ଶାରୀରିକ ସମ୍ବନ୍ଧର ସମୟକୁ କେମିତି ବଢ଼େଇବେ ଏବେ ହିଁ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଜାଣିବା କି ଶାରିରୀକ ସଂମ୍ପର୍କ ର ସମୟ ସୀମା କୁ କେମିତି ବଢେଇ ପାରିବା ଏହା ପ୍ରାୟ ପ୍ରତ୍ୟେକ ଦମ୍ପତୀ ଙ୍କର ବହୁତ ବଡ ସମସ୍ୟା । ଆମେ ମାନେ କେମିତି ଆମ ଶରୀର ର ଶାରିରୀକ କ୍ଷେମତା କୁ କେମିତି ଭାବେ ମଜବୁତ୍ ଏବଂ ଦୃଢ କରି ପାରିବା ସେହି ବିଷୟ ରେ ଆଜି ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ଏହି ଉପାୟ ପାଇଁ ଜାହା ବି ସାମଗ୍ରୀ ଜରୁରୀ ଅଟେ ତାହା ଆମ ରୋଷେଇ ଘରେ ଉପଲବ୍ଧ ଅଟେ । ତେବେ ଏହା ପାଇଁ ତିନୋଟି ସାମଗ୍ରୀ ଜରୁରୀ ଅଟେ ପ୍ରଥମେ ହେଲା ହେଙ୍ଗୁ । ଏବଂ ଦୁଇ ରେ ହେଲା ଦେଶୀ ଘିଅ । ଏବଂ ଏହା ପରେ ମହୁ ନେବେ । ଏବଂ ଆପଣ ମାନଙ୍କୁ କହିବୁ ଏବେ ଏହାକୁ କେମିତି ପ୍ରସ୍ତୁତ କରିବେ ।hengu

ତେବେ ଅଳ୍ପ ହେଙ୍ଗୁ ନେବା ପ୍ରଥମେ ଏବଂ ଦେଶୀ ଘିଅ ରୁ ଗୋଟିଏ ଚାମଚ ଦେଶୀ ଘିଅ ନିଅନ୍ତୁ । ଏବଂ ସେହି ଘିଅ ରେ ହେଙ୍ଗୁ କୁ ଫ୍ରାୟ କରି ଦିଅନ୍ତୁ । ଏହା ପରେ ଆପଣ ମାନେ ଏହାକୁ ଥଣ୍ଡା କରି ଆପଣ ମାନେ ନେଇ ଥିବା ମହୁ କୁ ଗୋଟିଏ ଚାମଚ ଆପଣ ମାନେ ସେହି ଥିରେ ପକାନ୍ତୁ । ଏବଂ ଏହା ପରେ ଏହି ତିନୋଟି ଜାକ କୁ ଆପଣ ମାନେ ଭଲ ଭାବେ ମିଶେଇ ଦିଅନ୍ତୁ । ଏବଂ ଏବେ ଆମର ରେସିପ୍ ପ୍ରସ୍ତୁତ ଅଟେ ତେବେ ଏହାକୁ ଏବେ ଆପଣ ମାନେ ସକାଳେ ଖାଲି ପେଟ ରେ ସେବନ କରିବେ ଏବଂ ମନେ ରଖିବେ ଏହି ତିନୋଟି ଜାକ ଆବଶ୍ୟକ ଅଟେ ।ghee

ତେବେ ଜାଇ ଆପଣ ମାନେ ଶିଘ୍ର ପତନ ପରି ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ । ଏହି ପରି ଆପଣ ମାନେ ପ୍ରତି ଦିନ ଏମିତି ପ୍ରସ୍ତୁତ କରିବେ ଏବଂ ଖାଲି ପେଟ ରେ ଏହାକୁ ସେବନ କରନ୍ତୁ କେବଳ ଗୋଟିଏ ମାସ ଏହାକୁ ସେବନ କରିବା ଦ୍ୱାରା ଆପଣ ମାନଙ୍କ ସଂମ୍ପର୍କ ରଖିବା ସମୟ ଗ୍ରୋଥ୍ ହୋଇ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *