ହୋଇ ଥିଲା । ସେହି ପରି ବେଳେ ବର୍ତମାନ ସମୟ ରେ ସେ ଫିଲ୍ମ ସହିତ ବହୁତ ବିଜ୍ଞ୍ୟାପନ ରେ ନଜର ଆସି ସାରିଛନ୍ତି ।munni

ସେହି ପରି ବେଳେ କରିନା କୋପୁର ଏବଂ କଟ୍ରାନୀ କୈଫ୍ ହର୍ଶାଲୀ ମଲହୋ ଙ୍କ ଫେବରେଟ୍ ହିରୋଇନ୍ ଅଟେ । ସେ ସେମାନଙ୍କ ପରି ହିଁ ବହୁତ ବଡ ଅଭିନେତ୍ରୀ ବନିବା ପାଇଁ ଚାହୁଁଛନ୍ତି । ହେଲେ୍ ବର୍ତମାନ ସମୟ ରେ ହର୍ଶାଲୀ ମଲହୋ ନିଜର ପାଠ ପଢା ଉପରେ ଫୋକସ୍ କରୁଛନ୍ତି । ଏମିତି ବି ହୋଇ ପାରେ ହର୍ଶାଲୀ ମଲହୋ ଆସୁ ଥିବା ଫିଲ୍ମ ରେ ସେ ବହୁତ ଜଲ୍ଦି ଡେଭ୍ୟୁ ବି କରିବା ପାରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *