ହୋଇଗଲା ବଡ ଖୁଲାସା , ଧରା ପଡିଲା ଦୋଷୀ କିଏ

adia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ବଡ ଖୁଲାସା ଧରା ପଡିଲେ ପ୍ରକୃତ ଦୋଶୀ କିଏ । ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଜଣେ ସମାଜ ସେବି ଥିଲେ । ଏବଂ ସେ ଜଣେ ମୋଟିଭେସ୍ନାଲ ସ୍ପିକର ରହି ଥିଲେ । ତେବେ ସେ ବହୁତ ହୃଦୟ ବାନ ଲୋକ ଥିଲେ । ହେଲେ ସେ ବୋଧ ହୁଏ ଏହି ଦୁନିଆଁ କୁ ଅଳ୍ପ ଦିନ ପାଇଁ ଆସି ଥିଲେ । ଯେଉଁଥି ପାଇଁ ଆଜି ସେହି ମାନବ ପ୍ରେମୀ ଙ୍କୁ ଆଜି ସାରା ଓଡ଼ିଶା ନିରଳା ଖୋଜିବାରେ ଲାଗିଛି । ଆମେ ମାନେ ଆପଣ ମାନଙ୍କୁ ପୂର୍ବ ରୁ ହିଁ କହି ଥିଲୁ କି ଆଦିତ୍ୟ ଦାସ୍ ଙ୍କ ମର ଶରୀର କୁ ରେଲ ବାଇ ପୋଲିସ ଲିଙ୍ଗରାଜ ରେଳ ଷ୍ଟେସନ ପାଖରୁ ହିଁ ଉଦ୍ଧାର କରି ଥିଲା ।

ହେଲେ ଏହି ବିଷୟରେ ବହୁତ ରେଳ ପାଇଲଟ ମାନେ ସୂଚନା ଦେଇଛନ୍ତି କି ବର୍ତମନ ରେଳ ବହୁତ ଅଳ୍ପ ପରିମାଣ ରେ ଜାତାୟତ କରୁଛି କାରଣ ଏବେ ଲକଡାଉନ ରହିଛି । ତେବେ ସେମାନଙ୍କ କହିବା କଥା ହେଲା ଏହି ମଧ୍ୟ ରେ କୈଣସି ବି ଦୁର୍ଘଟଣା ଘଟି ନାହିଁ । ତେଣୁ ଏହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟକରି ଦେଇ ଥିଲା କି ପ୍ରକୃତ ଘଟଣା କଣ ହୋଇ ପାରେ ବୋଲି । ଏପଟେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ କହୁଛନ୍ତି କି କେହି ଜଣେ ମୋ ସ୍ୱାମୀ ଙ୍କୁ ମାରି ଫିଙ୍ଗି ଦେଇଛନ୍ତି । ଏବଂ ସେ ମତେ ବହୁତ ଭଲ ପାଉ ଥିଲେ ସେ କେବେ ବି ଆତ୍ମ ହତ୍ୟା କରି ପାରେ ନାହିଁ । ହେଲେ ଆଦିତ୍ୟ ଦାସ୍ ଙ୍କ ସହ ସାଥି ଙ୍କ କହିବା ଅନୁସାରେ ଆଦିତ୍ୟ ଦାସ୍ ଙ୍କ ସହିତ ତାଙ୍କର ପତ୍ନୀ ଙ୍କର ଭଲ ପଡୁ ନ ଥିଲା ।

ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଥରେ ତାଙ୍କୁ 50 ହଜାର ଟଙ୍କା ମାଗି ଥିଲେ । କିନ୍ତୁ ଆଦିତ୍ୟ ଦାସ୍ ଦେବାକୁ ସିଧା ସଳଖ ମନା କରି ଦେଇ ଥିଲେ । ସେହି ପରି ଭାବେ ଆଦିତ୍ୟ ଦାସ୍ ଙ୍କ ସାଙ୍ଗ ପପୁ ପୂର୍ବ ରୁ ଥରେ 30 ହଜାର ଟଙ୍କା ନେଇ ଥିଲେ । ପୁଣି ପପୁ ବାହାଘର ପାଇଁ 70 ହଜାର ଟଙ୍କା ମାଗି ଥିଲେ । ଏହି କଥା ରେ ସେ ମନ ରେ କିନ୍ତୁ ରଖି ରାଜି ହୋଇ ଥିଲେ । ତେଣୁ ତାଙ୍କର ପତ୍ନୀ ତାଙ୍କୁ ଏହି କଥା ରେ ପ୍ରଶ୍ନ କରି ଥିଲେ କି ତୁମେ ମତେ 50 ହଜାର ଦେବାକୁ ରାଜି ହୋଇ ନ ଥିଲ ହେଲେ ଆଜି କେମିତି ପପୁ ଙ୍କୁ 70 ହଜାର ଦେବ । ଏହି ଥିରେ ସେମାନଙ୍କ ମଧ୍ୟରେ ସମସ୍ୟା ବାଚକ ହୋଇ ଥିଲା ।

ସେହି ପରି କ୍ଷେତ୍ର ରେ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ପୂର୍ବରୁ ଥରେ କହି ଥିଲେ କି ମୃତ୍ୟୁ କେତେ ବେଳେ କାହାକୁ ଆସି ଥାଏ ତାହା କେବେ ବି ଜଣା ପଡି ନ ଥାଏ ତେବେ ବର୍ତମାନ ସମୟ ରେ ସେହି ସମୟ ମୋ ପାଖକୁ ଆସି ସାରିଛି । ତେଣୁ ଯେଉଁ ମାନେ ରହି ଗଲ ମାନେ ପପୁ ଏବଂ ବିକାସ ଏବଂ ପିପୁଲ ଫର ସେବା ର ସଦସ୍ୟ ମାନେ ସବୁ ମିଶି କରି ଏହି ଆଶ୍ରମ କଥା କୁ ବୁଝିବ । ମୁଁ ସବୁ ଚେକ୍ କୁ ସାଇନ କରି ଦେଇଛି ଏବଂ ମୋର ମୋବାଇଲ ରେ ସବୁ କିଛି ଡେଟେଲ୍ସ ରହିଛି ତେଣୁ ତୁମକୁ କୈଣସି ବି ଅସୁବିଧା ହେବ ନାହିଁ ।

ତେବେ ମୋର ସ୍ୱପ୍ନ ରହି ଥିଲା କି ଆଶ୍ରମ ପାଇଁ ଗୋଟିଏ ଜାଗା କିଣିବା ପାଇଁ ହେଲେ ମୁଁ ପାରିଲି ନାହିଁ ଏବଂ 50 ହଜାର ଟଙ୍କା ବି ନେଇ ଥିଲି ସେହି ସବୁ କୁ ବି ସୁଜେଇ ପରିଲି ନାହିଁ । ପପୁ ତୁ କିନ୍ତୁ ଟଙ୍କା ସବୁ କୁ ସୁଝି ଦେବୁ । ଏବଂ ସେ ଏହି କଥା ବି ଲେଖି ଥିଲେ ମୋର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି । ହେଲେ ବାସ୍ତବ ରେ ସେହି ଲେଖା ଟି କାହାର ବର୍ତମାନ ସମୟ ରେ ତାହାକୁ ନେଇ ପୋଲିସ ପ୍ରଶ୍ନ ଉଠିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *