ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଏମିତି ବି ଆମ ସହିତ କିଛି ଘଟଣା ଘଟି ଥାଏ ସେହି ସମୟ ରେ ଆମ ପାଖରେ କିଛି ନା କିଛି ଦିବ୍ୟ ଶକ୍ତି ଆଭାସ ହୋଇ ଥାଏ କି ଏହି ଦୁନିଆଁ ରେ ସେମିତି କିଛି ରହିଛି ବୋଲି । ଜାହାକି ଆମର ଲକ୍ଷ ଏବଂ କମନା କୁ ପୂରଣ କରିବା କୁ ସାହାଯ୍ୟ ବି କରି ଥାଏ । ତେବେ ଆମର ନିଜ ଘରେ ବି ଏମିତି କିଛି ବସ୍ତୁ ରହି ଥାଏ ଜାହା କି ସେହି ସବୁ ବସ୍ତୁ ରହିବା ଦ୍ୱାରା ଆମର ସବୁ ମନସ୍କାମନା ପୂରଣ ହୋଇ ଥାଏ । ଏବଂ ଶାସ୍ତ୍ର ରେ ଏହି କଥା ବି କୁହା ଜାଇଛି କି ସଚ୍ଚା ଶ୍ରଦ୍ଧା ର ସହିତ ଯେଉଁ କାର୍ଯ୍ୟ ବା ଯେଉଁ ମନସ୍କାମନା କୁ ପୂରଣ କରା ଜାଇ ଥାଏ ସେହି ସବୁ ନିଶ୍ଚିତ ଭାବେ ପୂରଣ ହୋଇ ଥାଏ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦୁଇଟି ଶବ୍ଦ ବିଷୟ ରେ କହିବୁ ଯେଉଁ ଶବ୍ଦ କୁ ଆପଣ ମାନେ ଶୋଇବା ପୂର୍ବ ରୁ କହି ଦେଉଛନ୍ତି ତେବେ ଆପଣ ମାନଙ୍କ ଭାଗ୍ୟ ଚମକି ଉଠିବ ।
ଏବଂ ତା ସହିତ ଆପଣ ମାନଙ୍କ ଘରେ ଟଙ୍କା ର ଅଭାବ ବି ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂର ହେବ ।ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଭାବେ । ବନ୍ଧୁଗଣ ଶାସ୍ତ୍ର ରେ ରହିଛି ଶ୍ରୀ କୃଷ୍ଣ ଙ୍କ ନାମ ଯପ କରିବା ଦ୍ୱାରା ଜିବନ ର ସମସ୍ତ କଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ଏହି ନାମ ରେ ସଂମ୍ପର୍ଣ୍ଣ ବ୍ରହ୍ମାଣ୍ଡ ଲିନ ହୋଇ ଛନ୍ତି ବୋଲି କୁହା ଜାଇ ଥାଏ । ଏବଂ ଏହି ମନ୍ତ୍ରୀ କୁ ଆପଣ ମାନେ ଶୋଇବା ପୂର୍ବ ରୁ ଜପ କରନ୍ତି ତେବେ ଆପଣ ମାନଙ୍କ ଜିବନ ର ସବୁ କଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ତେବେ ମନ୍ତ୍ର ଟି ହେଲା ଗୋବଲ୍ଲଭାୟ ସ୍ୱାହା ।
ମାତ୍ର ଦୁଇଟି ଶବ୍ଦ ରେ ତିଆରି ହୋଇ ଥିବା ଏହି ଶବ୍ଦରେ ଏତତେ ପରିମାଣ ରେ ଉର୍ଜା ରହିଛି କି ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଆପଣ ମାନଙ୍କୁ ସମସ୍ୟା ଏବଂ ଧନ ଜନିତ ଆପଣ ମାନଙ୍କ ସବୁ ସମସ୍ୟା ଆପଣ ମାନଙଙ୍କର ସବୁ କିଛି ଏହି ମନ୍ତ୍ର ର ଉଚାରଣ ରେ ଦୂର ହୋଇ ଜାଇ ଥାଏ । ଏବଂ ଆପଣ ମାନଙ୍କୁ ଏହା ଦ୍ୱାରା ଅପାର ଧନ ର ପ୍ରାପ୍ତି ହୋଇ ଥାଏ । ତେବେ ଆପଣ ମାନେ ବି ଆଜି ଠାରୁ ନିଶ୍ଚିତ ଭାବେ ଏହି ମନ୍ତ୍ର ର ଯପ କରନ୍ତୁ ଏବଂ ଦେଖନ୍ତୁ ଚମତ୍କାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।