ଫସିଲା ରେହା ଚକର୍ବତ୍ତୀ , କରିଥିଲା ଏମିତି କାମ , ଜେଲ ଜିବା ଶୁନିଶ୍ଚିନ୍ତ

reha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମୃତ୍ୟୁ ର ଏତେ ଦିନ ପରେ ତାଙ୍କର ଆତ୍ମହତ୍ୟା କୁ ନେଇ ଆଜି ଗୋଟିଏ ବହୁତ ବଡ ଖୁଲାସା ହୋଇଛି । ସୁଶାନ୍ତ ସିହଂ ଙ୍କ ବାପା ଏବଂ ତାଙ୍କର ପରିବାର ଲୋକ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଏବଂ ପୋଲିସ୍ ରେ ଜାଇ ଏଫାୟାର ଦେଇଛନ୍ତି ରିଆ ଚକ୍ରବର୍ତ୍ତି ଙ୍କ ନାମ ରେ । ସେମିତି ରେ ଆପଣ ମାନେ ରିଆ ଚକ୍ରବର୍ତ୍ତି ଙ୍କୁ ଜାଣି ଥିବେ ଶେଷ ଦୁଇ ବର୍ଷ ହେଲା ସେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ଗାଲଫ୍ରେଣ୍ଡ ରହି ଥିଲେ । ଏବଂ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ଆତ୍ମହତ୍ୟା ର ଗୋଟିଏ ସପ୍ତାହ ପୂର୍ବ ରୁ ତାଙ୍କ ବ୍ରେକପ୍ ହୋଇ ଜାଇ ଥିଲା ।

ବର୍ତମାନ ସମୟ ରେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ପରିବାର ଲୋକ ମାନେ ରିଆ ଚକ୍ରବର୍ତ୍ତି ଙ୍କ ଉପରେ 10 ଟି ଅଭିଯୋଗ କରି ଏକ ଆଫାୟାର ଜାରୀ କରିଛନ୍ତି । ଆଉ ସେହି 10 ଟି ଅଭିଯୋଗ ବିଷୟ ରେ ଆପଣ ମାନଙ୍କୁ କହିବୁ । ଯେମିତି ରେ ଆପଣ ମାନେ ଜାଣି ଥିବେ ସୁଶାନ୍ତ ସିହଂ ରାଜ ପୁତ୍ ଜୁନ୍ 14 ରେ ଆତ୍ମହତ୍ୟା କରି ଥିଲେ । ଏବଂ ସେହି ମାସ ର ଜୁନ୍ 6 ତାରିଖ ରେ ରିଆ ଙ୍କ ସହିତ ବ୍ରେକପ୍ ହୋଇ ଥିଲା । ଏବଂ ସେହି ଦିନ ସେ ଟଙ୍କା ସୁନା ଏବଂ କ୍ରେଡିଟ୍ କାର୍ଡ ସବୁ କିଛି ନେଇ କରି ପଳେଇ ଥିଲେ ରିୟା । ଏବଂ ସୁଶାନ୍ତ ଙ୍କ ନମ୍ବର କୁ ବ୍ଲକ୍ କରି ଦେଇ ଥିଲେ ।

ଏବଂ କିଛି ଦିନ ପୂର୍ବ ରୁ ଶୁସାନ୍ତ ଙ୍କ ଏକାଉଣ୍ଟ ରେ 19 କୋଟି ଟଙ୍କା ରହି ଥିଲା । ସେହିଥିରୁ 15 କୋଟି ସେହି ଗୋଟିଏ ମାସ ମଧ୍ୟ ରେ ଟ୍ରାନ୍ସଫର ହୋଇଛି । ଏବଂ ଶୁସାନ୍ତ ଙ୍କୁ ରିଆ ଚକ୍ରବର୍ତି ଙ୍କ ବିନା କୈଣସି ବି ଫିଲ୍ମ ସାଇନ୍ କରିବା ପାଇଁ ମନା କରୁ ଥିଲେ । ସେହି ପରି ଭାବେ ସୁଶାନ୍ତ ସିହଂ ରାଜ ପୁତ୍ ବି କିଛି ଦିନ ପୂର୍ବ ରୁ ନିଜ ଭଉଣୀ କୁ କହି ଥିଲେ କି ଏହି ଫିଲ୍ମ ଦୁନିଆଁ କୁ ଛାଡି କେରଳ ରେ ଜାଇ ରହିବେ ବୋଲି ହେଲେ ରିଆ ଏମିତି ହେବାକୁ ଦେଇ ନ ଥିଲେ । ଏବଂ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ଆତ୍ମହତ୍ୟା ପୂର୍ବ ରୁ ରିଆ ଜବର୍ଦୋସ୍ତି ତାଙ୍କର ନମ୍ବର କୁ ବଦଳେଇବା ପାଇଁ ବାଧ୍ୟ କରି ଥିଲେ ।

ପାଟାନା ଥାନାରେ ରିୟାଙ୍କ ବିରୁଦ୍ଧରେ ସୁଶାନ୍ତଙ୍କ ବାପା କେସ ଦେବା ପରେ , ଏବେ ଗଣ ମାଧ୍ୟମରେ ଚର୍ଚା ଚାଲିଛି କି ଫେରାର ଅଛନ୍ତି ରିୟା , ହେଲେ ଏହା କେତେ ସତ କେତେ ମିଛ ତାହା ଜଣା ପଡି ନାହିଁ ,ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାନ୍ତୁ

Leave a Reply

Your email address will not be published. Required fields are marked *