ଓଡିଆ ଫିଲ୍ମ ଅଭିନେତ୍ରୀ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ବିବାହ ପରେ ପୁଣି ସୁଟିଂ ସେଟ୍ କୁ ଆସିଲେ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ଓଲିଉଡ ର ସୁପର ଏକଟ୍ରେସ୍ ଏବଂ ବଙ୍ଗିୟ ଅଭିନେତ୍ରୀ କହିଲେ ବି ଚଳେ ଜାହାଙ୍କ ନାମ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ କିଛି ଦିନ ତଳେ ଡେନୀ ମାନେ ପ୍ରିତି ରଂଞନ ଘଡେଇ ଙ୍କୁ ବିବାହ କରି ଥିଲେ । ତାଙ୍କ ସ୍ୱାମୀ ଜଣେ MLA ମଧ୍ୟ । ଏବଂ ବିବାହ ପରେ ଆଉ ଓଲିଉଡ କୁ ଫେରି ନ ଥିଲେ । ଏବଂ ସେ ଫେରିବେ ନାହିଁ ବୋଲି ଚର୍ଚ୍ଚା ହୋଇ ଥିଲା । ସବୁ ଚର୍ଚ୍ଚା ର ଅନ୍ତ ଘଟେଇ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଛନ୍ତି ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ । ଅନେକ ହିଟ୍ ଚଳଚିତ୍ର ଦେଇ ସାରିବା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ଏବଂ ତାହା ପରେ ପରେ ଅବସ୍ୟ ସେ କୈଣସି ବି ଚଳଚିତ୍ର ବା କୈଣସି ବି ଆର୍ଡ ସୁଟିଂ କରି ନାହାଁନ୍ତି । ଏବଂ ସେହି ପର ପରେ ବହୁତ କଳ୍ପନା ଜଲ୍ପନା ଚାଲି ଥିଲା କି ଝିଲ୍ଲୀକ୍ ଆଉ ଓଲିଉଡ କୁ ଫେରିବେ ନାହିଁ ।

ହେଲେ ଏବେ ସବୁ ପରିକ୍ଷା ଏବଂ ସବୁ ଅପେକ୍ଷା ର ଅନ୍ତ ଘଟିଛି । ଏବଂ ସେ ଏହି ଦିନ ରେ ଏକ ଫିଲ୍ମ ର କାମ କରିବା ପାଇଁ ସାଇନ୍ କରି ଥିବା ବେଳେ ଏକ ସୁଟିଂ ସେଟ୍ କୁ ବି ଜାଇ ଥିଲେ ଏବଂ ସେ ଭୂମିକା ଏବଂ ସୀବାନୀ ଙ୍କ ସହିତ ବହୁତ ମସ୍ତି ମଧ୍ୟ କରି ଥିବାର ଦେଖିବା ପାଇଁ ମିଳି ଥିଲା। ଏହା କାଦମ୍ଭୀନୀ ର ଏକ ଆର୍ଡ ସୁଟିଂ ରହି ଥିବା ବୋଲି ଜଣା ପଡିଛି । ଏବଂ ଏଠାରେ ଝିଲ୍ଲୀକ୍ , ସୀବାନୀ , ଭୂମିକା , ଏବଂ ଅର୍ଚିିତା ବି ଯୋଗ ଦାନ କରି ଥିଲେ । ଯେଉଁ ଥିରେ ଏହି ଠାରେ ଆର୍ଡ ସୁଟିଂ କରି ସେଠାରେ ଜନ୍ମ ବାର୍ଷିକ ଫୋଟ କୁ ସେମାନେ ନିଜର ସୋସିଆଲ ଆକାଉଣ୍ଟ ରେ ବି ଛାଡି ଥିବାର ଦେଖିବା ପାଇଁ ମିଳି ଥିଲା ।

ଜାହା ଫଳ ରେ ଏହି ଫୋଟ ବହୁତ ପରିମାଣ ରେ ଫେମସ୍ ହୋଇ ଥିଲା ଏବଂ ଫୋଟ ର ଉନ୍ମଚୋନ କରିବା ପାଇଁ ବହୁତ ରାଜନେତା ଏବଂ ବହୁତ କଳାକାର ମାନେ ମଧ୍ୟ ୟୋଗ ଦାନ କରି ଥିଲେ । ସେହି ପରି ଝିଲ୍ଲୀକ୍ ଙ୍କ ଫିଲ୍ମ ର କଥା କହିବା ତେବେ ଆଗକୁ ଆସିବା ପାଇଁ ଯାଉଛି ବାଜିବ ଲୋ ସାହାନାଇୀ ଏବଂ ସେହି ଥିରେ ଝିଲ୍ଲୀକ୍ ମଧ୍ୟ ଲିଡ୍ ରୋଲ ରେ ଅଭିନୟ କରି ଥିବାର ଦେଖିବା ପାଇଁ ମିଳିବ ଏବଂ ଏହାକୁ ଆଗାମୀ ଦୂର୍ଗା ପୂଜା ରେ ରିଲିଜ୍ କରିବାର ରହିଛି ବୋଲି ସୂଚନା ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *