ସୁଶାନ୍ତଙ୍କ ଫିଲ୍ମ “ଦିଲ୍ ବିଚାରା” ଭାଙ୍ଗିଲା ସବୁ ରେକଡ , ଗୋଟିଏ ଦିନରେ ଏତେ ଟଙ୍କା କଲା ରୋଜଗାର

dil2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେତେ ବେଳେ “Dil Bechara” ର ଟ୍ରେଲର ଲଞ୍ଚ ହୋଇ ଥିଲା ସେହି ସମୟ ରେ ଏହା ଇୟୁଟିୟୁବ୍ ର ସବୁଠୁ ଅଧିକ ଲାଇକ୍ ପାଇ ଥିବା ଟ୍ରେଲର ରହି ଥିଲା । ଏବଂ ପଲ୍ଟିନା ଷ୍ଟାର ର ଅଫିସିଆଲ ରିମେକ୍ ରହି ଥିବା ବେଳେ ଏହା ତାହାକୁ ବି ପଛରେ ଛାଡି ଦେଲା । ସୁଶାନ୍ତ ସିହଂ ଙ୍କ ମୃତ୍ୟୁୁ ର 40 ଦିନ ପରେ ଓଟିଟି ଏବଂ ଡିସ୍ବି ଏହା ସହିତ ହଟ ଷ୍ଟାର ରେ ତାଙ୍କ ସେଷ ଫିଲ୍ମ ଦିଲ୍ଲୀ ବିଚାରା ରିଲିଜ୍ ହେବାକୁ ଯାଉଛିି ।

dill

ଏହି ଫିଲ୍ମ ର ଅପେକ୍ଷା ବହୁତ ଦିନ ରୁ କରା ଜାଉ ଥିଲା । ଏବଂ ଏହି ଫିଲ୍ମ କୁ ନେଇ କରି ବହୁତ ସାରା ଇମୋସନ୍ ରହିଛି । ଏବଂ ଆଉ ଗୋଟିଏ ପଟେ ବହୁତ ଏକ୍ସାଇଟେଡ୍ ବି ରହିଛି ଏହି ଫିଲ୍ମ କୁ ନେଇ । ହେଲେ ଏବେ ତାଙ୍କର ଫିଲ୍ମ ଆଗକୁ ଦେଖି ହେବ ନାହିଁ । ହେଲେ ଯେମିତି ହିଁ ଏହି ଫିଲ୍ମ ରିଲିଜ୍ ହେଲା ଏହାର ରେସ୍ପନ୍ସ ବହୁତ ଆଶ୍ଚର୍ଯ୍ୟ ଜନକ ଥିଲା । ସୋସିଆଲ ମିଡିଆ ରୁ ନେଇ କରି ସବୁ ଆଡେ ଏହି ଫିଲ୍ମ ର ଚର୍ଚ୍ଚା ଥିଲା । ଏବଂ ଏହି ଫିଲ୍ମ କୁ ବହୁତ ପସନ୍ଦ କରା ଜାଇ ଥିଲା । ଏମିତି ରେ ଡିସ୍ବି ଏହା ସହିତ ହଟ ଷ୍ଟାର ନିଜର ଅଫିସିଆଲ ଏକାଉଣ୍ଚ ରେ କହିଛନ୍ତି କି । ଏହା ଗୋଟିଏ ଏମିତି ଫିଲ୍ମ ଜାହା ସବୁ ଦିନ ପାଇଁ ଲୋକ ମାନଙ୍କ ମନ ରେ ବନି ରହିବ ।

dil-becher

ଆପଣ ମନଙ୍କ ଭଲ ପାଇବା ହିଁ ଦିଲ୍ଲୀ ବିଚାରା କୁ ବହୁତ ବଡ ଓପନିଂ ଦେଇଛି । ଏମିତି ରେ ଏହା ଯେତେ ବେଳେ ରିଲିଜ୍ ହୋଇ ଥିଲା ତେବେ ବହୁତ ସ୍ଥାନ ରେ ହଟଷ୍ଟାର ର ଏହି ଆପ୍ କ୍ରାସ୍ ହେଉ ଥିବାର ଦେଖିବା ପାଇଁ ମିଳି ଥିଲା । ମାନେ ବର୍ତମାନ ସମୟ ରେ କେତେ ଲୋକ ମାନେ ଏହାକୁ ଦେଖିବା ପାଇଁ ପସନ୍ଦ କରୁ ଥିବେ । ଏହା ପୂର୍ବ ରୁ ଏହାର ଟ୍ରେଲର ଯେତେ ବେଳେ ଇୟୁଟିବ୍ୟୁ ରେ ରିଲିଜ୍ ହୋଇ ଥିଲା ତେବେ ଏହ ସବୁଠୁ ଅଧିକ ଲାଇକ୍ କରା ଜାଉ ଥିବା ଟ୍ରେଲର ବନି ଜାଇ ଥିଲା । ଆପଣ ମାନେ ବର୍ତମାନ ସମୟ ରେ ଏହି ଫିଲ୍ମ ଦେଖିଛନ୍ତି ନାହିଁ ଯଦି ଦେଖିଛନ୍ତି ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣାନ୍ତୁ , ଆଉ ସବୁଠୁ ବଡ କଥା ହେଲା , ଏହି ଫିଲ୍ମ କୁ ଗୋଟିଏ ଦିନରେ ପ୍ରାୟ 9 କୋଟି ଲୋକ ଦେଖିଛନ୍ତି  ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *