ତେଲୁଗୁ ଝିଅଙ୍କ ପ୍ରେମରେ ପଡିଲେ ଓଡ଼ିଆ ହିରୋ ଜ୍ୟୋତି ଦେଖନ୍ତୁ ସେ ଝିଅ କିଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ତେଲୁଗୁ ଝିଅ ଙ୍କ ପ୍ରେମ ରେ ପଡିଛନ୍ତି ଜ୍ୟୋତି । ତେବେ ଓଲିଉଡ ର ଏହି ହିରୋ ଏମିତି କେଉଁ ଝିଅ ଙ୍କ ପ୍ରେମ ରେ ପଡିଛନ୍ତି ସେହ ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ହେଲେ ଆପଣ ମାନଙ୍କୁ ସେଷ ଯାଏ ପଢିବା ପାଇଁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଜ୍ୟୋତି ହେଲେ ଓଲିଉଡ ର ଜଣେ ଜଣା ସୁଣା ଅଭିନେତା ଏବଂ ସେ ଓଲିଉଡ ରେ ପାଦ ଦେବା ପରେ 16 ଟି ଫିଲ୍ମ ରେ କାମ କରି ସାରଛନ୍ତି । ତେବେ ସେ ଧରା ଦେଲେ କଥା ସରେ ଫିଲ୍ମ ରୁ କାମ କରି ଆଜି ଏବେ ପରିଚିତ ହୋଇ ସାରି ଥିବା ବେଳେ 16 ଫିଲ୍ମ ରେ କାମ କରି ସାରିଛନ୍ତି । ତେବେ ଜ୍ୟୋତି ଙ୍କ କଥା କହିବା ତେବେ ସେ ଅଭିନୟ ବହୁତ ଭଲ ଭାବେ କରିବା ସହିତ ସେ ପାଠ ବି ବହୁତ ଭଲ ଭାବେ ପଢି ଥାନ୍ତି । ଗତ ଦିନ ମନଙ୍କ ରେ ଜ୍ୟୋତି ଗୋଟିଏ ରିଆଲିଟି ସୋ କୁ ଜାଇ ଥିଲେ ।

ସେଠାରେ ଆଙ୍କର ପଟାରି ଥିଲେ କି ଆପଣ ତ ଚେନ୍ନାଇ ରେ ଇଞିନନିୟରିଂ କରୁ ଥିଲେ ହେଲେ ହଠାତ୍ ଅଭିନୟ ଦୁନିଆଁ କୁ କେମିତି ଆସିଲେ । ତେବେ ଏହି ପ୍ରଶ୍ନ ର ଉତ୍ତର ରେ ସେ କହି ଥିଲେ କି ମୁଁ ଛୋଟ ବେଳୁ ହିଁ କଳାକାର ହେବାକୁ ଚାହୁଁ ଥିଲି ହେଲେ ମୋ ବାପା ମାଆ କହି ଥିଲେ ମୁଁ ପାଠ ପଢିବା ପରେ ହିଁ କଳାକାର ହେବୀ । ଏବଂ ପରେ ମୁଁ ବହୁତ ଭଲ ଭାବେ ପଢିବା ପରେ ଆଜି ମୁଁ ଜଣେ ସଫଳ ଅଭିନେତା ବି ହୋଇ ପାରିଛି । ଏବଂ ସେହି ରିଆଲିଟି ସୋ ରେ ତାଙ୍କୁ ଆଙ୍କର ଏହି କଥା ବି ପଚାରି ଥିିଲେ କି ତୁମ ବୟସ ର ହିରୋ ମାନେ ସବୁ ବିବାହ କରି ସାରିଛନ୍ତି ହେଲେ ତୁମେ କଣ ପାଇଁ ବିବାହ କରି ନାହଁ ଏମିତି ରେ ଜ୍ୟୋତି କହି ଥିଲେ କି ପ୍ରଥମେ କିଛି ମୋର ମୂଳଦୁଆ ଶକ୍ତ କରି ନିଏ ତେବେ ଜାଇ ମୁଁ ନିଶ୍ଚିତ ଭାବେ ବିବାହ କରିଛି ।

ଏବଂ ପରେ ପରେ ସେହି ଏଙ୍କର ଏହି କଥା ବି ପଚାରି ଥିଲେ କି ତୁମେ ଚେନ୍ନାଇ ରେ ପାଠ ପଢିବା ସମୟ ରେ ଯେଉଁ ଝିଅ କୁ ଭଲ ପାଇ ଥିଲ କଣ ତାହାକୁ ହିଁ ବିବାହ କରିବ । ତେବେ ଜ୍ୟୋତି ଉତ୍ତର ଦେଇ କହି ଥିଲେ କୁ ନାହିଁ ସେମିତି କତିଛି ନାହିଁ ମୁଁ ଚେନ୍ନାଇ ରେ ପାଠ ପଢିବା ସମୟ ରେ କୈଣସି ବି ଝିଅ ଙ୍କୁ ଭଲ ପାଇ ନାହିଁ ବୋଲି ସେ କହି ଥିଲେ । ହେଲେ ଝିଅ ମାନେ ମୋର ସାଙ୍ଗ ହିସାବ ରେ ରହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *