କଣ ପୋଲିସ ଜାଣି ଜାଣି ଲୁଚାଉଛି ତଥ୍ୟ , ଏମିତି କିଛି ସାଂଘାତିକ ବୟାନ ଦେଲେ ଏହି ଭାଇ

policea

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜକୁ 20 ଦିନ ହୋଇ ଗଲା ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ । ହେଲେ ତାଙ୍କର ମୃତ୍ୟୁ ପଛରେ କାହାର ହାତ ରହିଛି ତାହା ଆଜିବି ଗୋଟିଏ ରହସ୍ୟ ହିସାବ ରେ ରହି ଗଲା । ଏବଂ ବର୍ତମାନ ସମୟ ରେ ଲକ୍ଷ ଲକ୍ଷ ଓଡ଼ିଶା ବାସୀ ମାନେ ପୋଲିସ୍ ଉପରେ ବି ସଂନ୍ଧେହ କଲେଣୀ । ତେବେ ସଂମ୍ପର୍ଣ୍ଣ ରିପୋର୍ଟ ଟି ଜାଣିବା ।

bidy

ଆପଣ ମାନେ ଜାଣି ଥିବେ ଆଦିତ୍ୟ ଙ୍କ ମୃତ ଦେହ ଜୁଲାଇ 7 ତାରିଖ ରେ ପଟ୍ରୀ ପାଖରେ ମିଳି ଥିଲା । ଏବଂ ବିନା କୈଣସି ଇନଭେଷ୍ଟି କେସନ ରେ ପୋଲିସ୍ ମିଡ଼ିଆ ସାମ୍ନା ରେ କହି ଦେଲା କି ଏହା ଏକ ଆତ୍ମହତ୍ୟା ବୋଲି । ତେବେ ସେହି ସମୟରେ ପୋଷ୍ଟମଟମ୍ ରିପୋର୍ଟ ବି ଆସି ନ ଥିବା ବେଳେ ପୋଲିସ୍ ସେହି ସବୁ କୁ ନ ଜାଣି ଆତ୍ମହତ୍ୟା ବୋଲି କହି ଦେଲା । ସେହି ପରି ବନ୍ଧୁ ଗଣ ସେହି ଦିନ ସେହି ରାସ୍ତା ଦେଇ କେତେଟି ଟ୍ରେନ୍ ଜାଇ ଥିବ ଏହାର ରିପୋର୍ଟ ବାହାରିବା ପାଇଁ କେତେ ସମୟ ଲାଗିବ । ପୋଲିସ୍ ପାଖରେ ଏତିକି ପାୱର ନାହିଁ ଏହି ରିପୋର୍ଟ ବି ବାହାର କରିବା ପାଇଁ 7 ଦିନ ଲାଗି ଥିଲା ।

ସେମିତି ରେ ମିଳି ଥିବା ସୁସାଇଟ୍ ନୋର୍ଟ ଆଦିତ୍ୟ ଦାସ୍ ଙ୍କ ହେଣ୍ଡ ରାଇଟିଂ ଭଳି ଲାଗୁ ନ ଥିଲା । ସେହିଥି ପାଇଁ ଫରେନ୍ସିକ୍ ଜାଞ୍ଚ ଭୁବେନଶ୍ୱର ରେ ହୋଇ ଥିଲା ଏବଂ ଏହା ପାଇଁ 17 ଦିନ ଲାଗି ଗଲା । ସେହି ପରି ଗତ କାଲି ଏକ CCTV ଫୁଟେଜ୍ ବି ରିଲିଜ୍ କରିଛି । ସେମିତି ରେ ଏଠାରେ ଆପଣ ମାନେ କୁହନ୍ତୁ ଏତେ ଲୋକ ମାନେ ପସନ୍ଦ କରୁଛନ୍ତି ତାଙ୍କୁ ଏବଂ ଏହି CCTV ଫୁଟେଜ୍ ଟି ପାଇବା ପାଇଁ କଣ 15 ଦିନ ଯିବ । ତେବେ ବର୍ତମାନ ସମୟ ରେ ପୋଲିସ୍ ର ଏହି ଭଳି ଅବହେଳା ଯୋଗୁଁ ଲୋକ ମାନେ ବର୍ତମାନ ସମୟ ରେ ଉତ୍ତେଜିତ ହୋଇ ପଡିଲେଣୀ ।

ଏବଂ ଏଠାରେ ସଂମ୍ପର୍ଣ୍ଣ ଭାବେ ଜଣା ପଡୁଛି କି ପୋଲିସ୍ ଏହି ହତ୍ୟା କୁ ଗୋଟିଏ ଆତ୍ମହତ୍ୟା ର ରୂପ ଦେବାକୁ ଚାହୁଁଛି । କେବଳ ଏହିଥି ପାଇଁ ବର୍ତମାନ ସମୟ ରେ ସମସ୍ତ ଙ୍କ ମନ ରେ ଗୋଟିଏ ପ୍ରଶ୍ନ ଉଠୁଛି କି କଣ ପୋଲସ୍ ବି କଣ ଏହି ଥିରେ ସଂମ୍ପୃକ୍ତ ରହିଛି ଏହି ବିଷୟ ରେ ଆପଣ ମାନେ କମେଣ୍ଟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *