ଘରର ଏହି ଜଗାରେ ରଖି ଦିଅନ୍ତୁ ବଇଁସୀ , ଦେଖନ୍ତୁ ତାପରେ ଘରକୁ କେମିତି ଧନ ଆସୁଛି

flut

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ କୃଷ୍ଣ ଙ୍କର ଅତି ପ୍ରିୟ ହେଲା ବଂଶୀ ଶାସ୍ତ୍ର ଅନୁସାରେ ଏହା ବହୁତ ପବିତ୍ର ହୋଇ ଥାଏ । ସେହିଥି ପାଇଁ ବାସ୍ତୁ ଶାସ୍ତ୍ର ରେ ଏହାର ଗୁରୁତ୍ୱ ବିଷୟ ରେ ବର୍ଣ୍ଣନା କରା ଜାଇଛି । ତେବେ ଏହି ବାସ୍ତୁ ଶାସ୍ତ୍ର ଅନୁସାରେ । ବିଭିନ୍ନ ରଙ୍ଗ ର ବଂଶୀ ମାନେ ଅଲଗା ଅଲଗା ପ୍ରଭାବ ଆମ ମାନଙ୍କ ଜିବନ ରେ ପକେଇ ଥାନ୍ତି । ଏହି ବଂଶୀ କୁ ଉନ୍ନତି ଏବଂ ସମୃଦ୍ଧି ର ପ୍ରତୀକ ବୋଲି ମନା ଜାଇଛି ।

flute

ବିବାହ ହେଉ ବା ଅନ୍ୟ ଶୁଭ କାର୍ଯ୍ୟ ରେ । ଏହାର ବ୍ୟବହାର କରା ଜାଇ ଥାଏ । ସେମିତି ଆମେ ଆଜି ଆପଣ ମାନଙ୍କୁ ଜଣେଇ ଦେବୁ କି ବଇଁଶୀ ଆମ ଜିବନ ରେ କେଉଁ ପ୍ରକାରର ପ୍ରଭାବ ପକେଇ ଥାଏ । ତେବେ ଆସନ୍ତୁ ଜାଣି ନେବା । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ମଧ୍ୟ ରେ ବଇଁଶୀ ରଖିବା ବହୁତ ଶୁଭ ହୋଇ ଥାଏ । ଏହା ଦ୍ୱାରା ଘର ମଧ୍ୟ ରୁ ନାକାରାତ୍ମକ ଶକ୍ତି ବାହାରି ଜାଇ ଥାଏ । ଏହା ଆପଣ ମାନଙ୍କର ଉନ୍ନତି ଏବଂ ପ୍ରଗତୀ ର ମାର୍ଗ କୁ ଖୋଲି ଦେଇ ଥାଏ । ଯେଉଁ ବ୍ୟକ୍ତି ମାନେ ଅନେକ ଚେଷ୍ଟା କରିବା ପରେ ବି ସେମାନେ ଚାକିରୀ ପାଇ ନ ଥାନ୍ତି ସେମାନଙ୍କୁ ନିଶ୍ଚିତ ଭାବେ ଘରେ ଏମିତି ଗୋଟିଏ ବଇଁଶୀ ରଖିବା ନିହାତି ଆବଶ୍ୟକ ଅଟେ ।

flu

ଏମିତି ରେ ଆପଣ ମାନେ ଯଦି ସବୁ ସମୟ ରେ ବିଭିନ୍ନ ସମସ୍ୟା ରେ ପଡୁଛନ୍ତି ତେବେ ଆପଣ ମାନେ ଘର ମୂଖ୍ୟ ଦ୍ୱାର ପାଖରେ ହଳଦିଆ ରଙ୍ଗ ର ବଇଁଶୀ କୁ ଟାଙ୍ଗି ଦିଅନ୍ତୁ । ସେହି ପରି ଆପଣ ମାନେ ବ୍ୟବସାୟ ରେ ବୃଦ୍ଧି ଏବଂ ଧନ ଲାଭ ପାଇଁ ଆପଣ ମାନେ ନିଜର ଅଫିସ୍ କାର୍ଯ୍ୟାଳୟ ରେ ଏକ ବଇଁଶୀ କୁ ରଖନ୍ତୁ ଏବଂ ଦେଖନ୍ତୁ ପରେ ଆପଣ ମାନଙ୍କର ଉପରେ କେମିତି କୃପା ଦୃଷ୍ଟି ବରଶି ଯାଉଛି । ଏମିତି ବେଳେ ଆପଣ ମାନଙ୍କ ବ୍ୟବସାୟ ରେ କେବେ ବି କ୍ଷେତି ହେବାର ସମ୍ଭାବନା ରହି ନ ଥାଏ । ସେହି ପରି ଆପଣ ମାନଙ୍କର ଅଟକି ରହି ଥିବା କାର୍ଯ୍ୟ ସଂମ୍ପର୍ଣ୍ଣ ହୋଇ ଥାଏ ଯଦି ଆପଣ ମାନଙ୍କ ଘରେ ବଇଁଶୀ ସହିତ ମୟୁର ପଙ୍ଖ କୁ ଟାଙ୍ଗି କରି ରଖନ୍ତି ତେବେ ବହୁତ ଶୁଭ ମଧ୍ୟ ହୋଇ ଥାଏ ।

fluttt

ଯଦି ଆପଣ ମାନେ ଶୋଇବା ସମୟ ରେ ତକିଆ ତଳେ ଏକ ବଇଁଶୀ କୁ ରଖନ୍ତି ତେବେ ଆପଣ ମାନଙ୍କୁ ନିଜର ମନ ପସନ୍ଦ ର ଜିବନ ସାଥି ଆପଣ ମାନଙ୍କୁ ମିଳି ଜାଇ ଥାଏ । ସେହି ପରି ବନ୍ଧୁଗଣ ପିଲା ମାନଙ୍କ ପାଠ ପଢା ରେ ମନ ଲାଗୁ ନ ଥିଲେ ସେହି ପିଲା ର କକ୍ଷ ରେ ଆପଣ ମାନେ ଧଳା ରଙ୍ଗ ର ବଇଁଶୀ କୁ ଲଗାନ୍ତୁ ଦେଖିବେ କେମିତି ସେ ପାଠ ପଢିବାରେ ଲାଗିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *