ପୋଲିସ ଖୋଲିଲା ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ | ଆସିଲା ଟ୍ରେନ ତଥ୍ୟ ଜଲଦା ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରି ଥିଲେ । କିନ୍ତୁ ଏହି ସବୁ କୁ ଆଦିତ୍ୟ ଦାସ୍ ଙ୍କ ପରିବାର ଏବଂ ପିପିଲ 4 ସେବା ର ଲୋକ ମାନେ ଗ୍ରହଣ କରୁ ନାହାଁନ୍ତି । ସେମାନେ ଏମିତି ପୋଲିସ ଷ୍ଟେସନ ରେ କମ୍ପଲେନ୍ କରିଛନ୍ତି ଆଦିତ୍ୟ ଦାସ୍ ଅକୁ କେହି ଜଣେ ହତ୍ୟା କରି ଟ୍ରେନ ଲାଇନ୍ ରେ ଶୋଏଇ ଦେଇଛି । ତେବେ ବର୍ତମାନ ସମୟ ରେ ରେଳ ବାୟୀ ପୋଲିସ୍ ହତ୍ୟା ମାମଲା ରୁଜୁ କରି ଏବେ ତଦନ୍ତ ଆରମ୍ଭ କରି ଦେଇଛି । ସେହି ପରି ବେଳେ ଏପଟେ ପୋଲିସ ଏହି ବିଷୟ ରେ ଜାଣିବା ପାଇଁ ଚାହିଁଛି କି କଣ ପାଇଁ ଆଦିତ୍ୟ ଦାସ୍ ଆତ୍ମହତ୍ୟା କରିଛନ୍ତି ଏବଂ ସେହି ପରି ବେଳେ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ମିଡ଼ିଆ ସାମ୍ନା ରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।ଏବଂ ସେହି ପରି ବେଳେ ପିପୁଲ 4 ସେବାର ଦୁଇ ସଦସ୍ୟ ପପୁ ଏବଂ ବିକାସ ଅଭିଯୋଗ ଆଣିଛନ୍ତି ।

ତେବେ ଏହି ପରି କ୍ଷେତ୍ର ରେ ଏହି ବିଷୟ କୁ ନେଇ ରେଳବାୟୀ ପୋଲିସ ବିକାସ ଏବଂ ପପୁ ଙ୍କ ସହିତ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ଶ୍ରୀ ଙ୍କୁ ଏକା ସଂଙ୍ଗେ ଜେରା କରିବ ବୋଲି କହିଛି । ସେହି ପରି ବେଳେ ଏପଟେ ରେଳ ବାୟୀ ପୋଲିସ୍ ଏହି ବିଷୟ ରେ ବି ତଦନ୍ତ କରୁଛନ୍ତି କି ସେ ଯଦି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତେବେ ସେ କେଉଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଟ୍ରେନ ଲାଇନ୍ ରେ କୈଣସି ମୃତ ଦେହ ବା କୈଣସି ଲୋକ ଯଦି ଟ୍ରେନ ଲାଇନ୍ ରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରି ଥାନ୍ତି ତେବେ ସେ ପରବର୍ତି ଷ୍ଟେସନ ରେ ସେ ଏଏହି ବିଷୟ ରେ ସୂଚନା ଦେଇ ଥାନ୍ତି । ହେଲେ ଆଦିତ୍ୟ ଦାସ୍ ଙ୍କ ଯେଉଁ ଟ୍ରେନ ରେ ମୃତ୍ୟୁ ଘଟିଛି ସେହି ଟ୍ରେନ ର ପାଇଲଟକଣ ପାଇଁ ପରବର୍ତି ଷ୍ଟେସନ ରେ ଏହି ବିଷୟ ରେ କଣ ପାଇଁ ଜଣେଇ ନ ଥିଲେ ।

ଏହା ସହିତ ଏହି ବିଷୟରେ ବି ସୂଚନା ମିଳିଛି କି ଆଦିତ୍ୟ ଦାସ୍ ଯେଉଁ ଟ୍ରାକ୍ ରେ ପଡିଛନ୍ତି ସେହି ଟ୍ରାକ୍ ରେ ସେହି ସମୟ ରେ କୈଣସି ବି ଟ୍ରେନ ଜାଇ ନାହିଁ ବୋଲି । ହେଲେ ଏହି ବିଷୟ ରେ କଣ ପାଇଁ ପାଇଲଟ ଏହି ବିଷୟ ରେ ପରବର୍ତି ।ଷ୍ଟେସନ ରେ ସୂଚନା ଦେଇ ନ ଥିଲେ ସେହି ବିଷୟ ରେ ସବୁ ପାଇଲଟ ସେହି ଦିନ ରେ ଡ୍ୟୁଟି ରେ ରହି ଥିଲେ ଏବଂ ସେହି ବାଟ ଦେଇ ଜାଇ ଥିଲେ ସେମାନଙ୍କୁ ବର୍ତମାନ ସମୟ ରେ ପଚାରା ଜାଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *