ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ସ୍ଥାନ ରେ ବାହାଘର ହେଉ ଥିଲା ଏବଂ ସେହି ଠାରେ ସେମାନେ ବାରାତି ନେଇ କରୁ ଜାଉ ଥିଲେ ଏବଂ ମନ୍ଦିର ପହଁଚିବା ପରେ ବର ଉହ୍ଲେଇଲା । ଏବଂ ସେହି ଠାରେ ସେ ଗୋଟିଏ ସ୍ତ୍ରୀ ଲୋକ କୁ ଦେଖିଲା ଜାହାଙ୍କ ମୁହଁ ରେ ଧଳା ଦାଗ ରହି ଥିଲା । ଏବଂ ସେହି ସ୍ତ୍ରୀ ଲୋକ କୁ ଦେଖି ସେ ଏତେ ଯୋର ରେ ଭଡ୍କି ଗଲା କି ସେ ବିବାହ କରିବା କୁ ସଂମ୍ପର୍ଣ୍ଣ ଭାବେ ମନା କରି ଦେଲା । ଏବଂ ସେହି ସ୍ତ୍ରୀ ଲୋକ ଟି ଥିଲା ତାର ମାଆ ତେବେ ସଂମ୍ପର୍ଣ୍ଣ ଘଟଣା କଣ ଘଟି ଥିଲା ଜାଣିବା ଆମେ ଏହି ପୋଷ୍ଟ ରେ । ଏମିତି ରେ ସେହି ସ୍ତ୍ରୀ ଲୋକ ସେହିି କନ୍ୟା ର ମାଆ ଥିଲେ ଏବଂ ତାଙ୍କ ମୁହଁ ରେ ଧଳା ଛଉ ହୋଇ ଥିଲା ।
ଏମିତି ହେଲେ ପରେ ସେ ରାଗି ବିବାହ କରିବାକୁ ମନା କରି ଦେଲା ଏବଂ ପରେ ତାର ଘର ଲୋକ ମାନେ ବହୁତ ବୁଝେଇଲେ ଏବଂ ବିବାହ କରିବା ପାଇଁ ରାଜି କରେଇଲେ ।ଏମିତି ରେ ବର ରାଗି ଥିଲା ଏହିଥି ପାଇଁ କି ତାକୁ ଏହି କଥା ଟି ଜଣା ଜାଇ ନ ଥିଲା କଣ ପାଇଁ । ଏହି ଘଟଣା କୁ ନେଇ ପୋଲିସ୍ ପାଖକୁ ଖବର ଗଲା ପୋଲିସ୍ ଆସିବା ପରେ ପଞ୍ଚାୟତ ରେ ମିଟିଂ ବସିଲା । ପରେ ବହୁତ ବୁଝା ସୁଝା ପରେ ସେ ବର ରାଜି ହେଲା ବିବାହ ପାଇଁ ଏବଂ କନ୍ୟା ର ମାଆ ବି ଭୁଲ ମାଗିଲେ କି ମୁଁ ଏହି ଜିନିଷ ଟି ଜଣେଇ ପାରିଲି ନାହିଁ କାରଣ ଏହା ଗୋଟିଏ ଲଜ୍ୟାଜନିତ ରୋଗ ।
ସେହିଥି ପାଇଁ ଏହା ମୁଁ ସେୟାର କରି ନ ଥିଲି ହେଲେ ଆମେ ଆପଣ ମାନଙ୍କୁ ଏହି କଥା ଟି ଏହିଥି ପାଇଁ କହୁଛି କି ଦେଖନ୍ତୁ ଯୁଗ କେତେ ଡେବଲ୍ପ ହେଲାଣୀ ହେଲେ ଆଜିର ସମୟ ରେ ବି ଏମିତି ଜଣେ ଜଣେ ମଣିଷ ରହିଛନ୍ତି ଜାହାଙ୍କ ମାନଶୀକତା ଅଜବ୍ ପରିମାଣ ରେ ହୋଇ ଥାଏ ।ୟେମିତି କି ଏହି ଯୁବକ ଙ୍କ କଥା କୁହନ୍ତୁ ଛୋଟ ପିଲା ଙ୍କ ପରି ତାଙ୍କର ମାନଶୀକତା ବଦଳିବାରେ ଲାଗିଲାଣୀ । ସେମିତି ରେ ଆମେ ଆପଣ ମାନଙଙ୍କୁ କହିବୁ କି ଆପଣ ମାନେ ବି ନିଜର ମାନଶୀକତା କୁ ପରିବର୍ତନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।