କେଶର ଅନେକ ସମସ୍ୟାର ସମାଧାନ କରିବ କେବଳ ଏହି ଗୋଟିଏ ତେଲ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପିଆଜ ତେଲ ର ପ୍ରସ୍ତୁତି ବିଷୟ ରେ କହିବୁ ଜାହା କେଶ ପାଇଁ ବହୁତ ପରିମାଣ ରେ ଏହା ଉପକାରୀ ହୋଇ ଥାଏ । ତଥା ଏହାର ଅନେକ ଫାଇଦା ମଧ୍ୟ ରହିଛି ଆମେ ଆଜି ଆପଣ ମାନଙ୍କ ସହିତ ସେହି ବିଷୟରେ କହିବୁ । ତେବେ ଆଉ ଡେରି ନ କରି ଆସନ୍ତୁ ଆରମ୍ଭ କରିବା । ତେବେ ଏହି ପିଆଜ ତେଲ ବନେଇବା ପାଇଁ ଆମେ ଦୁଇଟି ମଧ୍ୟମ ଧରଣ ପିଆଜ ନେବା ଏବଂ ଜାହାର ଚୋପା ବାହାର କରି ଚାରି ରୁଳା ରେ ଭାଗ କରି ଦେବା । ଏବଂ ପିଆଜ କୁ କାଟିିବା ଦ୍ୱାରା ଯେଉଁ ସ୍ମେଲ୍ ଆସେ ତାହା ଏହି ଥିରେ ଥିବା ସଲଫର କାରଣ ରୁ ଆସେ ଏବଂ ଏହା ଆମ କେଶ ପାଇଁ ବହୁତ ଜରୁରୀ ଅଟେ । ଯଦି ଆପଣ ମାନଙ୍କ କେଶ ବୟସ ପୂର୍ବ ରୁ ହିଁ ଧଳା ହୋଇ ସାରିଛି ତେବେ ସେମାନଙ୍କ କେଶ କୁ ପୁଣି କଳା କରିବା ପାଇଁ ସାହାଯ୍ୟ କରି ଥାଏ ।

ଏବଂ ଏହା ପରେ ଆମେ ରସୁଣ 30 ଟି କୋଶା ନେବା ଏବଂ ସେହି ଦୁଇଟି କୁ ପେଷ୍ଟ କରି ଦେବା ଏହା ପରେ ଆମେ ଅଧା କପ୍ ଭୁର୍ସୁଂଗା ପତ୍ର ନେବା ଏବଂ ଏହି ଥିରେ ସବୁ ମିସ୍କ କରି ନେବା ପରେ ଆମେ ମାନେ ମେଥି ନେବା ମେଥି କୁ ସିଖିଲା ରଖିବା ଆବଶ୍ୟକ ଅଟେ । ଏହି ଠାରେ ମନେ ରଖିବେ କି ଏହି ଥିରେ ଯେତେ ପାଣି ଦେଲେ ତେଲ ବନେଇବା ସେତେ ଲେଟ୍ ହେବ ତେଣୁ ପାଣି ମିଶାନ୍ତୁ ନାହିଁ । ସେମିତି ହିଁ ପେଷ୍ଟ କରନ୍ତୁ । ଏବେ ସେହି ସବୁ କୁ ଭଲ ଭାବେ ମିକ୍ସ କରି ନିଅନ୍ତୁ । ଏବଂ ଏବେ 250 ଗ୍ରାମ୍ ର ନଡିଆ ତେଲ ର ଆବଶ୍ୟକତା ରହିଛି । ଏବଂ 250 ସୋରିଷ ତେଲ ର ଆବଶ୍ୟକତା ରହିଛି । ଏବେ ଏହି ଦୁଇଟି ତେଲ ରେ ପୂର୍ବ ରୁ ରଖି ଥିବା ସାମଗ୍ରୀ ମିକ୍ସ କରନ୍ତୁ ଏବଂ ପେନ୍ ରେ ବଶାନ୍ତୁ ।

ଅଲ୍ପ ଆଞ୍ଚ ରେ ଏହାକୁ ବସାଇ କରି କିଛି ସମୟ ପରେ ଏହାର ରଙ୍ଗ ପରିବର୍ତନ ହେବ ଏବଂ ଅଧିକତ ସମୟ ଯାଏ ଏହାକୁ କଲେ ଏଏହା ପୋଡି ଜାଇ ପାରେ ତେବେ ଏହି ସବୁ ପରେ ଆପଣ ମାନେ ଏହାକୁ ଥଣ୍ଡା କରନ୍ତୁ ଏବଂ ନିଜ କେଶ ରେ ବ୍ୟବହାର କରନ୍ତୁ ଦେଖିବେ ଆପଣ ମାନଙ୍କୁ କେଶ ଜନନିତ ସବୁ ସମସ୍ୟା ନିଶ୍ଚିତ ଭାବେ ଆପଣ ମାନଙ୍କର ଦୂର ହୋଇ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *