ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ବଳରାମ ଯୋଜନା ବିଷୟ ରେ କହିବୁ ଯେଉଂ ଥିରେ କୁହା ଯାଉଛି କି କୃଷି ଋଣ ମିଳିବ ବୋଲି । ତେବେ ଏଠାରେ ଆପଣ ମାନଙ୍କୁ କୃଷି ଋଣ ମିଳିବ ନାହିଁ ଏବଂ ଆପଣ ମାନେ ଏହି ଯୋଜନା ର ଲାଭ କେମିତି ଉଠେଇ ପାରିବେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ଆମ ରାଜ୍ୟ ସରକାର କାଳିଆ ଯୋଜନା ଆଣି ଥିଲେ । ଏବଂ ବର୍ତମାନ ସମୟ ଯାଏ ବି ପ୍ରକୃତ ଚାଷୀ ମାନଙ୍କୁ କାଳିଆ ଯୋଜନା ର ଟଙ୍କା ମିଳି ପାରି ନାହିଁ । ହେଲେ ପୁଣି ଥରେ ଆଉ ଗୋଟିଏ ନୂଆ ଯୋଜନା ଆଣିବା ପାଇଁ ଯାଉଛନ୍ତି ଆମ ରାଜ୍ୟ ସରକାର ଜାହାର ନାମ ବଳିଆ ଯୋଜନା ବୋଲି ଜଣା ପଡିଛି ।
ତେବେ ଏହି ଯୋଜନା ମାଧ୍ୟମ ରେ ଭୂମି ହୀନ ଚାଷୀ ପ୍ରାୟ 7 ଲକ୍ଷ ଚାଷୀ ମାନଙ୍କୁ 1 ହଜାର 40 କୋଟି ର ଋଣ ଯୋଗେଇ ଦେବା ପାଇଁ ଏହି ପ୍ରୟାସ ରହିଛି ବୋଲି ଜଣା ପଡିଛି । ଏହାକୁ ଜଂଏଣ୍ଟ ଲେବିଲିଟି ଗୃପ୍ ମାଧ୍ୟମ ରେ ଏହି ଋଣ ଯୋଗାଣ ହେବ ବୋଲି ଜଣା ପଡିଛି । ତେବେ ଏହି ଦିନ ରେ ଏହି ସବୁ କୁ ନେଇ ମୂଖ୍ୟ ଶାସନ ସଚିବ ଅସିଦ୍ ତ୍ରୀପାଠୀ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଟିତ ବୈଠକ ରେ ଭୂମିହୀନ ଚାଷୀ ମାନଙ୍କୁ କୃଷି ଋଣ ଯୋଗାଣ ପାଇଁ ଅଭିନବ ଯୋଜନା କରା ଜାଇଛି । ତେବେ ଏହି ସବୁ କୁ ପ୍ରତି ସହର ଏବଂ ଗ୍ରାମାଞ୍ଚଳ ରେ ରହି ଥିବା ଜଂଏଣ୍ଟ ଲେବିଲିଟି ଗୃପ୍ ମାଧ୍ୟମ ରେ ଏହି ଟଙ୍କା କୁ କୃଷକ ମାନଙ୍କ ପାଖରେ ପହଁଚା ଯିବାର ଯୋଜନା ରହିଛି ।
ଏବଂ ଏହି ମଧ୍ୟ ରେ ପ୍ରାୟ 70 ହଜାର ଗୃପ୍ କାର୍ଯ୍ୟକାରୀ ହେବେ ଏବଂ ଲୋକ ମାନଙ୍କୁ ଋଣ ଦେବେ । ତେବେ ଏହି ଥିରେ ବର୍ଷ କୁ 3 ଲକ୍ଷ 50 ହଜାର ଚାଷୀ ଙ୍କ ହିସାବ ରେ ଦୁଇ ବର୍ଷ ରେ 7 ଲକ୍ଷ ଚାଷୀ ମାନଙ୍କୁ ଏହି ଉପକୃତ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।