ଦିଅର ଭାଉଜ ସହ କରୁଥିଲା ରାସଲୀଳା , ଆଉ ତା ପରେ ଜାହା ହେଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ହିଁ ଜଣେ ମହିଳା ଙ୍କ କାହାଣୀ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ ବିବାହ କରିବା ପରେ ସବୁ କିଛି ଦୁଖଃ ଏବଂ କଷ୍ଟ କୁ ସହି କରି ରହି ଥିଲେ ହେଲେ ସମୟ ଏମିତି ମୋଡ ରେ ଆଣି ଛିଡା କରେଇ ଦେଲା କି ନା ତାଙ୍କ ଶାଶୁ ଘର ତାଙ୍କ ପାଖରେ ରହିଲା ନା ତାଙ୍କର ପରିସ୍ଥିତି ତାଙ୍କର ସାଥ୍ ଦେଲା । ତେବେ ଆସନ୍ତୁ ଜାଣି ନେବା ସେହି ମହିଳା ଙ୍କ ବିଷୟ ରେ ଏବଂ ସେ କଣ ପାଇଁ ଏତେ କଷ୍ଟ ପାଇଛନ୍ତି ସେହି ବିଷୟରେ ଜାଣି ନେବା ।

open

ତେବେ ଏହି ମହିଳା ଜୟପୁର ର ଏବଂ ସେ ନିଜର ଦୁଖଃ ନେଇ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ସେମିତି ରେ ଗୋଟିଏ ଝିଅ ଯେତେ ବେଳେ ବିବାହ କରି ପର ଘର କୁ ଆସେ ତେବେ ସେ ବହୁତ କିଛି କଥା ଭାବି ଥାଏ । ଏବଂ ସେହି ସବୁ କୁ ଶାକାର କରିବା ପାଇଁ ତା ସହିତ ତା ସ୍ୱାମୀ ରହି ଥାଏ । ହେଲେ ଏହି ମହିଳା ଜଣ ଙ୍କୁ ନିଜ ସ୍ୱାମୀ ଙ୍କ ସାଥି ମିଳି ନ ଥିଲା । ତାଙ୍କର ବର୍ତମାନ ସମୟ ରେ ଅଭିଯୋଗ ହେଲା କି ତାଙ୍କ ସ୍ୱାମୀ ତାଙ୍କୁ ଘରେ ନିର୍ଜାତିତ କରୁ ଥିଲେ । ଏବଂ ଏହି ସବୁ କଷ୍ଟ କୁ ସହି ନ ପାରି ସେ ନିଜର ଦୂର ରେ ସ୍ଥିତ ଦିଅର ଙ୍କ ପାଖକୁ ଜାଇ ଥିଲେ ।

ହେଲେ ତାଙ୍କର ଭାଗ୍ୟ ଏତେ ପରିମାଣ ରେ ଖରାପ ଥିଲା କି ଯେତେ ବେଳେ ସେ ସେହି ଦିଅର ଙ୍କ ପାଖରେ ପହଁଚି ଥିଲେ ତେବେ ସେ ସେହି ଦିଅର ତାଙ୍କୁ ଜୋରଜବର୍ଦୋସ୍ତି କରି ରେପ୍ କରି ଥିଲେ । ଏତେ ସବୁ ହେବା ପରେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରି ଥିଲେ । ହେଲେ ଭାଗ୍ୟ ବଶତ ସେ ସେଠାରୁ ଖସି ପଳେଇ ଆସି ଥିଲେ । ଏବଂ ସେ ସିଧା ଆସି ପହଁଚି ଥିଲେ ଥାନା ରେ । ଏବଂ ସେ ସେଠାରେ କାହାରି କଥା କୁ ବି ଭାବି ନ ଥିଲେ । ଏବଂ ସେ ଏହି କଥା ଭାବି ଥିଲେ ।

ମୋର ଏହି ଦୁନିଆଁ ରେ କେହି ନାହିଁ କେବଳ ବର୍ତମାନ ସମୟ ରେ ମତେ ନ୍ୟୟ ମିଳିବା ଜରୁରୀ ଅଟେ। ଏମିତି ରେ ବର୍ତମାନ ସମୟ ରେ ତାଙ୍କୁ ନ୍ୟାୟ ମିଳିବା ପାଇଁ ସେ କୋର୍ଟ ର ଦ୍ୱାରସ୍ଥ ହୋଇ ଥିବା ବେଳେ ଏହି ମହିଳା ଙ୍କୁ କେମିତି ଭାବେ ସଂମ୍ପର୍ଣ୍ଣ ନ୍ୟାୟ ମିଳି ପାରିବ ସେଥି ପାଇଁ କୋର୍ଟ ସଂମ୍ପର୍ଣ୍ଣ ପ୍ରାୟାସ ମଧ୍ୟ କରିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *