ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଅମିତାଭ୍ ବଚ୍ଚନ୍ ଙ୍କ ସଂମ୍ପତୀ ତାଙ୍କର ଘର ଗାଡୀ ଏବଂ ଏମମିତି ବହୁତ କିଛି କଥା କହିବା ପାଇଁ ଚାହିଁବୁ ଜାହା ଆପଣ ମାନେ ଆଗରୁ କେବେ ବି ଜାଣି ନ ଥିଲେ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଅମିତାଭ୍ ବଚ୍ଚନ୍ 1969 ମସିହା ରେ ପାଦ ଦେଇ ଥିଲେ । ପ୍ରଥମ ପାଞ୍ଚ ବର୍ଷ ରେ ସେ 20 ଟି ଫିଲ୍ମ କରି ଥିଲେ । ଏବଂ ସେହି 20 ଟି ଫିଲ୍ମ ସବୁ ଫ୍ଲପ୍ ହୋଇ ଥିଲା । ଏବଂ ସେହି ସମୟରେ ତାଙ୍କର ଗୋଟିଏ ବି ଫିଲ୍ମ କାହାକୁ ଭଲ ଲାଗୁ ନ ଥିଲା । ଏବଂ ସେ ଭାବିଲେ ସେ ସେଷ ଫିଲ୍ମ କରିବେ ଜନ୍ଜିର୍ ବୋଲି ତାହାଫ୍ଲପ୍ ହେଲେ ସେ ଆଉ ଫିଲ୍ମ କରିବେ ନାହିଁ । ହେଲେ ଭାଗ୍ୟ କୁ ତାହା ବଦଳି ଦେଲା କାରଣ ତାହା ଭାରତ ରେ ସଂମ୍ପର୍ଣ୍ଣ ସୁପର ହିଟ୍ ହୋଇ ଥିଲା ଏବଂ ତା ପରେ ସେ ଆଜି ଯାଏ 50 ବର୍ଷ ହୋଇ ଗଲାଣୀ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଆସୁଛନ୍ତି ।
ଅମିତାଭ୍ ବଚ୍ଚନ୍ କେବଳ ଅଭିନେତା ନୁହଁନ୍ତି ସେ ଭଲ ଗୀତ ଗାଆନ୍ତୁ ଏବଂ ପ୍ରଡ୍ୟୁସର ମଧ୍ୟ ଏବଂ ଏହା ସହିତ ସେ ବହୁତ ଗୁଡିଏ ବହୀ ବି ଲେଖନ୍ତି । ତାଙ୍କର ଜନ୍ଜିର୍ ଫିଲ୍ମ ହିଟ୍ ହେବା ପରେ ସେ ଜୟା ବଚ୍ଚନ ଙ୍କୁ ବିବାହ କରି ଥିଲେ ସେ ଭାରତ ର ଏମିତି ଜଣେ ଅଭିନେତା ଜାହାଙ୍କୁ ଭାରତ ର ସବୁ ଉଚ୍ଛ ସମ୍ମାନ ମିଳିଛି । ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ସ୍ୱେତା ବଚ୍ଚନ ଏବଂ ଅଭିସେକ୍ ବଚ୍ଚନ । ତାଙ୍କର ସଂମ୍ପତି ବିଷୟ ରେ କହିବା ତେବେ ତାଙ୍କର ଉତ୍ତର ପ୍ରଦେଶ ର ଆହ୍ଲାବାଦ୍ ରେ ଗୋଟିଏ ବଙ୍ଗଲା ରହିଛି ଏବଂ ମୁମ୍ବାଇ ରେ 4 ଟି ବଙ୍ଗଳା ରହିବା ସହିତ ଦିଲ୍ଲୀ ରେ ବି ଗୋଟିଏ ରହିଛି । ତାଙ୍କ ପାଖରେ ଏହା ସହିତ ବହୁତ ଗୁଡିଏ ଲଗ୍ଜୋରୀ କାର ରହିଛି । ସେ ଆଜି ଯାଏ 200 ଟି ଫିଲ୍ମ କରିଛନ୍ତି ।
ସେ ଗୋଟିଏ ଫିଲ୍ମ କରିବା ପାଇଁ 5 ରୁ 12 କୋଟି ମଧ୍ୟ ରେ ନେଇ ଥାନ୍ତି । ସେହି ପରି କୋନ ବନେଗା କୋରଡ ପତି ର ଗୋଟିଏ ଏପିସୋର୍ଡ ପାଇଁ ସେ 5 କୋଟି ନେଇ ଥାନ୍ତି । ସେହି ପରି ସେ ବ୍ରାଣ୍ଡ ଆଡ୍ କରି ଥାନ୍ତି । ସେ ଗୋଟିଏ ବ୍ରାଣ୍ଡ ପାଇଁ 2 ରୁ 5 କୋଟି ନେଇ ଥାନ୍ତି । ଯଦି ସେହି ସବୁ କୁ ମିଶେଇବେ ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ହେଲା 28 ଶହ କୋଟି ଟଙ୍କା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।