ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି ଓଲିଉଡ ର ସୁପର ଷ୍ଟାର କହିଲେ ପ୍ରଥମ ନାମ ଟି ଆସେ ସିଦ୍ଧାନ୍ତ ମହାପାତ୍ର ଙ୍କର ଏହି ବିଷୟ ରେ ଆପଣ ମାନେ ବି ବହୁତ ଭଲ ଭାବେ ଜାଣି ଥିବେ । ସିଦ୍ଧାନ୍ତ ମହାପାତ୍ର ଏମିତି ଜଣେ କଳାକାର ଅଟନ୍ତି ଜାହାଙ୍କ ଫିଲ୍ମ ଆଜି ଯାଏ ଗୋଟିଏ ବି ଫ୍ଲପ୍ ହୋଇ ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ତାଙ୍କର ପର୍ସିନାଲ ଲାଇଫ୍ , ତାଙ୍କର ଘର ପରିବାର ଏବଂ ସଂମ୍ପତୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।ସେମିତି ରେ ଆପଣ ମାନେ ଜାଣି ଥିବେ ସେ ରଚନା ବାନାର୍ଜି ଙ୍କ ସହିତ ପ୍ରେମ ସଂମ୍ପର୍କ ରେ ରହି ଥିବା ବେଳେ 2004 ମସିହା ରେ ତାଙ୍କ ସହିତ ଡିଭର୍ସ କରି ନେଇ ଥିବା ବେଳେ ପରେ ପରେ ସେ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ ।
ତାଙ୍କର ଏବେ ଦୁଇଟି ସନ୍ତାନ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ହୋଇ ଥିଲା ଓଡ଼ିଶା ର ବ୍ରହ୍ମପୁର ଜିଲ୍ଲା ରେ ଏବଂ 1993 ମସିହା ରେ ସେ ପ୍ରଥମ ଓଡ଼ିଆ ଫିଲ୍ମ କରି ଥିଲେ । 27 ବର୍ଷ ବୟସ ରେ ସେ ଏ ପର୍ଯ୍ୟନ୍ତ 150 ରୁ ଉର୍ଧ ଫିଲ୍ମ କରି ସାରିଛନ୍ତି । ତାଙ୍କର ଓଡ଼ିଆ ଫିଲ୍ମ ପୁଅ ମୋର ଜଗତ ଜିତା ଓଁ ଶାନ୍ତୀ ଓଁ ଏବଂ ଡନ ନଂ ୱାନ୍ ଆଦି କେବଳ ଓଡ଼ିଶା ରେ ନୁହେଁ ବରଂ ସାରା ଭାରତ ରେ ଫେମସ୍ ହୋଇ ଥିଲା । ତେବେ ଆପଣ ମାନଙ୍କୁ ସୂଚନା ଦେବୁ ସେ 2009 ମସିହା ରୁ ପଲିଟିକ୍ସ ରେ ପାଦ ଦେଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କୁ ଓଡ଼ିଶା ର ସବୁଠୁ ଧନୀ ଅଭିନେତା ବୋଲି କୁହା ଯାଏ । ତେବେ ଆପଣ ମାନଙ୍କୁ ସିଦ୍ଧାନ୍ତ ଙ୍କ ସଂମ୍ପତୀ ବିଷୟ ରେ କହିବୁ ତେବେ ତାଙ୍କ ପାଖରେ ବର୍ତମାନ ସମୟ ରେ ଗୋଟିଏ ବେଷ୍ଟ ଆଲିସାନ୍ ଘର ରହିଛି ।
ଜାହାର ମୂଲ୍ୟ ହେଲା 4 କୋଟି ଟଙ୍କା ଏହା ସହିତ ତାଙ୍କ ପାଖରେ ଗୋଟିଏ BMW କାର୍ ହାର୍ଲି ଡାଭେସନ ପରି ବାଇକ୍ ମଧ୍ୟ ତାଙ୍କ ପାଖରେ ରହିଛି । ଏବଂ ଆପଣ ମାନେ ଜାଣି ଥିବେ ସେ ଦୁଇ ଥର ଲଗାତାର ଭାବେ MP ହୋଇଛନ୍ତି । ଏବଂ ସେହି ଥିରେ ତାଙ୍କୁ ବର୍ତମାନ ସମୟ ରେ ପେନସନ ବି ମିଳୁଛି ତେବେ ସେଷ ରେ ତାଙ୍କର ମୋର୍ଟ ସଂମ୍ପତୀ ବିଷୟ ରେ ଜାଣି ନେବା ଅନୁମାନ କରା ଜାଇଛି କି ତାଙ୍କର ମୋର୍ଟ ସଂମ୍ପତୀ 25 ରୁ 30 କୋଟି ମଧ୍ୟ ରେ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।