ଆତ୍ମହତ୍ୟା କଲେ ଆଦିତ୍ୟ ଦାସ , ଆଳ୍ପ କେତ ଦିନରେ ସାରା ଓଡିଶାରେ ହୋଇ ପାରିଥିଲେ ଫେମୋସ

adiiii

ଆଜି ସକାଳୁ ସକାଳୁ ଓଡିଶାର ସୋସିଆଲ ମିଡିଆ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଦୁଃଖ ଖବର , ପିପୁଲ ଫର ସେଭାର ପ୍ରତିଷ୍ଠାତା ତଥା ଅତି କମ ଦିନରେ ନିଜର ମିଠା ମିଠା ନିତି ଶିକ୍ଷା ଦ୍ୱାରା ଲୋକ ମାନଙ୍କୁ ମୋଟିଭେଟ କରୁଥିବା ଲୋକ ଆଦିତ୍ୟ ଦାସ ସମସ୍ତଙ୍କୁ ଛାଡି ଏ ଦୁନିଆରୁ ଚାଲି ଯାଇଛନ୍ତି , ଆଜି ସକାଳୁ ସକାଳୁ ତାଙ୍କ ମୃତ ଦେହକୁ ଏକ ଟ୍ରେନ ଲାଇନ ପାଖରୁ ପୋଲିସ ଉର୍ଧାର କରିଛି ,

ଏହା ଆତ୍ମହତ୍ୟା ନା ପ୍ରି ପ୍ଲାନ ମର୍ଡର ଏବେ ଜାଏ ଏହାର କୋଣସି ସନ୍ଧାନ ପୋଲିସ କୁ ମିଳି ପାରି ନାହିଁ , ହେଲେ ଏହା ଶତ ଯେ ଆଉ ଆମ ଗହଣରେ ନାହାନ୍ତି ଆତିତ୍ୟ ଦାସ , ସେ କେବଳ ଜମେ ଭଲ ବ୍ୟକ୍ତି ନଥିଲେ ଭଲ ବକ୍ତା ମଧ୍ୟ ଥିଲେ , ସେ ପିପୁଲ ଫର ସେବା ନାମକ ଏକ ବୃଦ୍ଧା ଶ୍ରମର ପ୍ରତିଷ୍ଟା କରିଛନ୍ତି , ସେହି ବୃଦ୍ଧା ଆସ୍ରମରେ 100 ରୁ ଉର୍ଧ ବୃଦ୍ଧଙ୍କୁ ସେ ନିଶ୍ଲୁକ ରେ ରଖୁଥିଲେ ,

adityaaa

ହେଲେ ସକାଳୁ ସକାଳୁ ଆଦିତ୍ୟଙ୍କର ବିଷୟରେ ଏହି ଭଳି ଖବର , କେହିବି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି , ଆଦିତ୍ୟଙ୍କ ଅନେକ ପ୍ରଶଂସକଙ୍କ କହିବା କଥା କି ଅଦିତ୍ୟ ଏତେ କମ ଜୋର ନୁହଁନ୍ତି କି ସେ ଆତ୍ମ ହତ୍ୟା କରିବା , ଏହା ନିଶ୍ଚିନ୍ତ ଭାବେ ଏକ ମଡର , ସେ ଏହି ଅଳ୍ପ ଦିନ ତଳେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମଦ ବିରୋଧି ଆନ୍ଦୋଳନ କରିଥିଲେ , ଏବଂ ତାଙ୍କର ଏହି ଆନ୍ଦୋଳନରେ ତାଙ୍କୁ ସାରା ଓଡିଶାରେ ବହୁତ ସମର୍ଥନ ମିଳିଥିଲା ,

aditya

ଏହା ବ୍ୟତିଦ ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି , ସେ ଗତ 2 ଦିନ ତଳେ ସୋସିଆଲ ମିଡିଆରେ ଏକ ମୋଟିଭେସନାଲ ଭିଡିଓ ଛାଡି ଥିଲେ , ୟେଉଁ ଭିଡିଓକୁ 5 ଲକ୍ଷରୁ ବି ଅଧିକ ଲୋକ ଦେଖିଥିଲେ , ହେଲେ ଗତ କାଲି ସଂନ୍ଧାରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଦୁଃଖ ଭରା ପୋଷ୍ଟ ହୋଇଥିଲା , ଯେଉଁଥିରେ ସେ ଲେଖିଥିଲେ , “ମୃତ୍ୟୁ ଯେତେବେଳେ ଆସେ ,ବହୁତ୍ ଧୀରେ ଧୀରେ ଆସେ କେହି ଜାଣି ପାରନ୍ତି ନାହିଁ ।” .

ହେଲେ ଏହି ପୋଷ୍ଟ ମାଧ୍ୟମରେ ସେ ନିଜ ମୃତ୍ୟୁ ବିଷୟରେ ଲେଖଇଛନ୍ତି ବୋଲି କେହିବି କଳ୍ପନା କରି ପାରି ନଥିବେ , ତାଙ୍କର ଅନେକ ପ୍ରଶମସକଙ୍କ କହିବା କଥା କି ଆଦିତ୍ୟ କେବେବି ଆତ୍ମ ହତ୍ୟ କରି ନଥିବେ , ତାଙ୍କୁ କେହି ନିଶ୍ଚିନ୍ତ ରୁପେ ମାରି ଟ୍ରେନ ଲାଇନରେ ପକେି ଦେଇଛି , ହେଲେ ପୋଲିସ ଏ ସମ୍ପର୍କରେ ଏବେ ଯାଏ କୌଣସି ସୁଚନା ଦେଇ ନାହିଁ , ତେବେ ବାକି ରହିଲା ପୋଲିସର ସୁଚନାକୁ

ଆମ ଓଡିଶା ରିୟଲ ଟିମ ତରଫରୁ ଭଗବାନଙ୍କ ପାଖେ ଏତିକ ପ୍ରାର୍ଥନା ତାଙ୍କର ଅମର ଆତ୍ମାକୁ ଭଗବାନ ସଦଗତି ପ୍ରଦାନ କରନ୍ତୁ , ଓଡିଶା ସମ୍ବନ୍ଧିୟ ଟିକ ନିକ ଖବର ସବୁଦିନେ ପଢିବା ପାଇଁ ଏବେ ହିଁ ଲାଇକ ବଟନରେ କ୍ଲିକ କରନ୍ତୁ ,

Leave a Reply

Your email address will not be published. Required fields are marked *