ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ରାଗି କରି ରହି ଥାନ୍ତି ଏହି ପାଞ୍ଚ ଟି ନାମ ର ଝିଅ ମାନେ ଏମିତି ରେ ସମସ୍ତ ଙ୍କ ରାଗ ଏକ ପ୍ରକାରର ହୋଇ ନ ଥାଏ କାହାକୁ ଶିିଘ୍ର ରାଗ ଆସି ଥାଏ ତ କାହାକୁ ଖରାପ ପରିସ୍ଥିତି ରେ ବି ରାଗ ଆସି ନ ଥାଏ । ସେହି ପରି ଜ୍ୟତିଷ ଶାସ୍ତ୍ର ଅନୁସାରେ ନାମ ର ପ୍ରଥମ ଅକ୍ଷର ଆମ ଜିବନ ଉପରେ ବହୁତ ପ୍ରଭାବ ପକେଇ ଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ନାମର ଝିଅ ମାନଙ୍କ ବିଷୟରେ ଯେଉଁ ମାନେ ସବୁ ବେଳେ ରାଗି କରି ରହି ଥାନ୍ତି। ପ୍ରଥମେ ହେଲା B ନାମର ଝିଅ ମାନେ ସବୁ ବେଳେ ହୃଦୟ ରୁ ସଫା ହୋଇ ଥାନ୍ତି । ହେଲେ କିଛି ବି ଭୁଲ କଥା କୁ ଏମାନେ ସହି ପାରନ୍ତି ନାହିଁ । ଏବଂ ଶିଘ୍ର ରାଗି ଜାଇ ଥାନ୍ତି । ଦୁଇ ନମ୍ବର ରେ P ନାମର ଝିଅ ମାନେ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏବଂ ଏମାନେ ସବୁ ବେଳେ ନିଜ ଦୁନିଆଁ ରେ ହିଁ ଖୁସୀ ରହି ଥାନ୍ତି ।
ଅନ୍ୟ ମାନଙ୍କ ସହିତ ଏମାନଙ୍କ କିଛି ଜାଏ ଆସେ ନାହିଁ ହେଲେ କଥା ଯେତେ ବେଳେ ମାନ ସମ୍ମାନ ଉପର କୁ ଆସେ ତେବେ ସେହି ସମୟ ରେ ଏମାନେ ରାଗି ଜାଇ ଥାନ୍ତି । ଏମାନେ ଅନ୍ୟ ମାନଙ୍କ ଅପେକ୍ଷା ନିଜ ଉପରେ ଅଧିିକ ରାଗି ଥାନ୍ତି । ଏହା ପରେ R ନାମର ଝିଅ ମାନେ ବି ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ହୋଇ ଥାନ୍ତି । ଏମାନେ କାହାକୁ ବି ଶିଘ୍ର ଆକର୍ଶିତ କରି ପାରନ୍ତି । ହେଲେ ଏମାନଙ୍କ ରାଗ ଗୋଟିଏ ଖାସ୍ ବିଷୟ ଅଟେ ଜାହା ସମୟ ସମୟ ରେ ବାହାରି ଥାଏ ହେଲେ ଶାନନ୍ତ ବି ହୋଇ ଥାଏ । S ନାମର ଝିଅ ମାନେ ବହୁତ ସରଳ ହୋଇ ଥାନ୍ତି ।
ଏମାନେ କାହାକୁ କେବେ ବି ଧୋକା ଦିଅନ୍ତି ନାହିଁ । ଏମାନେ ହୃଦୟ ରୁ ଖରାପ ନୁହନ୍ତି ହେଲେ ନିଜର ହକ୍ ପାଇଁ ଲଢିବା ଏମାନଙ୍କୁ ଆସେ । L ନାମର ଝିଅ ମାନେ କେବେ ବି କୈଣସି କାମ କରନ୍ତି ନାହିଁ ଜାହା ଦ୍ୱାରା ସମ୍ମାନ ଖରାପ ହେବ । ଏମାନେ ହୃଦୟ ରୁ ଅଧିକ କୋମଳ ଅଟନ୍ତି । କିନନ୍ତୁ ନିଜର ସାଙ୍ଗ ମାନଙ୍କୁ ସାହାଯ୍ୟ ପାଇଁ ଅନ୍ୟ ଉପରେ ରାଗ ଦେଖାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।