ନାକ ଅଗରେ ରାଗ ରହିଥାଏ ଏହି 5ଟି ନାମର ଝିଅ ମାନଙ୍କର !

girls

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏମିତି କିଛି ନାମର ଝିଅ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ କଥା କଥା ରେ ରାଗି ଜାଇ ଥାନ୍ତି । ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ । ବନ୍ଧୁଗଣ ଜ୍ୟତିଶ ଶାସ୍ତ୍ର ଅନୁସାରେ ନାମ ର ପ୍ରଥମ ଅକ୍ଷର ରୁ ହିଁ ମନୁଶ୍ୟ ବିଷୟ ରେ ବହୁତ କିଛି ଜଣା ପଡି ଥାଏ । ଏମାନେ କେତେ ରାଗି ହୋଇ ଥାନ୍ତି ସେହି ବିଷୟ ରେ ବି ଏହି ଅକ୍ଷର ରୁ ହିଁ ଜଣା ପଡି ଥାଏ । ଆମେ ସେମିତି ହିଁ କିଛି ରାଗି ନାମ କହିବୁ । ପ୍ରଥମେ B ଅକ୍ଷର ର ଝିଅ ମାନେ ହୃଦୟ ରୁ ବହୁତ ସଫା ହୋି ଥିଲେ ମଧ୍ୟ ସେମାନେ ଭୁଲ ବା ମିଛ କୁ ବର୍ଦାସ୍ତ କରନ୍ତି ନାହିଁ । ଜାହା ଫଳ ରେ ଏମାନେ ବହୁତ ଜୋର ରେ ରାଗି ଜାଇ ଥାନ୍ତି ।girl

ଏବଂ ରାଗ ରେ ଲୋକ ଙ୍କୁ ଓଲଟା ସିଧା କହି ଦେଇ ଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ନାମ P ଅକ୍ଷ ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ରାଗ ନାକ ଅଗ ରେ ରହି ଥାଏ । ଏମାନଙ୍କୁ ଟିକିଏ ଟିକିଏ କଥା ରେ ରାଗ ବହୁତ ଜଲ୍ଦି ଆସି ଜାଇ ଥାଏ । ହେଲେ ଏମାନେ ସ୍ୱଭାବ ରେ ବହୁତ ଭଲ ହୋଇ ଥାନ୍ତି ହେଲେ ବେଳେ ରାଗି ଗଲେ ଏମାନେ କାହାର ବି ନୁହଁଁନ୍ତି । ସେହି ପରି R ନାମର ଝିଅ ମାନେ ବି ବହୁତ ରାଗି ହୋଇ ଥାନ୍ତି । ଏମାନେ ବହୁତ ସୁନ୍ଦର ଏବଂ ଚାଲାଖ୍ ହୋଇ ଥାନ୍ତି । ହେଲେ ଏମାନଙ୍କ ସବୁଠୁ ବଡ ଦୁର୍ବଳତା ହେଲା ଏମାନଙ୍କ ରାଗ ।girls

ଏମାନେ କେବେ ବି ରାଗି ଗଲେ କିଛି କରି ଦେଇ ଥାନ୍ତି ଏମାଙ୍କ ରାଗ ଉପରେ କାହାର ବି କୋଣ୍ଟୋଲ ରହି ନ ଥାଏ । ସେହି ପରି ସେଷ ରେ S ନାମର ଝିଅ ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇ ଥାଏ ହେଲେ ଏମାନେ ବି କେବେ କେବେ ରାଗି ଥାନ୍ତି । ଏବଂ ଯେତେ ବେଳେ ସେମାନେ ରାଗନ୍ତି । ସେମାନେ କାହାର ବି ହୋଇ ନ ଥାନ୍ତି । ଏମାନେ ସେହି ସମୟ ରେ କିଛି ବି କରି ଦେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *