ସୁଶାନ୍ତଙ୍କୁ ମିଳିଲା ନ୍ୟାୟ ଶେଷରେ ଜେଲ ଯିବେ ଷଡଯନ୍ତ୍ରକାରି |

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଗୋଟିଏ ଖୁସୀ ଖବର ଆସିଛି କି ସଲମାନ ଖାନ୍ ଙ୍କୁ ବହୁତ ଜଲ୍ଦି ଜେଲ୍ ହୋଇ ପାରେ । ହଁ ଆଜ୍ଞ୍ୟା ଠିକ୍ ସୁଣି ଛନ୍ତି । ଯେଉଂ ସଲମାନ ଖାନ୍ ଙ୍କର ସବୁଠୁ ବଡ ହାତ ରହିଛି ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମୃତ୍ୟୁ ଉପରେ । ହେଲେ ଏହି ଜେଲ୍ ଯିିବା ଟା ସୁଶାନ୍ତ ସିହଂ ରାଜ ପୁତ ଙ୍କ ପାଇଁ ନୁହେଁ ବରଂ ମୋନୀ ଲୋଣ୍ଡ୍ରୀ ପାଇଁ । ସଲମାନ ଖାନ୍ ଯେଉଁ କୋଟି କୋଚି ଟଙ୍କା ଆୟ କରି ଥାନ୍ତି ସେ ତାହାର ଟେକ୍ସ ନ ଦେଇ ଲୋଡ୍ରିଂ କରୁ ଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସୁଣି ଥିବେ ସଲମାନ ଖାନ୍ ଙ୍କ ଏକ କପଡା ର ବ୍ରାଣ୍ଡ ରହିଛି ବିଂ ହ୍ୟୁମନ୍ ଏହି ବ୍ରାଣ୍ଡ୍ ରୁ ଜାହା ସବୁ ଲାଭ ହୋଇ ଥାଏ ସେ କୁହନ୍ତି କି ସେ ସବୁ କିଛି ଗରିବ ଙ୍କୁ ଦାନ କରି ଦେଇ ଥାନ୍ତି । ଏବଂ ପରେ କୈଣସି ଫିଲ୍ମ କରିବା ପରେ ଯେଉଁ 30 କୋଟି ବା 50 କୋଟି ପାଇ ଥାନ୍ତି ସେ ସେହି ଥିରୁ 50 ପ୍ରତିଶତ ଗରିବ ମାନଙ୍କୁ ଦାନ କରି ଦେଇ ଛନ୍ତି ବୋଲି କହି ଥାନ୍ତି । ଜାହା ଫଳ ରେ ତାଙ୍କୁ କୈଣସି GST ବା TEX ଦେବାକୁ ପଡେ ନାହିଁ ହେଲେ ଏହି ଦିନ ରେ ଡିରେକ୍ଟର ଅଭିନବ୍ କଷ୍ୟପ୍ କହି ଛନ୍ତି କି । ଏହି ସବୁ ସଂମ୍ପର୍ଣ୍ଣ ମିଛ ଏବଂ ସେ କେବଳ ନିଜର ବ୍ଲାକ୍ ମୋନି କୁ ଲୁଚେଇବା ପାଇଁ ଏମିତି କହି ଥାନ୍ତି । ନିଜର ଖରାପ୍ ଗୁଣ ସେ ଆଜି ଯାଏ ଜାହା ସବୁ କାଣ୍ଡ କରି ଆସିଛନ୍ତି ସେହି ସବୁ କୁ ଲୁଚେଇବା ପାଇଁ ଏମିତି କହି ଥାନ୍ତି ।

ଦର୍ଶକ ବନ୍ଧୁ ସଲମାନ ଖାନ୍ ଙ୍କ ଅତିତ ଆପଣ ମାନେ ଜାଣି ଥିବେ ସେ ହିଟ୍ ଏଣ୍ଡ ରନ୍ ଏବଂ ବ୍ଲାକ୍ ୱାକ୍ କୋଚିଂ ପାଇଁ ବି ସେ ଜେଲ୍ ଜାଇ ସାରିଛନ୍ତି । ଏବଂ ଏହି ଖରାପ୍ କାଣ୍ଡ କୁ ଲୁଚେଇ ବା ପାଇଁ ତାଙ୍କ ବାପା ସଲିମ୍ ଖାନ୍ ତାଙ୍କ ନାମ ରେ ବହୁତ ଗୁଡିଏ ଟ୍ରଷ୍ଟ ଖୋଲି ଦେଇ ଥିଲେ ଯେଉଂ ଥିରୁ ଦାନ ହୋଇ ଥାଏ । ହେଲେ ବର୍ତମାନ ସମୟ ରେ ଏହା ପ୍ରମାଣ ହୋଇ ସାରିଛି କି ଏହା କେବଳ ଲୋକ ଦେଖାଣୀଆ । ସଲମାନ ଖାନ୍ ସବୁ ବେଳେ ନିଜକୁ ଡନ୍ ବୋଲି ଭାବନ୍ତି ଏବଂ ତାଙ୍କ ବିପକ୍ଷ ରେ ଯିଏ ବି ଆସିଲା ସେ ସଂମ୍ପର୍ଣ୍ଣ ଭାବେ ସେଷ କରି ଦେଇ ଥାନ୍ତି । ଯଦି ଆମେ ଏହାର ଜ୍ୱଳନ୍ତ ଉଦାହରଣ ଦେବା ତେବେ ତାହା ଆପଣ ମାନେ ଜାଣି ଥିବେ ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ କେମିତି ଭାବେ ଫସେଇ ଦିଆ ଗଲା ।

ଏବଂ ମିଳି ଥିବା ସୂଚନା ଅନୁସାରେ ଆଗାମୀ ଦିନ ରେ ସଲମାନ ଖାନ୍ ଙ୍କ କେରିଅର ବରବାଦ୍ ହେବାକୁ ଯାଉଛି । କାରଣ ବର୍ତମାନ ସମୟ ରେ ସେ ବହୁତ ପରିମାଣ ରେ ଟ୍ରୋଲ ହେବା ସହିତ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ବହୁତ ଲୋକ ମାନଙ୍କ ଦ୍ୱାରା ଆନ ଫୋଲ୍ଲ ହୋଇ ସାରିଛନ୍ତି । ଏବଂ ତାଙ୍କୁ ବଲିଉଡ ରୁ ବାହାରି ଯିବା ପାଇଁ ବର୍ତମାନ ସମୟ ରେ ସ୍ୱର ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *