ପୁଣି ଥରେ ମେଡିକାଲାରେ ଭର୍ତି ହେଲେ ବିଜୟ ମାହାନ୍ତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଏହି ଦିନ ରେ ମନରଂଞନ ଜଗତ ରେ ବହୁତ କିଛି ପରିବର୍ତନ ଦେଖିବା ପାଇଁ ମିଳିଛି ଏମିତି ରେ ଏହି ଦିନ ରେ ଆମେ ମାନେ ବହୁତ ଏମିତି କଳାକାର ମାନଙ୍କୁ ହରେଇ ବସିଛୁ ଜାହା ଆପଣ ମାନେ ଚାହିଁଲେ ବି ପୂରଣ କରି ପାରିବେ ନାହିଁ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ ଆମ ଓଲିଉଡ ରେ ବି ସେମିତି ଜଣେ କଳାକାର ହେଲେ ବିଜୟ ମହାନ୍ତି ଯେକି ଏହି କିଛି ଦିନ ତଳେ ହୃଦ ଘାତ ରେ ପୀଡିତ ହୋଇ ଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ୍ ଯୋଗୁଁ ସେ ମେଡିକାଲ ରେ ରହି ଥିଲେ ତେବେ ପରେ ପରେ ତାଙ୍କର ଅବସ୍ଥା ସୋଚନିୟ ହୋଇ ଥିଲା ଏବଂ ସେ ICU ରେ ରହି ଥିଲେ ଏବଂ ଗତ ଶନି ବାରଦିନ ସେ ଡିସଚାର୍ଜ ହୋଇ ଘଘରକୁ ଫରି ଥିଲେ ହେଲେ ଏବେ ଏବେ ମିଳି ଥିବା ସୂଚନା ଅନୁସାରେ ସେ ପୁଣି ଥରେ ମେଡି କାଲ ରେ ଭର୍ତି ହୋଇଛନ୍ତି ।

ତାଙ୍କୁ ଭୁବନେଶ୍ୱର KR ହସ୍ପିଟାଲ ରେ ଭର୍ତି କରା ଜାଇ ଥିବାର ଜଣା ପଡିଛି । ଓଲିଉଡ ଜଗତ ର ବରିଷ୍ଟ ଅଭିନେତା ବିଜୟ ମହାନ୍ତି ଙ୍କ ଅବସ୍ଥା ବାରମ୍ଭାର ଖରାପ୍ ହେଉ ଥିବାର ଜଣା ପଡିଛି କିଛି ଦିନ ତଳେ ସେ ହାଇଦ୍ରା ବାଦ୍ ର ଘୋରଇ ହସ୍ପିଟାଲ ରେ ଚିକିତ୍ସା ହେଉ ଥିବା ବେଳେ ଗତ ଜୁନ୍ 14 ରେ ଭୁବନେଶ୍ୱର କୁ ଆସି ଥିଲେ ଏବଂ KR ହସ୍ପିଟାଲ ରେ ଭର୍ତି ହୋଇ ଥିଲେ ତେବେ ତାଙ୍କର ଅବସ୍ଥା ଟିକିଏ ଭଲ ହେଲା ପରେ ତାଙ୍କୁ ଘରକୁ ନେଇ ଜାଇ ଥିଲେ ହେଲେ ପୁଣି ତାଙ୍କର ଅବସ୍ଥା ଏବେ ବିଗିଡିବାରେ ଲାଗିଛି ।

ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ହେବା ପରେ ଶ୍ରୀ ମହାନ୍ତି ଙଅକ ଅସ୍ତ୍ର ପ୍ରଚାର କରା ଯିବ ବୋଲି ଡାକ୍ତର ମାନେ କହିଛନ୍ତି । ତେବେ ଏହି ସବୁ କୁ ନେଇ ବିଜୟ ମାହାନ୍ତି ଙ୍କ ପ୍ରଶଂସକ ମାନେ ତାଙ୍କର ଦେହ ବହୁତ ଜଲ୍ଦି ଭଲ ହେବା ନେଇ କାମନା କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *