ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଉପରୁ ଏ ଯାଏ ଉଠି ପାରିଲା ନାହିଁ ରହସ୍ୟ । ସେହି ପରି ବେଳେ ଆଦିତ୍ୟ ଦାସ୍ ଙ୍କୁ ମୃତ୍ୟୁ ନେଇ କିଛି ବି ଥଳ କୂଳ ପାଉ ନାହିଁ ଜିଆର୍ପି ପୋଲିସ୍ । ସେହି ପରି ବର୍ତମାନ ସମୟ ରେ ଭୁବନେଶ୍ୱର ରେ ଖୋଲତାଳ୍ ପରେ ପରେ ଏବେ କଟକ ରେ ଝିଅ ପରିବାର ଲୋକ ମାନଙ୍କୁ ସଂମ୍ପର୍ଣ୍ଣ ଜେରା କରିଛି । ଏବଂ ଏମିତି ବହୁତ ଗୁଡିଏ ପ୍ରଶ୍ନ ବି କରି ଥିବାର ଜଣା ପଡିଛି ।
ସେହି ପରି ବଲାଙ୍ଗୀର ରେ ରହୁ ଥିବା ଆଦିତ୍ୟ ଙ୍କର ଆଉ ଜଣେ ବନ୍ଧୁ ଙ୍କୁ ବି ଜେରା କରିବା ପାଇଁ ନୋଟିସ୍ କରିଛି ତଦନ୍ତ କାରୀ ପୋଲିସ୍ । ସେହି ପରି ବର୍ତମାନସମୟ ରେ ଏମାନଙ୍କ ପାରିବାରିକ କଳହ ଏବଂ ଏହି ପରି ଘୋଟାଲା ବିଷୟ ରେ ବିଶ୍ୱ ଅବଗତ ରହି ଥିବା ବେଳେ ଆଦିତ୍ୟ ଙ୍କୁ ଧମକ ପୂର୍ଣ୍ଣ କଲ୍ କେଉଁଠୁ ଆସୁ ଥିଲା ଏବଂ କିଏ କଲ୍ କରୁ ଥିଲା । ତାହା ମଧ୍ୟ ସେହି ବଲାଙ୍ଗୀର ବନ୍ଧୁ ମାନେ ବିସବ୍ ଙ୍କୁ ଜଣା ଥିିଲା ବୋଲି ପୋଲିସ୍ କହିଛି ।
ସେମିତି ଆଦିତ୍ୟ ଙ୍କ ମୃତ୍ୟୁ ଘଟଣା କୁ ଏହା ମଧ୍ୟ ରେ 14 ଦିନ ବିତି ଗଲାଣୀ ହେଲେ ବି ତାଙ୍କର ମୃତ୍ୟୁ ଉପରୁ ପରଦା ହଟି ପାରି ନାହିଁ । ସେହି ପରି ଜିଆର୍ପି ପୋଲିସ୍ ର କହିବା ଅନୁସାରେ ବିସବ୍ ହେଉଛନ୍ତି ଆଦିତ୍ୟ ଙ୍କର ଏକ ଘନିଷ୍ଟ ବନ୍ଧୁ ସେ ଦିନେ ବି ନ ଦେଖିଲେ ବା କଥା ନ ହେଲେ ଆଦିତ୍ୟ ଙ୍କ ସହିତ ରହି ପାରୁ ନ ଥିଲେ ସେହି ପରି କ୍ଷେତ୍ର ରେ ଆଦିତ୍ୟ ବି ତାଙ୍କର ସବୁ କଥା କୁ ସେ ବିସବ୍ ଙ୍କ ସହିତ ସେୟାର ବି କରୁ ଥିଲେ ତେବେ ଏଠାରେ ସେମାନେ ଭିଡ଼ିଓ କୋଲିଂ ମାଧ୍ୟମ ରେ କଥା ହେଉ ଥିଲେ ତେବେ ଆଦିତ୍ୟ ଙ୍କ ପାଖକୁ ଆସୁ ଥିବା ଧମକ ପୂର୍ଣ୍ଣ କଲ୍ ବିଷୟ ରେ ଆଦିତ୍ୟ ତାଙ୍କୁ ମଧ୍ୟ କହିଛନ୍ତି ।
ଏବଂ ଏହା କିଏ କରୁ ଥିଲା ସେହି ବିଷୟ ରେ ଆଗାମୀ ସମୟ ରେ ବିସବ୍ ଙ୍କୁ ପୋଲିସ୍ ସଂମ୍ପର୍ଣ୍ଣ ଭାବେ ଜେରା କରିବା ପାଇଁ ଚାହୁଁଛି ବୋଲି ଜିଆର୍ପି କହିଛି । ତେବେ ଆଗାମୀ ସମୟ ରେ କଣ ସବୁ ରିପୋର୍ଟ ଆସୁଛି ଆମେ ଆପଣ ମାନଙ୍କୁ ଜଣେଇ ରହୁ ଥିବୁ ସେହି ଯାଏ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।