କାହିଁକି ଆଦିତ୍ୟାଙ୍କ ସୁଇସାଇଡ ନୋଟର ଶେଷ 2 ପୃଷ୍ଟା ଲେଖିଥିଲେ ବାଦ୍ୟାଶ୍ରୀ , ମାନିଲେ ବିଦ୍ୟାଶ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଖୋଲୁଛି ଡାୟେରୀ ଗୁମର । ଡାୟେରୀ ରେ 4 ପୃଷ୍ଟା ନୁହଁ ବରଂ 6 ପୃଷ୍ଟା ଲେଖା ହୋଇଛି । ଆଉ ଦୁଇ ପୃଷ୍ଟା ବିଦ୍ୟାଶ୍ରୀ ଲେଖିଛନ୍ତି । ଏମିତି ରେ ଜିଆର୍ପି ର ଜେରା ବେଳେ ବିଦ୍ୟାଶ୍ରୀ ଦୁଇ ପୃଷ୍ଟା ନିଜେ ଲେଖିଛନ୍ତି ବୋଲି ଜଣା ପଡିଛି । ତେବେ ଏହା କଣ ପାଇଁ ସେ ଏମିତି କରି ଥିଲେ କଣ ଘଟଣା କୁ ଭିନ୍ନ ରୂପ ଦେହାକୁ ନିଜେ ଲେଖି ଥିଲେ କି କଣ ପାଇଁ ଏମିତି କରି ଥିଲେ । ଏବଂ ଦୁଇ ପୃଷ୍ଟା ର ହେଣ୍ଡରାଇଟିଂ ଜାଞ୍ଚ କରିବ କି ଜିଆର୍ପି । ସେହି ପରି ସିବିଆର ରିପୋର୍ଟ ରୁ ଜଣା ପଡିଛି କି ଜୁଲାଇ 7 ତାରିଖ ରେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ଙ୍କ ନମ୍ବର କୁ ଦୁଇ ଥର ମିସ୍ କଲ୍ କରି ଥିବାର ଜଣା ପଡିଛି ।

ସେହି ପରି ଆଦିତ୍ୟ ସଂନ୍ଧ୍ୟା 6.42 ରେ ଅଜଣା ନମ୍ବର କୁ କଲ କରିଥିଲେ । ସେହି ପରି ଏହି ଉପରେ ଜିଆର୍ପି ପୋଲିସ୍ କହିଛି କି ଏବେ ଆମର ତଦନ୍ତ ଚଳେଇଛୁ ଏବଂ ସବୁ ଅଙ୍ଗେଲ୍ କୁ ଦୃଷ୍ଟି ରେ ରଖି ଆମେ କୈଣସି ବି ଡିସିସନ୍ ରେ ଉପନିତ ହୋଇ ନାହିଁ । ସେମାନେ ସେହି ଠାରେ ଶ୍ରୀ ଏବଂ ତାଙ୍କର ଶାଶୁ ଏବଂ ଶଶୁର ଙ୍କୁ ପଚରା ଉଚୁରା କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟ ପଟେ ଆଦିତ୍ୟ ମୃତ୍ୟୁ କୁ ନେଇ ସୋସିଆଲ ମିଡ଼ିଆ ରେ ଝଡ ଲାଗି ରହିଛି କି ତାଙ୍କୁ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରା ଜାଇଛି ବୋଲି ଦାବୀ ହୋଇଛି ।

ଆଦିତ୍ୟ ଙ୍କ ସୁବେଚ୍ଛୁ ଏବଂ ରାଜ୍ୟ ର ଅନ୍ୟ ସଂଙ୍ଗଠନ ସଦସ୍ୟ । ଲଣ୍ଡା ହୋଇ ପ୍ରତିବାଦ କରିବା ସହିତ । ସେମାନେ ଏଠାରେ CBI ତଦନ୍ତ ଦାବୀ କରିଛନ୍ତି । ସେହି ପରି ଆଦିତ୍ୟ ଙ୍କର ବଲାଙ୍ଗୀର ବନ୍ଧୁ ଙ୍କର ଆଦିତ୍ୟ ଙ୍କ ମୃତ୍ୟୁ ପଛରେ ସଢଯନ୍ତ୍ର ରହି ଥିବାର କହିଛନ୍ତି । ସେହି ପରି ଆଦିତ୍ୟ କେବେ ବି ଆତ୍ମହତ୍ୟା କରି ପାରିବେ ନାହିଁ ବୋଲି ସେମାନେ କହିଛନ୍ତି । ସେହି ପରି ଜିଆର୍ପି ର କହିବା ଅନୁସାରେ ପଙ୍ଖାନୁପଙ୍ଖ ତଦନ୍ତ ପାଇଁ ଖୁବ୍ ଶିଘ୍ର ପପୁ , ବିକାସ, ପ୍ରିତମ୍ , ଏବଂ ବିଦ୍ୟାଶ୍ରୀ ସମସ୍ତ ଙ୍କ ସାମ୍ନା ରେ ଜେରା କରିବ ବୋଲି ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *