୩୦ ଦିନ ଏହି ୧ ପ୍ରାର୍ଥନା କର ଯାହାଙ୍କୁ ଭଲ ପାଉଛ ସେ ପାଗଳ ଭଳି ଭଲ ପାଇବେ ll ତୁମକୁ ପାଇବା ପାଇଁ କାନ୍ଦିବେ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କ ଗୋଟିଏ ପାର୍ଥନା ଆପଣ ମାନଙ୍କ ଭଲ ପାଇବା ଏବଂ ପ୍ରେମ କୁ ନିଜ ପାଖକୁ ଟାଣୀ ଆଣିବ । ତେବେ ଆମେ ଆଜି ଜାଣିବା ଏମିତି ପାର୍ଥନା ବିଷୟ ରେ ଜାହା ଆପଣ ମାନଙ୍କ ଭଲ ପାଇବା କୁ କେଉଁ ପରି ଭାବେ ନିଜ ପାଖକୁ ଟାଣି ଆଣିବ ସେହି ବିଷୟ ରେ କହିବୁ ବାସ୍ ଆପଣ ମାନଙ୍କୁ ଏହା କେବଳ ଦିନ ରୁ 2 ମିନିଟ୍ କରିବା ପାଇଁ ପଡିବ । ଏବଂ ଏହାକୁ କେବଳ 30 ଦିନ ଯାଏ କରିଲେ ସେ ଯେତେ ଦୂର ରେ ରହି ଥାନ୍ତୁ ନା କାହିଁକି ସେ ଆପଣ ମାନଙ୍କୁ ଦୈଡି କରି ଚାଲି ଆସିବେ । ତେବେ ପାର୍ଥନା କରିବା ପୂର୍ବ ରୁ ଏହି ପାର୍ଥନା ପାଇଁ କଣ କଣ ସବୁ ଜିନିଷ ଦରକାର ହୋଇ ଥାଏ । ପ୍ରଥମେ ଖୋଲା ଆକାଶ ହୋଇ ଥିବା ଦରକାର ଦୁଇ ରେ ଏକା ରହିବା ପାଇଁ ପଡିବ । ଏବଂ ଏହା ସହିତ ଏକାଗ୍ରତ ରହିବା ପାଇଁ ପଡିବ । ଏବଂ ସେଷ ରେ ଭୟେସ୍ ବହୁତ ଜରୁରୀ ଅଟେ ଆମେ ମାନେ ପାର୍ଥନା କରିବା ସମୟ ରେ ମନେ ମନେ ପାର୍ଥନା କରି ଥାନ୍ତି ।

ହେଲେ ଏହି ଠାରେ ଆପଣ ମାନଙ୍କୁ ଖୋଲା ଖୋଲି କହିବା ପାଇଁ ପଡିବ । ତେବେ ସେହି ପାର୍ଥନା କୁ ଆସନ୍ତୁ ଜାଣି ନେବା । ପାର୍ଥନା …. ସମସ୍ତ ବ୍ରହ୍ମାଣ୍ଡ ର ସମସ୍ତ ଶକ୍ତି ମତେ ସାହାଯ୍ୟ କର ମତେ ସାହାଯ୍ୟ କର । ମୋ ପ୍ରେମ କୁ ଆକର୍ଶିତ କର ,ଆକର୍ଶିତ କର । ମୁଁ ଏ ବ୍ରହ୍ମାଣ୍ଡ ର ଜଣେ ମଣିଷ ମତେ ତୁମର ଆବଶ୍ୟକତା ମୋତେ ସାହାଯ୍ୟ କର , ମତେ ସାହାଯ୍ୟ କର । ମୋ ପ୍ରେମ ମୋ ପ୍ରତି ଆକର୍ଶିତ କର । ଆକର୍ଶିତ କର । ତେବେ ବନ୍ଧୁଗଣ ଏହି ପାର୍ଥନା ଟି ଆପଣ ମାନେ ଦିନ କୁ ଦୁଇ ଥର ଏବଂ 30 ଦିନ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ଆପଣ ମାନଙ୍କ ପ୍ରେମ ଯେଉଁ ଠାରେ ରହିଲେ ବି ଆପଣ ଙ୍କ ପାଖକୁ ଦୈଡି ଆସିବ ।

ଏମିତି ରେ ଏହି ପାର୍ଥନା ରେ ତୁମେ ସଫଳ ହେବ କି ନାହିଁ ମୁଁ ଜାଣି ନାହିଁ ହେଲେ ମୁଁ ଯେତେ ବେଳେ ଅସୁବିଧା ରେ ଫସି ଥିଲି ମୁଁ ନିଜେ ଏହି ବାଟ ର ଉପାୟ ରେ ସେହି ସବୁ କୁ ସଠିକ୍ କରିୁ ଥିଲି । ତେବେ ଆପଣ ମାନଙ୍କ ର ନିଶ୍ଚିତ ଭାବେ ସଠିକ୍ ହିଁ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *