ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସମୟ ବଦଳୁଛି ଏବଂ ପରିସ୍ଥିତି ଦିନ କୁ ଦିନ ଜଟିଳ ହେବାରେ ଲାଗିଛି । ଏହି ବିଶ୍ୱ ମହାମାରୀ ସମୟ ରେ ଲୋକ ମାନଙ୍କର ମୃତ୍ୟୁ ହେଉ ଥିବାରୁ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ଆପଣ ମାନେ ନିଶ୍ଚିତ ଭାବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ସୂଚିତ ଦେଶ ର ଆକ୍ରାନ୍ତ ଙ୍କ ସଂଖ୍ୟା ବିଷୟ ରେ ଜାଣି ପାରୁ ଥିବେ । ହେଲେ କିଛି ଏମିତି ଘଟଣା ଜାହା ଲୋକଲୋଚନ କୁ ନ ଆସି ଲୁଚି ରହି ଜାଉଛି । ଏମିତି ଗୋଟିଏ ଘଟଣା ଉତ୍ତର ପ୍ରଦେଶ ର କାନ ପୁର ର ବାଲ୍ୟ ସଂଗ୍ରକ୍ଷ୍ୟଣ ଗୃହ ବା ସେଲଟର ହାଉସ୍ ରୁ ମିଳୁଛି କିଛି ବିସେଷ ସୂଚନା । ଏହା ହେଲା ଏଠାରେ ରହୁ ଥିବା 57 ଜଣ ଝିଅ କୋରନା ପଜେଟିଭ୍ ବାହାରିଛନ୍ତି । କେବଳ ସେତିକି ନୁହେଁ ବରଂ ଏମାନଙ୍କ ମଧ୍ୟ ରୁ ଦୁଇ ଜଣ ନାବାଳିକା ମଧ୍ୟ ରହିଛନ୍ତି । ଏବଂ ସେମାନଙ୍କ ମଧ୍ୟ ରୁ ଜଣେ HIV ପଜେଟିଭ୍ ବି ରହିଛି ।
ତେବେ ବର୍ତମାନ ସମୟ ରେ ଏମାନେ ପେଶୀ ହୋଇ ଜାଉଛନ୍ତି । କେଉଁଠୀ ହେଉଛି ଏହି ଜାଞ୍ଚ ଆଉ କଣ ପାଇଁ ଏବେ ଯାଏ ଏମାନଙ୍କ ଟେଷ୍ଟ ହୋଇ ନ ଥିଲା । ଏହି ନେଇ ପ୍ରଶ୍ନ ବାଚୀ ଆଣିଛନ୍ତି ପ୍ରୟଙ୍କା ଗାନ୍ଧୀ । ଏବଂ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି କି କଣ ପାଇଁ ଏମାନଙ୍କ ଟେଷ୍ଟ ଏବେ ଯାଏ ହୋଇ ନ ଥିଲା ତେବେ ଜାଇ ବାଲ୍ୟ ସ୍ୱାସ୍ଥ୍ୟ ସଂଗ୍ରାକ୍ଷ୍ୟାଳୟ ଏହି ନେଇ ଏମାନଙ୍କ ଜାଞ୍ଚ କରି ଥିଲା । ସେହି ଥିରୁ 57 ଜଣଙ୍କ କୋରନା ପଜେଟିଭ୍ ବାହାରିଛି ଏବଂ ଏହି କଥା ସୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ଏବଂ ଏହା ସହିତ ବିସେଷ ସୂତ୍ର ରୁ ଜଣା ପଡିଛି ଏମାନଙ୍କ ସହିତ ଦୁଇଟି ନାବାଳିକା ବି ଗର୍ଭବତୀ ରହି ଥିବାର ଜଣା ପଡିଛି । ଏବଂ ସେମାନଙ୍କ ମଧ୍ୟ ରୁ ଜଣଙ୍କୁ HIV ବି ରହି ଥିବାର ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।