ବିଜୟ ମାହାନ୍ତିଙ୍କୁ କେତେ ଟଙ୍କା ସାହାଯ୍ୟ କଲେ ଅଭିନେତା ଏବଂ ଅଭିନେତ୍ରୀ ମାନେ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ଓଲିଉଡ ର ନାମୀ ଦାମୀ କଳାକାର ବଜୟ ମହାନ୍ତି ହୃଦଘାତ ରେ ପିଡିତ ହୋଇ ହାଇଦ୍ରାବାଦ୍ ର ଏକ ଘୋରଇ ହସ୍ପିଟାଲ ରେ ଭର୍ତି ହୋଇ ଥିଲେ । ଏବଂ ସେହି ସମୟ ରେ ବିଜୟ ମହାନ୍ତି ଓ଼ଡିଶା ଫେରିବା ପାଇଁ ସମସ୍ତ ଙ୍କୁ କହି ଥିଲେ । ଏବଂ ପରେ ତାଙ୍କୁ ଆଣି KR ହସ୍ପିଟାଲ ରେ ଭର୍ତି କରା ଜାଇ ଥିଲା ଏବଂ ପରେ ପରେ ଏବେ ବିଜୟ ମହାନ୍ତି ଧିରେ ଧିରେ ସ୍ୱସ୍ଥ ହେବାରେ ଲାଗିଛନ୍ତି । ବର୍ତମାନ ସମୟ ରେ KR ହସ୍ପିଟାଲ ରେ ତାଙ୍କୁ ଦେଖା କରିବା ପାଇଁ ବହୁତ ଗୁଡିଏ ଅଭିନେତା ଏବଂ ଅଭିନେତ୍ରୀ ମାନେ ପହଁଚୁ ଥିବାର ଦେଖିବା ପାଇଁ ମିଳିଛି । ତେବେ ପ୍ରଥମେ ଓଲିଉଡ ର ଅଭିନେତ୍ରୀ ରାନୀ ପଣ୍ଡା ଅଭିନେତା ବଜୟ ମହାନ୍ତି ଙ୍କୁ ଦେଖା କରିବା ପାଇଁ ଜାଇ ଥିଲେ ।

ଏବଂ କିଛି ସହାୟତା ରାଶି ମଧ୍ୟ ପ୍ରଦାନ କରି ଥିଲେ । ଏବଂ ଏହା ପରେ ପରେ ଓଡ଼ିଆ ଫିଲ୍ମ କଳାକାର ସଙ୍ଘ ର ଶ୍ରୀତମ୍ ଦାସ୍ , ବଦ୍ୟୁତ ସ୍କିତା , ଏବଂ ଜିନା ଙ୍କ ସହିତ ଅନେକ ବଡ ବଡ କଳାକାର ମାନେ ତାଙ୍କୁ ସେଠାକୁ ଦେଖା କରିବା ପାଇଁ ଜାଇ ଥିଲେ । ଏବଂ ସେହି ପରି କ୍ଷେତ୍ର ରେ ବିଜୟ ମହାନ୍ତି ଙ୍କୁ ମଧ୍ୟ କିଛି ସହାୟତା ରାଶି ବି ସେ ପ୍ରଦାନ କରି ଥିଲେ । ତେବେ ବର୍ତମାନ ସମୟ ରେ ମିଳି ଥିବା ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବା ପରେ ତାଙ୍କର ଛୋଟ ଅପରେସନ୍ କରା ଯିବ ।

ବର୍ତମାନ ସମୟରେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଜ୍ୱାଇଁ ଉପସ୍ଥିତ ରହିଛନ୍ତି । ତେବେ ଆମେ ଆମର ଟିମ୍ ତରଫ ରୁ ବିଜୟ ମହାନ୍ତି ଙ୍କ ଆରୋଗ୍ୟ କାମନା କରିବା ପାଇଁ ଚାହିଁବୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *