ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି ଏହାର ଡବଲ ମିନିଙ୍ଗ ପ୍ରଶ୍ନ । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1: ଯେତେ ଇଚ୍ଛା ସେତେ ଝାଙ୍କିଲି ଚିପି ଦେଇ ବ୍ୟବହାର କରିଲି ସେହି ଜିନିଷ ଟି କଣ ? ଏହାର ସଠିକ୍ ଉତ୍ତର ହେଲା ହ୍ୱାଇଟନର ।
2: ମନ୍ଥି ମନ୍ଥି କରି ଠିଆ କରିଲି କଣା ଦେଖି ପୁରେଇ ଦେଲୀ କଣ ସେହି ଜିନିଷ ଟି ? ଏହାର ସଠିକ୍ ଉତ୍ତର ହେଲା ଛୁଞ୍ଚି ସୂତା ।
3: ପୁଅ ମାନଙ୍କୁ ଝିଅ ମାନଙ୍କର କୋମଳ ମିଠା କଣ ପସନ୍ଦ ? ଏହାର ସଠିକ୍ ଉତ୍ତର ହେଲା ପୁଅ ମାନଙ୍କୁ ଝିଅ ମାନଙ୍କର ସ୍ୱର ପସନ୍ଦ ।
4: ତା ଅଣ୍ଟା କୁ ହାତ ରେ ଧରିଲି ଓଠ ରେ କିସ୍ କରିଲି ତଳ ଖାଡି ରେ ଲଗେଇ ଦେଲି ସେ କଣ ? ଏହାର ଉତ୍ତର ହେଲା ସିଗାରେଟ୍ ।
5: ଫଟା ଫଟା ସେ ଜନମ ଫଟା ଫଟା ଚାରି ପାଖେ ବାଳ ଫଟା କୁ ବୁଜି ଦେଲେ ବୁଜି ହୋଇ ଯାଏ କୋଲି ଦେଲେ ନିର୍ମଳ ? ଏହାର ସଠିକ୍ ଉତ୍ତର ହେଲା ଆଖି ଏହାର ଚାରି ପାଖରେ ରହିଛି ବାଳ ଏଏବଂ କୋଲି ଦେଲେ ତାହା ନିର୍ମଳ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।