ତାରକ ମେହେତା ସିରିଏଲର ଏହି କଳାକାରଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର

adii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତରେ ଟିଭି ସୋ କୁ ଦେଖିବା ଏବଂ ପସନ୍ଦ ମଧ୍ୟ କରା ଜାଇ ଥାଏ । ଏମିତି ହିଁ ଗୋଟିଏ ସିରିଏଲ ତାରକ ମେହେତା ର ଓଲଟା ଚଶମା ଜାହାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ସିରିଏଲ ଟି ପ୍ରାୟ 12 ବର୍ଷ ରୁ ଚାଲି ଆସୁଛି । ବର୍ତମାନ ସମୟରେ ଏହାର ପ୍ରାୟ 29 ଶହ 60 ଏପିସୋର୍ଡ ପ୍ରଶାରିତ ହୋଇ ସାରିଛି । ବର୍ତମାନ ସମୟ ରେ ଏହି ସିରିଏଲ ର ସବୁ କଳାକାର ମାନେ ବହୁତ ହିଁ ଲୋକ ପ୍ରିୟ ହୋଇ ସାରିଛନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ବାଘା ଙ୍କ ରୋଲ ନିଭାଉ ଥିବା ଅଭିନେତା ଙ୍କ ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବା ।

tarak

ସେମିତି ବାଘା ତାରକ ତାରକ ମେହେତା ର ଓଲଟା ଚଶମା ସିରିଏଲ ରେ ଗଡା ଇଲେକ୍ଟ୍ରୋନିଂକ୍ସ ରେ କାମ କରି ଥାଏ । ଆପଣ ମାନଙ୍କୁ କେହି ଦେବୁ କି ବାଘା ର ଅସଲ ନାମ ତନ୍ମୟ ବେଘାରିଆ ଅଟେ । ସେ ଜଣେ କମେଡି ଅଭିନେତା ଅଟନ୍ତି । ତାଙ୍କର ଜନ୍ମ ଗୁଜୁରାଟ ରେ ହୋଇ ଥିଲା । ସେହି ପରି ତାଙ୍କର ପରିବାର ଙ୍କ ବିଷୟ ରେ କଥା ହେବା ତେବେ ତାଙ୍କ ବାପା ଙ୍କ ନାମ ଅରବିନ୍ଦ ବେଘାରିଆ ଅଟେ । ଏବଂ ସେ ବି ଜଣେ ଟିଭି ଅଭିନେତା ଅଟନ୍ତି ।

tarr

ତନ୍ମୟ ବେଘାରିଆ ଙ୍କର ପତ୍ନୀ ଙ୍କ ନାମ ନିତ୍ସୁ ବେଘାରିଆ ଅଟେ ଏବଂ ତାଙ୍କର ଆଜିର ଦିନ ରେ ଗୋଟିଏ ଝିଅ ବି ରହିଛି । ସେମିତି ରେ ତନ୍ମୟ ବେଘାରିଆ ତାରକ ମେହେତା ର ଓଲଟା ଚଶମା ସିରିଏଲ ରେ ବହୁତ ହିଁ ଭଲ ଅଭିନୟ କରି ଥାନ୍ତି ସେମିତି ରେ ଆପଣ ମାନଙ୍କୁ ଏହି ସିରିଏଲ ରେ ଆପଣ ମାନଙ୍କୁ ବହୁତ ଭଲ କାହାର ଅଏଭିନୟ ଆପଣ ମାନଙ୍କୁ ଲାଗୁଛି ସେହି ବିଷୟ ରେ ଆପଣ ମାନେ ଆମକୁ କମେଣ୍ଟ କରି ଆମକୁ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *