Tiktok ଗଲା ପରେ ଚିନ ର କେତେ ଟଙ୍କା କ୍ଷତି ହେଲା ଜଲଦି ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଟିକ ଟକ୍ ସଂମ୍ପର୍ଣ୍ଣ ଭାବେ ଭାରତ ରୁ ବ୍ୟନ୍ ହୋଇ ସାରିଛି । ଏବଂ ଏହା ସହିତ ପ୍ଲେ ଷ୍ଟୋର ରୁ ବି ଏହାକୁ ହଟେଇ ଦିଆ ସରିଛି । ଏବଂ ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ବି ବିଗତ ଦୁଇ ଦିନ ହେବ ଟିକ ଟକ୍ କୁ ଭାରତ ର କୋଡିଏ କୋଟି ଲୋକ ମାନେ ଅନଇଷ୍ଟଲ କରିଛନ୍ତି । ଏବଂ ଏହିଥି ପାଇଁ ପାଖି ପାଖି ଚାଇନା କୁ 150 କୋଟି ର କ୍ଷେତି ହୋଇଛି । ସେହି ପରି ଆପଣ ମାନଙ୍କୁ କହିବୁ ଭାରତ ରୁ ଟିକଟକ୍ ଗଲା ପରେ ଭାରତ ରେ ମଧ୍ୟ ସେମିତି ଆପ୍ଲିକେସନ ବାହାରିଛି । ଏବଂ ଏହି ଚାରି ପାଞ୍ଚ ଦିନ ମଧ୍ୟ ରେ ରେକର୍ଡ ଭାଙ୍ଗି ଦେଇଛି ଭାରତ ର ଆପ୍ଲିକେସନ ଗୁଡିକ ।

ସେହି ମଧ୍ୟ ରୁ ପ୍ରଥମ ଆପ୍ଲିକେସନ ହେଲା MITRO ଆପ୍ଲିକେସନ ଏହି ଆପ୍ କୁ 10 ଦିନ ମଧ୍ୟ ରେ 10 କୋଟି ଲୋକ ଡାଉନଲୋର୍ଡ କରିଛନ୍ତି । ସେହି ପରି ଦ୍ୱତୀୟ ରେ ଆସୁଛି Chingari ଆପ୍ଲିକେସନ ଯେତେ ବେଳେ ଟିକଟକ୍ ଥିଲା ଏହାକୁ କେବଳ 20 ହଜାର ଲୋକ ଡାଉନଲୋର୍ଡ କରି ଥିଲେ ହେଲେ ଏବେ ଏହାକୁ 50 ଲକ୍ଷ ଲୋକ ମାନେ ଏହାକୁ ଡାଉନଲୋର୍ଡ କରିଛନ୍ତି । ଏବଂ ଏହି ଆପ୍ଲିକେସନ ରେ ଓଡ଼ିଆ ଭାଷା ସପୋର୍ଟ କରୁଛି । ତେବେ ଓଡ଼ିଆ ଲୋକ ମାନଙ୍କ ପାଇଁ ଏହା ବହୁତ ଭଲ ଆପ୍ଲିକେସନ ହୋଇ ପାରିବ ।

ତା ସହିତ ଏହି ଆପ୍ଲିକେସନ ରେ ଆପଣ ମାନେ ପଇସା ମଧ୍ୟ ଆୟ କରି ପାରିବେ ଗେମ୍ ଖେଳି କରି । ତେବେ ଆଗାମୀ ସମୟ ରେ ଟିକଟକ୍ ଆସିବାର ସମ୍ଭାବନା ମୋଟେ ବି ନାହିଁ । ଆଉ ସେହିଥି ପାଇଁ ଯଦି ଆପଣ ମାନେ ଟକଟକ୍ ଭଳି ଆପ୍ ବନଉ ଥିଲେ ତେବେ ଜଲ୍ଦି ଜଲ୍ଦି ଆପଣ ମାନେ ଏହି ଆପ୍ ଗୁଡିକୁ ଡାଉନଲୋର୍ଡ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *