ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତ ସିହଂ ରାଜ ପୁତ ଙ୍କ ଆତ୍ମହତ୍ୟା ପଛରେ ଯେଉଁ ପୋଲିସ୍ ଖୋଳ ତାଳ୍ କରୁ ଥିଲା ସେହି ଇନଭେଷ୍ଟି କେସନ ରୁ ଗୋଟିଏ ନୂଆ ତଥ୍ୟ ପଦାକୁ ଆସିଛି । ଏବଂ ତାହା ହେଉଛି ମହେସ ଭଟ୍ଟ ଙ୍କ ସଢଯନ୍ତ୍ର । ଯଦି ଆପଣ ମାନେ ଜାଣି ନାହାଁନ୍ତି ଏହି ମହେସ ଭଟ୍ଟ କିଏ ତେବେ କହି ଦେବୁ କି ଇଏ ବଲିଉଡ ର ଜଣେ ବହୁତ ବଡ ଡିରେକ୍ଟର ଅଟନ୍ତି । ଏବଂ ଆଲିଆ ଭଟ୍ଟ ଙ୍କ ବାପା ଅଟନ୍ତି । ତେବେ ଆମେ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଖବର ବିଷୟ ରେ କହୁଛୁ ତା ପୂର୍ବ ରୁ ପୋଷ୍ଟ କୁ ଗୋଟିଏ ସେୟାର କରି ଦିଅନ୍ତୁ । ତେବେ ସଂମ୍ପର୍ଣ୍ଣ ଖବର ଟି ହେଲା ସୁଶାନ୍ତ ଙ୍କ ଗାର୍ଲଫ୍ରେଣ୍ଡ ଯେଉଁ ଥିଲେ ରିଆ ଚକ୍ର ବର୍ତି ତାଙ୍କର ବହୁତ ନିର୍ବିଡ ସଂମ୍ପର୍କ ଥିଲା ମହେସ ଭଟ୍ଟ ଙ୍କ ସହିତ । ତେବେ ଦର୍ଶକ ବନ୍ଧୁ ସୁଶାନ୍ତ ସିହଂ ରାଜ ପୁତ ଙ୍କୁ ମହେସ ଭଟ୍ଟ ପ୍ରାୟ 7 ମାସ ତଳେ ବ୍ୟନ୍ କରି ସାରି ଥିଲେ। ହେଲେ ସୁଶାନ୍ତ ସିହଂ ରାଜ ପୁତ ଙ୍କର କୈଣସି ବି ସଂମ୍ପର୍କ ନ ଥିଲା ମହେସ ଭଟ୍ଟ ଙ୍କ ସହିତ ।
ହେଲେ ସୁଶାନ୍ତ ସିହଂ ରାଜ ପୁତ ଙ୍କ ଗାର୍ଲଫ୍ରେଣ୍ଡ ଙ୍କ ସହିତ ତାଙ୍କର ସଂମ୍ପର୍କ ଥିଲା ମହେସ ଭଟ୍ଟ ଜଣେ ବୁଢା ବ୍ୟକ୍ତି ହେଲେ ବି ମଧ୍ୟ ତାଙ୍କ ସହିତ ସଂମ୍ପର୍କ ରଖି ଥିଲେ ନିଜର ଫାଇଦା ପାଇଁ ତେବେ ମହେସ ଭଟ୍ଟ ପୂରା ପୁରୀ ଭାବେ ରିଆ ଚକ୍ରବର୍ତି ଙ୍କୁ ନଚାଉ ଥିଲେ । ଏବଂ ତାଙ୍କର ହିଁ ଇସାରା ରେ ସେ ସୁଶାନ୍ତ ସିହଂ ରାଜ ପୁତ ଙ୍କୁ ଭଲ ପାଉ ଥିଲେ ଏବଂ ସୁଶାନ୍ତ ସିହଂ ରାଜ ପୁତ ଙ୍କ ମୃତ୍ୟୁ ର ଗୋଟିଏ ସପ୍ତାହ ପୂର୍ବ ରୁ ସେ ସଂମ୍ପର୍କ ଭାଙ୍ଗି ଦେଇ ଥିଲେ ।ସେହି ପରି ଭାବେ ସୁଶାନ୍ତ ଙ୍କ ଡାଇରୀ ରୁ ଜଣା ପଡିଛି କି ସେ କେବେ ବି ରିଆ ଙ୍କୁ ଭରଷା କରୁ ନ ଥିଲେ ଏବଂ ସେ ଜାଣି ଥିଲେ କି ରିଆ ଙ୍କ ମନ ରେ ଗୋଟିଏ ସଢଯନ୍ତ୍ର ରହିଛି ବୋଲି ।ତେବେ ଏହି କଥା ବି ସଂମ୍ପର୍ଣ୍ଣ ହୋଇଛି କି ରିଆ ଙ୍କ ସହିତ ମହେସ୍ ଙ୍କ ସହିତ ଶାରିରୀକ ସଂମ୍ପର୍କ ରହିଛି କାରଣ ମହେସ୍ ଭଟ୍ଟ ସେମିତି ହିଁ ଜଣେ ବ୍ୟକ୍ତି ଯେ କି 20 ବର୍ଷ ବୟସ ରୁ ବିବାହ କରି ଏବେ ଯାଏ ସେ ତିନୋଟି ପତ୍ନୀ ଙ୍କୁ ଛାଡି ଏବେ ସୋନି ରାଜଦାନ୍ ଙ୍କୁ ବିବାହ କରି ଥିଲେ ।
ଏବଂ ପରେ ତାଙ୍କର ଦୁଇଟି ସନ୍ତାନ ହେଲା ଜଣେ ହେଲେ ସାଇନ୍ ଭଟ୍ଟ ଏବଂ ଆଉ ଜଣେ ଆଲିଆ ଭଟ୍ଟ ତେବେ ସେହି କାରଣ ରୁ ସୁଶାନ୍ତ ସିହଂ ରାଜ ପୁତ ବି କିଛି କରି ପାରୁ ନ ଥିଲେ । ମହେସ୍ ଭଟ୍ଟ ଙ୍କ ଅତିତ ଏମିତି କଥା ରେ ଭରି ପଡିଛି ସେ କାମ ଦେବା ଲାଳସା ରେ ବହୁତ ଗୁଡିଏ ଝିଅ ସହିତ ଖେଳନ୍ତି ମଧ୍ୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।